ବଢ଼ିଲା ଟିଏମସି ନେତ୍ରୀ ମହୁଆ ମୈତ୍ରଙ୍କ ଅଡୁଆ

ମହୁଆଙ୍କ ଘରେ ସିବିଆଇ ରେଡ ବଢ଼ିଲା ଟିଏମସି ନେତ୍ରୀ ମହୁଆ ମୈତ୍ରଙ୍କ ଅଡୁଆ। ପ୍ରଶ୍ନ ପାଇଁ ଲାଞ୍ଚ ମାମଲାରେ ଏଣ୍ଟ୍ରି ମାରିଲା ସିବିଆଇ। କୋଲକାତା ସ୍ଥିତ ମହୁଆଙ୍କ ବାସଭବନ ସମେତ ବିଭିନ୍ନ ସ୍ଥାନରେ ସିବିଆଇ […]

ବିଜେପିରେ ମିଶିଲେ ହିମାଚଳ ପ୍ରଦେଶର ୬ ବିପ୍ଳବୀ ବିଧାୟକ

ବିଜେପିରେ ମିଶିଲେ ୬ କଂଗ୍ରେସ ବିଧାୟକ ବିଜେପିରେ ମିଶିଲେ ହିମାଚଳ ପ୍ରଦେଶର ୬ ବିପ୍ଳବୀ ବିଧାୟକ। ହିମାଚଳ ପ୍ରଦେଶର ବିପ୍ଲବୀ ୬ କଂଗ୍ରେସ ବିଧାୟକ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ଆଜି […]

ପୁଣି ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି

ଶ୍ରୀମନ୍ଦିର ଭିତରକୁ ମହିଳା ବିଦେଶୀ ପର୍ଯ୍ୟଟକ ପୁଣି ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି। ଶ୍ରୀମନ୍ଦିର ଭିତରକୁ ମହିଳା ବିଦେଶୀ ପର୍ଯ୍ୟଟକ ପ୍ରବେଶ କରିଥିବା ଅଭିଯୋଗ। ଅଣହିନ୍ଦୁ ମହିଳା ବିଦେଶୀ ପର୍ଯ୍ୟଟକ ବାଇଶିପାହାଚ ଦେଇ ଯାଉଥିବା […]

ହୀରାକୁଦରେ ବ୍ୟାପୁଛି ଡାଇରିଆ

ଝାଡ଼ାବାନ୍ତିରେ ଜଣଙ୍କର ମୃତ୍ୟୁ, ୧୨୭ ଆକ୍ରାନ୍ତ ହୀରାକୁଦରେ ବ୍ୟାପୁଛି ଡାଇରିଆ । ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଜଣଙ୍କର ମୃତ୍ୟୁ ହୋଇଛି । ଏନେଇ ସୂଚନା ଦେଇଛନ୍ତି ସମ୍ବଲପୁର ସଦର ଏଡିଏମଓ । ଏହାସହ ଝାଡ଼ାବାନ୍ତିରେ […]

ବିଆରଏସ ନେତ୍ରୀ କେ.କବିତାଙ୍କୁ ଝଟକା

କେ.କବିତା ଗିରଫ ମାମଲା, ହସ୍ତକ୍ଷେପ କରିବାକୁ ମନାକଲେ ସୁପ୍ରିମକୋର୍ଟ ବହୁଚର୍ଚ୍ଚିତ ଦିଲ୍ଲୀ ମଦ ନୀତି ମାମଲା । ଭାରତ ରାଷ୍ଟ୍ର ସମିତି ନେତ୍ରୀ କେ. କବିତାଙ୍କୁ ଝଟକା। ହସ୍ତକ୍ଷେପ କରିବାକୁ ମନାକଲେ ସୁପ୍ରିମକୋର୍ଟ। ନିମ୍ନକୋର୍ଟକୁ […]

ମମତାଙ୍କ ମନ୍ତ୍ରୀଙ୍କ ଘରେ ମାରାଥନ୍ ରେଡ୍

ଦିଲ୍ଲୀ ପରେ ପଶ୍ଚିମବଙ୍ଗ ଉପରେ ଇଡି ନଜର ପଶ୍ଚିମବଙ୍ଗ ଶିକ୍ଷକ ଦୁର୍ନୀତି ମାମଲାରେ ଛନ୍ଦି ହେଲେ ମମତା ବାନାର୍ଜୀଙ୍କ ମନ୍ତ୍ରୀ ଚନ୍ଦ୍ରନାଥ ସିନ୍ହା। ଚନ୍ଦ୍ରନାଥଙ୍କ ଘରେ ୨ ଦିନ ଧରି ମାରାଥନ୍ ରେଡ୍‌ କରିଛି […]

୬ ଦିନିଆ ରିମାଣ୍ଡରେ ଅରବିନ୍ଦ କେଜ୍ରିୱାଲ

ରିମାଣ୍ଡରେ ନେଇ ପଚରାଉଚରା କରୁଛି ଇଡି ଅରବିନ୍ଦ କେଜ୍ରିୱାଲଙ୍କୁ ରିମାଣ୍ଡରେ ନେଇ ପଚରାଉଚରା କରୁଛି ଇଡି । ବିଭିନ୍ନ ପ୍ରସଙ୍ଗରେ ପ୍ରଶ୍ନ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଅବକାରୀ ଦୁର୍ନୀତି ମାମଲାରେ ରିମାଣ୍ଡରେ ନେଇଥିବା […]

ଆଜି ସାରା ବିଶ୍ୱ ପାଳିବ ଆର୍ଥ ଆୱାର

ଘଣ୍ଟାଏ ପାଇଁ ବିଦ୍ୟୁତ ଆଲୋକ ବନ୍ଦ କରିବେ ବିଶ୍ୱବାସୀ ଆଜି ସାରା ବିଶ୍ୱ ପାଳିବ ଆର୍ଥ ଆୱାର । ଅର୍ଥାତ ପ୍ରତିବର୍ଷ ଭଳି ଏଥର ବି ଘଣ୍ଟାଏ ପାଇଁ ବିଦ୍ୟୁତ ଆଲୋକ ବନ୍ଦ କରିବେ […]

ମୋଦୀଙ୍କୁ ଭୂଟାନ ତରଫରୁ ସର୍ବୋଚ୍ଚ ନାଗରିକ ସମ୍ମାନ

ମୋଦୀଙ୍କୁ ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କଲା ଭୂଟାନ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭୂଟାନ ତରଫରୁ ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରାଯାଇଛି । ଏହି ସମ୍ମାନ ପ୍ରାପ୍ତ ହେବାରେ ମୋଦୀ ହେଉଛନ୍ତି ପ୍ରଥମ ବିଦେଶୀ […]

ଦୂର ହେଲା ବିଜେଡି-ବିଜେପି ମେଣ୍ଟ ଦ୍ୱନ୍ଦ୍ୱ

ସବୁ ଆସନରେ ଲଢିବ ବିଜେଡି ସବୁ ଆସନରେ ଲଢିବ ବିଜେଡି । ୧୪୭ ବିଧାନସଭା ଓ ୨୧ ଲୋକସଭା ଆସନରେ ଲଢିବ ବିଜେଡି । ସୋସିଆଲ ମିଡିଆରେ ପୋଷ୍ଟ କଲେ ପ୍ରଣବ ପ୍ରକାଶ ଦାସ […]

ରାଜ୍ୟରେ ଏକାକୀ ନିର୍ବାଚନ ଲଢ଼ିବ BJP

ମେଣ୍ଟ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ରାଜ୍ୟରେ ବିଜେପି ଏକାକୀ ଲଢ଼ିବ ବିଜେପି। ଏନେଇ ସ୍ପଷ୍ଟ କଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ‘ଏକ୍ସ’ ଜରିଆରେ ସ୍ପଷ୍ଟ କଲେ ମନମୋହନ ସାମଲ। ସମସ୍ତ ୨୧ ଲୋକସଭା ଓ ୧୪୭ ବିଧାନସଭାରେ […]