ଲାକ୍ଷାଦ୍ୱୀପରେ ଅଧିକ ପର୍ଯ୍ୟଟକ ଆକର୍ଷଣ ବ୍ୟବସ୍ଥା ଲାକ୍ଷାଦ୍ୱୀପକୁ ନେଇ ବଜେଟ୍‌ରେ ସ୍ୱତନ୍ତ୍ର ଉପସ୍ଥାପନା ରଖାଯାଇଛି। କୁହାଯାଇଛି ଯେ, ଲାକ୍ଷାଦ୍ୱୀପରେ ଅଧିକ ପର୍ଯ୍ୟଟକ ଆକର୍ଷଣ ବ୍ୟବସ୍ଥା କରାଯିବ। ଲାକ୍ଷାଦ୍ୱୀପରେ ଭିତ୍ତିଭୂମିର ବ୍ୟାପକ ବିକାଶ କରାଯିବ। ରାଜ୍ୟମାନଙ୍କୁ […]