‘ଆମେ ଯାହା କହୁ କାମରେ ତାହା କରି ଦେଖାଉ’

ସରକାରକୁ ଆସିଲେ ଆୟୁଷ୍ମାନ କାର୍ଡ ମିଳିବ : ରାଜନାଥ ସିଂହ ଦିନିକିଆ ଓଡ଼ିଶା ଗସ୍ତରେ ଆସି ବିଜେପି ପାଇଁ ନିର୍ବାଚନୀ ପ୍ରଚାର କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ପ୍ରଥମେ ଭବାନୀପାଟଣା ପରେ […]

ସହିଦ୍ ରେଣ୍ଡୋ ମାଝୀ ମେଡିକାଲ କଲେଜ ଉଦଘାଟିତ

କଳାହାଣ୍ଡି ପ୍ରତିଷ୍ଠା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ଗିଫ୍ଟ ପ୍ରତିଷ୍ଠା ଦିବସରେ କଳାହାଣ୍ଡି ଜିଲ୍ଲାବାସୀଙ୍କ ପାଇଁ ଦୁଇଟି ବଡ଼ ଘୋଷଣା । କଳାହାଣ୍ଡି ଯାଇ ରୂପାନ୍ତରଣ ପ୍ରକ୍ରିୟାକୁ ଆଗେଇ ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜିଲ୍ଲାବାସୀଙ୍କୁ […]

ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ

ଉଦଘାଟିତ ହେବ ରେଣ୍ଡୋ ମାଝୀ ମେଡିକାଲ କଲେଜ ଆଜି କଳାହାଣ୍ଡି ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ହେଲିକପ୍ଟର ଯୋଗେ ଆସି ପୂର୍ବାହ୍ନ ୧୧.୩୦ମି.ରେ ସରକାରୀ ମେଡିକାଲ କଲେଜର ଅସ୍ଥାୟୀ ହେଲିପ୍ୟାଡ୍‌ରେ […]

ନିଆରା ପରମ୍ପରା ମା’ ମାଣିକେଶ୍ବରୀଙ୍କ ଛତର ଯାତ୍ରା

ଚାଲିଛି ମାଆ ମାଣିକେଶ୍ବରୀଙ୍କ ଗୁପ୍ତନୀତି ! ଧୁମଧାମରେ ଚାଲିଛି ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କଳାହାଣ୍ଡି ଭବାନୀପାଟଣା ସହର ଫାଶୀ ଡଙ୍ଗର ଜେନାଖାଲରେ ଚାଲିଛି ମାଆ ମାଣିକେଶ୍ୱରୀଙ୍କ ଗୁପ୍ତ ରୀତିନୀତି । […]

କାଲି କଳାହାଣ୍ଡିର ପ୍ରସିଦ୍ଧ ଛତର ଯାତ୍ରା

ମାଆ ମାଣିକେଶ୍ବରୀଙ୍କ ପୀଠରେ ଲାଗିଲାଣି ଗହଳି ! ବିଭିନ୍ନ ଶକ୍ତିପୀଠରେ ଚାଲିଛି ମାଙ୍କ ପୂଜାର୍ଚ୍ଚନା । ଏହାରି ଭିତରେ ଆସନ୍ତାକାଲି ମାଆ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି । କଳାହାଣ୍ଡିର […]

ପୁତୁରାକୁ ଟାଙ୍ଗିଆରେ ହାଣି ମାରିଲା କକା !

ସମ୍ପର୍କରେ ଲାଗିଲା ରକ୍ତ ଛିଟା ସମ୍ପର୍କରେ ଲାଗିଲା ରକ୍ତ ଛିଟା । କକା ଭୁଲିଗଲା ସମ୍ପର୍କ ଆଉ ନେଇଗଲା ପୁତୁରା ଜୀବନ । ଘରେ ଶୋଇଥିବା ବେଳେ ପୁତୁରାକୁ ଟାଙ୍ଗିଆରେ ହାଣି ହତ୍ୟା କରିଛି […]

ଉତ୍କେଲାକୁ ଉଡିଲା ପ୍ରଥମ ବିମାନ

ଉଦଘାଟିତ ହେଲା କଳାହାଣ୍ଡି ଉତ୍କେଲା ବିମାନ ବନ୍ଦର ଉଦଘାଟିତ ହେଲା ଉତ୍କେଲା ବିମାନ ବନ୍ଦର । ଭୁବନେଶ୍ୱରରୁ ଉତକେଲାକୁ ଆରମ୍ଭ ହେଲା ବିମାନ ସେବା । ଏହାର ଭର୍ଚୁଆଲରେ ଶୁଭାରମ୍ଭ କଲେ କେନ୍ଦ୍ର ବେସାମରିକ […]

ଉତକେଲାରୁ ଉଡ଼ିବ ବିମାନ, ଉଦଘାଟନ କରିବେ ମନ୍ତ୍ରୀ

ଅଗଷ୍ଟ ୩୧ରୁ କଳାହାଣ୍ଡି ଉତକେଲାରୁ ଉଡ଼ିବ ବିମାନ ଆଗାମୀ ଅଗଷ୍ଟ ୩୧ ତାରିଖରୁ କଳାହାଣ୍ଡି ଜିଲ୍ଲାର ଉତକେଲା ଆରମ୍ଭ ହେବ ବିମାନ ଚଳାଚଳ । ଉତକେଲା ବିମାନ ବନ୍ଦରରୁ ପ୍ରଥମ ବିମାନ ପୂର୍ବାହ୍ନ ୧୦ଟା […]

୬୧ ବର୍ଷ ପରେ ପୂରଣ ହେବ କଳାହାଣ୍ଡିବାସୀଙ୍କ ସ୍ବପ୍ନ

ଉତ୍କେଲାରୁ ଉଡ଼ିବ ଉଡ଼ାଜାହାଜ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଉତ୍କେଲା ଗ୍ରାମରେ ଥିବା ଉଡ଼ାଜାହାଜ ପଡ଼ିଆରୁ ବିମାନ ଉଡ଼ାଣ ପାଇଁ ମିଳିଲା ଅନୁମତି । ଆଜି ଦିଲ୍ଲୀସ୍ଥିତ ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷ ବା […]

କୋଟିପତି ସରକାରୀ ବାବୁଙ୍କ ଘରେ ରେଡ୍

କେଉଁଠୁ ଆଣିଲେ ଏତେ ଟଙ୍କା, ପଚରାଉଚରା କରୁଛି ଭିଜିଲାନ୍ସ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭବାନୀପାଟଣା ଜଳ ଯୋଗାଣ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍ । କିଶୋର ଚନ୍ଦ୍ର ସାହୁଙ୍କ ଭବାନୀପାଟଣା […]

ଏସଟିଏଫ ହାତରେ ବାଘଛାଲ ଲୁଟେରା !

ମାତିଛନ୍ତି ବାଘଛାଲ ଲୁଟେରା। ପୋଲିସ ଆଖିରେ ଧୁଳି ଦେଇ ଚାଲିଥିଲା ବାଘଛାଲ ଡିଲ। କଲରାପତରିଆ ବାଘ ଛାଲ ଡ଼ିଲ ବେଳେ ମାଡିବସିଲା ଏସଟିଏଫ | ଗତକାଲି ସନ୍ଧ୍ୟାରେ କଳାହାଣ୍ଡି ଏମ୍ ରାମପୁର-ନର୍ଲାର ଶ୍ରୀପଲ୍ଲୀ ଛକରେ […]