ଦୁନିଆର କୌଣସି ଶକ୍ତି ନାହିଁ ଯେ, ସମ୍ବିଧାନକୁ ହାତ ମାରିଦେବ

ଜୁନ୍ ୪ରେ ହେବ ଇଣ୍ଡିଆ ମେଣ୍ଟର ସରକାର: ରାହୁଲ ବଲାଙ୍ଗୀରରେ ରାହୁଲଙ୍କ ହାଇଭୋଲଟେଜ୍ ପ୍ରଚାର । କେନ୍ଦ୍ର ସରକାର ଉପରକୁ ସିଧା ନିଶାନା କଲେ ରାହୁଲ ଗାନ୍ଧୀ । ସମ୍ବିଧାନ ବଦଳାଇବା ପ୍ରସଙ୍ଗକୁ ନେଇ […]

ନବୀନଙ୍କୁ ଶାହଙ୍କ କଡ଼ା ସମାଲୋଚନା

BJP ସରକାର ଆସିଲେ ରତ୍ନଭଣ୍ଡାର ରିପୋର୍ଟ ସାମ୍ନାକୁ ଆଣିବ ସୋରଡ଼ା ସଭାରେ ନବୀନ ଟାର୍ଗେଟ କଲେ ଅମିତ ଶାହ । ବିଭିନ୍ନ ପ୍ରସଙ୍ଗ ଉଠାଇ କଡା ସମାଲୋଚନା କରିଛନ୍ତି। ସେ କହିଛନ୍ତି, ‘ନବୀନ ସରକାର […]

ଦ୍ୱିତୀୟ ପର୍ଯ୍ୟାୟରେ ୯୫ ପ୍ରାର୍ଥୀ କୋଟିପତି

ଦିଲୀପ ରାୟ ସବୁଠୁ ଧନୀ, ତୃତୀୟରେ ନବୀନ ରାଜ୍ୟର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ଛିଡ଼ା ହୋଇଥିବା ପ୍ରାର୍ଥୀଙ୍କ ମଧ୍ୟରୁ ୮୭ ଜଣଙ୍କ ନାଁରେ ରହିଛି ଅପରାଧ ମାମଲା। ୨୬ ଜଣଙ୍କ ନାଁରେ ଗୁରୁତର ଅପରାଧ […]

ଭୁବନେଶ୍ୱର ସୂର୍ଯ୍ୟ ନଗରରେ ଆୟକର ବିଭାଗର ଚଢ଼ାଉ

ଗାଡି ଭିତରୁ ମିଳିଲା ନଗଦ ୫ କୋଟି ଟଙ୍କା ଗାଡ଼ିରୁ ମିଳିଲା ୫କୋଟି ଟଙ୍କା । ଭୁବନେଶ୍ୱର ସୂର୍ଯ୍ୟ ନଗରରେ ଆୟକର ବିଭାଗର ଚଢ଼ାଉ ବେଳେ ଏହି ଟଙ୍କା ଜବତ ହୋଇଛି । ଗାଡ଼ି […]

ବୈଜୟନ୍ତଙ୍କ ମନ୍ତବ୍ୟକୁ ବିଜେଡିର କଦର୍ଥ ପ୍ରସଙ୍ଗରେ ଉତ୍ତର ରଖିଲା ବୈଜୟନ୍ତଙ୍କ ଅଫିସ

‘ଓଡ଼ିଆ ବୁଝୁଥିଲେ କଦର୍ଥ କରନ୍ତେନି’ ମୁଖ୍ୟମନ୍ତ୍ରୀଙ୍କ ଭିଡିଓ ସଂପର୍କରେ ବୈଜୟନ୍ତଙ୍କ ମନ୍ତବ୍ୟକୁ ବିଜେଡିର କଦର୍ଥ ପ୍ରସଙ୍ଗ । ଏନେଇ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଅଫିସ ପକ୍ଷରୁ ପ୍ରତିକ୍ରିୟା ରଖାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ […]

ବାରାଣାସୀରୁ ପ୍ରାର୍ଥୀ ପତ୍ର ଦାଖଲ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନାମାଙ୍କନ ଦାଖଲ କଲେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ପତ୍ର ଦାଖଲ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଉତ୍ତର ପ୍ରଦେଶର ବାରାଣାସୀ ଆସନ ପାଇଁ ବିଧିବଦ୍ଧ ଭାବେ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି ପ୍ରଧାନମନ୍ତ୍ରୀ। ମୋଦିଙ୍କ ସହ […]

କାଲି ଓଡ଼ିଶା ଆସୁଛନ୍ତି ଅମିତ୍ ଶାହ

କଟକରେ ଶାହ କରିବେ ରୋଡ ଶୋ’ ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ। ଦିନ ୧୨ଟା ୩୦ ମିନିଟରେ ଶାହା ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ। ବିମାନବନ୍ଦରରୁ ସ୍ୱତନ୍ତ୍ର ବିମାନ ଯୋଗେ ଅପରାହ୍ଣ […]

ବ୍ରହ୍ମପୁରରେ ନିର୍ବାଚନୀ ହିଂସା

ପ୍ରଦୀପଙ୍କ ଛାତିରେ ଫ୍ରାକଚର, ଶିବଶଙ୍କର ଗିରଫ ବ୍ରହ୍ମପୁର ବିଜେପି ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ଘଟଣା। ଗିରଫ ହେଲେ ସ୍ୱାଧୀନ ବିଧାୟକ ପ୍ରାର୍ଥୀ ଶିବଶଙ୍କର ଦାସ। ହତ୍ୟା ଉଦ୍ୟମ ମାମଲା ରୁଜୁ କରି […]

ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀଙ୍କ ଦେହାନ୍ତ

ପରଲୋକରେ ସୁଶୀଲ ମୋଦି ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ରାଜ୍ୟସଭା ସାଂସଦ ସୁଶୀଲ ମୋଦିଙ୍କ ଦେହାନ୍ତ। ୭୨ ବର୍ଷ ବୟସରେ ଆଖି ବୁଜିଛନ୍ତି ବରିଷ୍ଠ ବିଜେପି ନେତା ସୁଶୀଲ ମୋଦି। ସେ ୬ ମାସ […]

କାହିଁକି ଆମେଥି ଛାଡ଼ି ରାଏବରେଲୀରୁ ଲଢୁଛନ୍ତି ରାହୁଲ

କାହିଁକି ରାଏବରେଲୀରୁ ଲଢ଼ିଲେ ରାହୁଲ କହିଲେ କାରଣ କାହିଁକି ଆମେଥି ଛାଡ଼ି ରାଏବରେଲୀରୁ ଲଢୁଛନ୍ତି ରାହୁଲ ଗାନ୍ଧି । କାରଣ କହିଲେ ନିଜେ ରାହୁଲ ଗାନ୍ଧି । ରାଏବରେଲିରେ ନିର୍ବାଚନ ସମାବେଶକୁ ସମ୍ବୋଧିତ କରିବାବେଳେ […]

ଖୁବଶୀଘ୍ର ବାହାହେବେ ରାହୁଲ ଗାନ୍ଧି

‘ଖୁବଶୀଘ୍ର ବିବାହ କରିବି’ ଖୁବଶୀଘ୍ର ବାହାହେବେ ରାହୁଲ ଗାନ୍ଧି । ଏନେଇ ସେ ନିଜେ ସୂଚନା ଦେଇଛନ୍ତି । ରାଏବରେଲିରେ ରାଲି ସମୟରେ ଜଣେ ଶିଶୁ ରାହୁଲ ଗାନ୍ଧିଙ୍କୁ ତାଙ୍କ ବିବାହ ବିଷୟରେ ଏକ […]