ଓଡ଼ିଶା ରାଜନୀତି ମୋଦିଙ୍କ ଆଟାକ୍ ନବୀନଙ୍କ କାଉଣ୍ଟର ଆଟାକ୍ User 003 May 12, 2024 0 ତୁମର ଓଡ଼ିଶା ଓଡ଼ିଆଙ୍କ ପ୍ରତି କ’ଣ ଅବଦାନ?- ନବୀନ ପଟ୍ଟନାୟକ ଆଉ ନରମ ନୁହେଁ ଗରମ ଆଭିମୁଖ୍ୟ ଦେଖାଇଲେ ନବୀନ । ପ୍ରଧାନମନ୍ତ୍ରୀଙ୍କୁ କଲେ ଟାର୍ଗେଟ । ତୁମର ଓଡ଼ିଶା ଓଡ଼ିଆଙ୍କ ପ୍ରତି କଣ […]
ଓଡ଼ିଶା ରାଜନୀତି ନେତାଙ୍କ ଭାଗ୍ୟ ପରୀକ୍ଷା ପାଇଁ ବାହାରିଲା ଇଭିଏମ User 003 May 11, 2024 0 ସୋମବାର ନିର୍ବାଚନ, ବୁଥ୍ ମୁହାଁ ପୋଲିଂ କର୍ମଚାରୀ ମେ ୧୩ ତାରିଖ ସୋମବାର ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବ। ସକାଳ ୭ଟାରେ ଭୋଟିଂ ଆରମ୍ଭ ହେବ। ଗଣତନ୍ତ୍ରର ମହାପର୍ବରେ ସାମିଲ ହେବେ ଓଡ଼ିଶାର […]
ଓଡ଼ିଶା ରାଜନୀତି ମୋଦିଙ୍କ କଟାକ୍ଷ, ପାଣ୍ଡିଆନଙ୍କ ଜବାବ User 003 May 11, 2024 0 କିଏ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ?: ପାଣ୍ଡିଆନ୍ ଗୋଟିଏ ପଟେ ବିଜେଡି ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିଥିବା ବେଳେ ଏହାର ଜବାବ ରଖିଛନ୍ତି ଭିକେ ପାଣ୍ଡିଆନ । ପେଟ୍ରୋଲ, ଗ୍ୟାସ […]
ଓଡ଼ିଶା ରାଜନୀତି ବିଜେଡି ସରକାରର କାଉଣ୍ଟଡାନ ଆରମ୍ଭ : ମୋଦି User 003 May 11, 2024 0 ‘କଣ୍ଟାବାଞ୍ଜିରେ ଲଢ଼ୁଛନ୍ତି ନବୀନ, ହେଲେ ୧୦ଟା ଗାଁର ନାଁ କହିପାରିବେ କି ?’ ବଲାଙ୍ଗୀର ସଭାରେ ଆସୁ ଆସୁ ବର୍ଷିଲେ ମୋଦି । କହିଲେ ଏଠିକା ଲୋକଙ୍କ ଉତ୍ସାହ ଦେଖିଲେ ପରିବର୍ତ୍ତନ ନିଶ୍ଚିତ ଲାଗୁଛି […]
ଓଡ଼ିଶା ରାଜନୀତି ରତ୍ନଭଣ୍ଡାର ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା User 003 May 11, 2024 0 ‘ଚାବି ହଜିବାଠାରୁ ଡୁପ୍ଲିକେଟ ଚାବି, ଅଧିକ ଗମ୍ଭୀର ବିଷୟ’ ଏଥର ଅଧିକ ଆଗ୍ରେସିଭ୍ ମୁଡ୍ରେ ମୋଦି । ଫୁଲବାଣୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୋରଦାର ଭାଷଣ । ମହାପ୍ରଭୁ ଜଗନ୍ନାଥ ଓ ରତ୍ନଭଣ୍ଡାର କଥା […]
ଓଡ଼ିଶା ରାଜନୀତି ନବୀନଙ୍କୁ ମୋଦିଙ୍କ ନିଶାନା User 003 May 11, 2024 0 ‘ଯାହାଙ୍କୁ ଜିଲ୍ଲା ନାଁ ଜଣାନାହିଁ, ସେ ଲୋକଙ୍କ ଦୁଃଖ କେମିତି ବୁଝିବେ ?’ ଫୁଲବାଣୀ ସଭାରେ ନବୀନଙ୍କୁ ନିଶାନା କରିଛନ୍ତି ମୋଦି । ନବୀନ ବାବୁଙ୍କୁ ମୁଁ ଆଜି ଏକ ଚାଲେଂଜ ଦେଉଛି । […]
ଦେଶ ରାଜନୀତି ଜେଲରୁ ବାହାରିବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ସାମ୍ବାଦିକ ସମ୍ମିଳନୀ User 003 May 11, 2024 0 ମୋଦି ତାନାସାହି ଶାସନ ଚଳାଇଛନ୍ତି: ଅରବିନ୍ଦ କେଜ୍ରିୱାଲ ଜେଲରୁ ବାହାରିବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆଜି ହନୁମାନ ଦର୍ଶନ କରିବା ପରେ ସିଧା ପାର୍ଟି ଅଫିସ ଯାଇଛନ୍ତି । ସେଠାରେ ଏକ ସଭା ଆୟୋଜନ […]
ଓଡ଼ିଶା ପ୍ରଥମ ପର୍ୟ୍ୟାୟ ନିର୍ବାଚନ ପୂର୍ବରୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପ୍ରେସମିଟ User 003 May 11, 2024 0 ୨୮୦ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା, ୬୨ ଲକ୍ଷ ଭୋଟର ଓଡ଼ିଶାରେ ମେ’ ୧୩ ତାରିଖରୁ ଆରମ୍ଭ ହେବ ନିର୍ବାଚନର ମତଦାନ ପ୍ରକ୍ରିୟା । ଏଥିପାଇଁ ଆଜିଠାରୁ ପ୍ରଚାର କାର୍ୟ୍ୟକ୍ରମରେ ପୂର୍ଣ୍ଣଚ୍ଛେଦ ପଡ଼ିବ । ତେବେ […]
ଓଡ଼ିଶା ରାଜନୀତି ‘ଓଡ଼ିଶାରେ ବଡ଼ ଟର୍ଣ୍ଣିଂ ପଏଣ୍ଟ’ User 003 May 11, 2024 0 ଏଥର ଓଡ଼ିଶାରେ ପଦ୍ମ ନିଶ୍ଚିତ ଫୁଟିବ: ମୋଦି ଓଡ଼ିଶାରେ ବଡ଼ ଟର୍ଣ୍ଣିଂ ପଏଣ୍ଟ ଆସୁଛି। ଆଜି ଭୁବନେଶ୍ୱରରେ ଏଭଳି ବଡ଼ ବୟାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଓଡ଼ିଶାରେ ବିଜେପି ଉପରେ ଲୋକଙ୍କ ଅଦ୍ଭୁତ […]
ଓଡ଼ିଶା ରାଜନୀତି ମୋଦି ମୋଦି ନାରାରେ କମ୍ପିଲା ଜନପଥ User 003 May 11, 2024 0 ମୋଦିଙ୍କ ମେଗା ରୋଡ୍ ସୋ’, ଜନପଥରେ ଜନସମୁଦ୍ର ଜନପଥରେ ଜନସମୁଦ୍ର। ରାଜଧାନୀରେ ମୋଦି ଜୁଆର। ଜନପଥର ଦୁଇକଡ଼େ ଜମିଥିଲା ଜନତାଙ୍କ ଅସମ୍ଭବ ଗହଳି। ଲକ୍ଷାଧିକ ସଂଖ୍ୟାରେ ପିଲାଠୁ ବୟସ୍କ, ପୁରୁଷ ମହିଳା। ରାତି ୮ଟା […]
ଦେଶ ଛତିଶଗଡ଼ରେ ପୁଣି ଏକ ବଡ଼ ଏନ୍କାଉଣ୍ଟର User 003 May 10, 2024 0 ଏନ୍କାଉଣ୍ଟରରେ ୮ ନକ୍ସଲ ନିହତ ଛତିଶଗଡ଼ରେ ପୁଣି ଏକ ବଡ଼ ଏନ୍କାଉଣ୍ଟର। ନିହତ ହୋଇଛନ୍ତି ୮ ନକ୍ସଲ। ଗଙ୍ଗଲୁର ଥାନା ପିଡ଼ିଆ ଜଙ୍ଗଲରେ ହୋଇଛି ଏହି ଏନ୍କାଉଣ୍ଟର। ରାଜ୍ୟ ପୁଲିସ ଏବଂ ସିଆର୍ପିଏଫ୍ର କୋବ୍ରା […]