କାଲି ବିଜେଡି ଛାଡ଼ିଲେ ଆଜି ବିଜେପିରେ ମିଶିଲେ

ବିଜେପିରେ ମିଶିଲେ ଆଠମଲ୍ଲିକ ବିଧାୟକ ରମେଶ ସାଏ ବିଜେପିରେ ମିଶିଲେ ଆଠମଲ୍ଲିକ ବିଧାୟକ ରମେଶ ସାଏ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଆଠମଲ୍ଲିକ ବିଜେପି ବିଧାୟକ ପ୍ରାର୍ଥୀ ସଞ୍ଜୀବ ସାହୁଙ୍କ ଉପସ୍ଥିତିରେ ପଦ୍ମ […]

ପଦ୍ମ ଧରିଲେ ଅନୁଭବ

ବିଜେପିରେ ମିଶିଲେ ସାଂସଦ ଅନୁଭବ ମହାନ୍ତି ବିଜେପିରେ ମିଶିଲେ ଅନୁଭବ ମହାନ୍ତି । ଦିଲ୍ଲୀ ବିଜେପି କାର୍ଯ୍ୟାଳୟରେ ପଦ୍ମ ଧରିଲେ ଅନୁଭବ । ଗତ ଶନିବାର ବିଜେଡିରୁ ଇସ୍ତଫା ଦେଇଥିଲେ ସାଂସଦ ଅନୁଭବ ମହାନ୍ତି […]

ଏକନାଥ ସିନ୍ଦେଙ୍କ ଶିବସେନାରେ ସାମିଲ ହେଲେ ବିଲଉଡ ଅଭିନେତା ଗୋବିନ୍ଦା

‘ବନବାସ ସରିଲା, ଏବେ ରାମ ରାଜ୍ୟକୁ ଫେରିଲି’ ଏକନାଥ ସିନ୍ଦେଙ୍କ ଶିବସେନାରେ ସାମିଲ ହୋଇଛନ୍ତି ବିଲଉଡ ଅଭିନେତା ଗୋବିନ୍ଦା। ସେ ୨୦୦୪ ଲୋକସଭା ନିର୍ବାଚନ କଂଗ୍ରେସ ଟିକେଟରେ ଜିତିଥିଲେ। ସେ ୨୦୦୯ ଯାଏ ରାଜନୀତିରେ […]

ବିଜେପିରେ ଯୋଗଦେଲେ ଭର୍ତ୍ତୃହରି-ସିଦ୍ଧାନ୍ତ

ବିଜେପିରେ ଯୋଗଦେଲେ ଭର୍ତ୍ତୃହରି-ସିଦ୍ଧାନ୍ତ ପଦ୍ମ ଧରିଲେ କଟକ ସାଂସଦ ଭର୍ତ୍ତୃହରି ମହତାବ। ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ବିଧିବଦ୍ଧ ଭାବେ ସାମିଲ ହେଲେ। ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଉପସ୍ଥିତିରେ ସେ ସାମିଲ ହୋଇଛନ୍ତି। […]

ବିଜେଡିରେ ମିଶିଲେ ମନ୍ମଥ ରାଉତରାୟ

ବିଜେଡିରେ ସୁରଙ୍କ ସାନପୁଅ ବିଜେଡିରେ ଯୋଗ ଦେଲେ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟଙ୍କ ସାନପୁଅ ମନ୍ମଥ ରାଉତରାୟ । ହଜାର ହଜାର ଦଳୀୟ ସମର୍ଥକଙ୍କ ସହ ଆସି ଶଙ୍ଖ ଭବନରେ ବିଜେଡିରେ ବିଧିବଦ୍ଧ […]

ବିଜେପିରେ ମିଶିଲେ ପୂର୍ବତନ ବାୟୁସେନା ମୁଖ୍ୟ ମାର୍ଶଲ ଆର.କେ.ଏସ ଭଦୌରିଆ

ବିଜେପିରେ ଯୋଗ ଦେଲେ ପୂର୍ବତନ ବାୟୁସେନା ମୁଖ୍ୟ ଭାରତୀୟ ବାୟୁସେନାର ପୂର୍ବତନ ମୁଖ୍ୟ ବାୟୁସେନା ମାର୍ଶଲ (ଅବସରପ୍ରାପ୍ତ) ଆର.କେ.ଏସ ଭଦୌରିଆ ରବିବାର ବିଜେପିରେ ଯୋଗ ଦେଇଛନ୍ତି। କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଏବଂ ବିଜେପି […]

ବିଜେପିରେ ମିଶିଲେ ହିମାଚଳ ପ୍ରଦେଶର ୬ ବିପ୍ଳବୀ ବିଧାୟକ

ବିଜେପିରେ ମିଶିଲେ ୬ କଂଗ୍ରେସ ବିଧାୟକ ବିଜେପିରେ ମିଶିଲେ ହିମାଚଳ ପ୍ରଦେଶର ୬ ବିପ୍ଳବୀ ବିଧାୟକ। ହିମାଚଳ ପ୍ରଦେଶର ବିପ୍ଲବୀ ୬ କଂଗ୍ରେସ ବିଧାୟକ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ଆଜି […]

ବିଜେପିରେ ମିଶିଲେ ତାମିଲସାଇ ସୁନ୍ଦରରାଜନ

ମୁଁ ନିର୍ବାଚନ ଲଢ଼ିବାକୁ ଚାହୁଁଛି: ତାମିଲସାଇ ସୁନ୍ଦରରାଜନ ବିଜେପିରେ ମିଶିଲେ ତାମିଲସାଇ ସୁନ୍ଦରରାଜନ । ଦୁଇ ଦିନ ପୂର୍ବରୁ ତେଲେଙ୍ଗାନା ରାଜ୍ୟପାଳ ପଦରୁ ଇସ୍ତଫା ଦେଇଥିଲେ । ଏବେ ସେ ଲୋକସଭା ନିର୍ବାଚନ ଲଢ଼ିବେ […]

ବିଜେଡିରେ ଯୋଗ ଦେଲେ ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର

ବିଜେଡିରେ ବିଜୟଙ୍କ ପୁଅ ବିଜେଡିରେ ଯୋଗ ଦେଲେ ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର । ନବୀନ ନିବାସରେ ଶଙ୍ଖ ଫୁଙ୍କିଛନ୍ତି ଅରବିନ୍ଦ ମହାପାତ୍ର । ବିଜେଡିକୁ ଅରବିନ୍ଦଙ୍କୁ ସ୍ୱାଗତ କରିବା ସହ ଆଶୀର୍ବାଦ […]

ବିଜେପିରେ ସାମିଲ ହେଲେ ଗୋପାଳପୁର ବିଧାୟକ

ପଦ୍ମ ଧରିଲେ ପ୍ରଦୀପ ପାଣିଗ୍ରାହୀ ପଦ୍ମ ଧରିଲେ ପ୍ରଦୀପ ପାଣିଗ୍ରାହୀ । ବିଜେପିରେ ସାମିଲ ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ ବରିଷ୍ଠ ନେତୃତ୍ୱଙ୍କ […]

ବିଜେଡିରେ ମିଶିଲେ ଅଂଶୁମାନ

କଂଗ୍ରେସ ଛାଡ଼ିବାର ଦୁଇ ଦିନ ପରେ ବିଜେଡିରେ ଅଂଶୁମାନ ଗ୍ରେସ ଦଳ ଛାଡିବାର ମାତ୍ର ଦୁଇ ଦିନ ପରେ, ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି ରାଜନଗରର ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି । […]