ଉଠା ଦୋକାନୀଙ୍କୁ ନୋଟିସ ଦେଲା ଯାଜପୁର ରୋଡ ରେଳବାଇ ଏବେ ରେଳବାଇ ଜାଗାରୁ ହଟିବ ବେଆଇନ ଜବରଦଖଲ। ରହିବନି କୌଣସି ଉଠା ଦୋକାନ , ହୋଟେଲ କିମ୍ବା ମଲ। ଏନେଇ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ। […]