ରାଷ୍ଟ୍ରପତିଙ୍କୁ ଇସ୍ତଫା ପତ୍ର ଦେଲେ ମୋଦି

ପଦରୁ ଇସ୍ତଫା ଦେଲେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନରେନ୍ଦ୍ର ମୋଦି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ଇସ୍ତଫା ପତ୍ର ଦେଇଛନ୍ତି । ନିର୍ବାଚନ ୨୦୨୪ର ଚୂଡ଼ାନ୍ତ ଫଳାଫଳ ପ୍ରକାଶ […]

ସବୁବେଳେ ନବୀନଙ୍କ ପାଖରେ ଥିବା ବ୍ୟକ୍ତି ଏବେ ଗାୟବ କାହିଁକି?

କୁଆଡ଼େ ଗଲେ ପାଣ୍ଡିଆନ? କୁଆଡ଼େ ଗଲେ ପାଣ୍ଡିଆନ? ନବୀନଙ୍କ ଇସ୍ତଫା ବେଳେ ଦେଖାଦେଲେନାହିଁ । ସବୁବେଳେ ନବୀନଙ୍କ ପାଖରେ ଥିବା ବ୍ୟକ୍ତି ଏବେ ଗାୟବ କାହିଁକି? ଶେଷ ମୁହୂର୍ତ୍ତରେ କାହିଁକି ରହିଲେ ନାହିଁ ପାଣ୍ଡିଆନ? […]

କର୍ଣ୍ଣାଟକରୁ ଠାବ ହେଲେ ଡାକ୍ତର ଅମ୍ଳାନ

କର୍ଣ୍ଣାଟକରୁ ଠାବ ହେଲେ ଡାକ୍ତର ଅମ୍ଳାନ ୫ ଦିନ ତଳେ ନିଖୋଜ ହୋଇଥିବା ଡାକ୍ତର ଅମ୍ଳାନ ଭୋଇ ଶେଷରେ ଠାବ ହୋଇଛନ୍ତି। ମାଲକାନଗିରିରୁ ନିଖୋଜ ହୋଇଥିବା ଡାକ୍ତର ଅମ୍ଲାନ କର୍ଣ୍ଣାଟକାରୁ ଠାବ ହୋଇଛନ୍ତି। କାଲିମେଳା […]

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନବୀନ ପଟ୍ଟନାୟକ

ଇସ୍ତଫା ଦେଲେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନବୀନ ପଟ୍ଟନାୟକ । ରାଜଭବନରେ ପହଞ୍ଚି ନିଜର ଇସ୍ତଫାପତ୍ର ରାଜ୍ୟପାଳକୁ ଦେଇଛନ୍ତି ନବୀନ ପଟ୍ଟନାୟକ । ବିଜେଡିର ବରିଷ୍ଠ ନେତାଙ୍କ ସହ ଆଲୋଚନା […]

ପ୍ରଥମ ଥର ହାରିଲେ ନବୀନ ପଟ୍ଟନାୟକ

କଣ୍ଟାବାଞ୍ଜିରୁ ନବୀନ ପରାଜିତ ପ୍ରଥମ ଥର ପାଇଁ ହାରିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କଣ୍ଟାବାଞ୍ଜି ନିର୍ବାଚନମଣ୍ଡଳୀରୁ ସେ ହାରିଛନ୍ତି। ବିଜେପି ପ୍ରାର୍ଥୀ ଲକ୍ଷ୍ମଣ ବାଗଙ୍କଠାରୁ ତାଙ୍କୁ ପରାସ୍ତ କରିଛନ୍ତି। ବିଜୟ ପରେ ବିଜେପି ସମର୍ଥକଙ୍କ […]

ବିଜେଡି ଗଡରେ ବିଜୟୀ ହେଲା ବିଜେପି

ଦିଗପହଣ୍ଡିରେ ବିଜୟୀ ହେଲେ ସିଦ୍ଧାନ୍ତ ମହାପାତ୍ର ଦିଗପହଣ୍ଡିରେ ଦମ୍ ଦେଖାଇଲା ବିଜେପି । ବିଜେଡି ଗଡରେ ବିଜୟୀ ହେଲା ବିଜେପି । ବିଜେଡିର ପ୍ରାର୍ଥୀ ବିପ୍ଳବ ପାତ୍ରଙ୍କୁ ହରାଇ ବିଜୟୀ ହେଲେ ସିଦ୍ଧାନ୍ତ ମହାପାତ୍ର […]

ଓଡ଼ିଶା ଫଳାଫଳକୁ ନେଇ ମୋଦୀଙ୍କ ପୋଷ୍ଟ

ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଇଲେ ମୋଦି ଓଡ଼ିଶା ବିଧାନସଭା ଫଳାଫଳକୁ ନେଇ ସୋସିଆଲମିଡିଆ ଏକ୍ସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପୋଷ୍ଟ । ମୋଦୀ ପୋଷ୍ଟ କରି ଲେଖିଛନ୍ତି, ଓଡ଼ିଶା ଧନ୍ୟବାଦ । ଓଡ଼ିଶା ସଂସ୍କୃତିକୁ ନେଇ […]

ଅମିତ ଶାହ ଗାନ୍ଧିନଗର ଲୋକସଭା ଆସନରେ ବିଜୟୀ

ଗାନ୍ଧିନଗରରୁ ଜିତିଲେ ଅମିତ ଶାହ ଉତ୍ତପ୍ରଦେଶ ଅମିତ ଶାହ ଗାନ୍ଧିନଗର ଲୋକସଭା ଆସନରେ ବିଜୟୀ ହୋଇଛନ୍ତି । ପୁରା ୩୫ ବର୍ଷ ହେବ ଗୁଜୁରାଟର ଗାନ୍ଧିନଗର ଗଡ ପାଲଟିଛି ବିଜେପିର । ପ୍ରଥମେ ଏହା […]

ନବାଗତଙ୍କଠାରୁ ହାରିଲେ ବିଜେଡିର ୧୨ମନ୍ତ୍ରୀ

ହାରିଲେ ୧୨ ମନ୍ତ୍ରୀ ଚଳିତ ନିର୍ବାଚନରେ ରାଜ୍ୟର ୧୨ଜଣ ମନ୍ତ୍ରୀ ପରାଜିତ ହୋଇଛନ୍ତି । ବିଜେପିର ସମସ୍ତ ନବାଗତ(କେବେବି ବିଧାୟକ କି ସାଂସଦ ହୋଇନାହାନ୍ତି)ଙ୍କଠୁ ଏହି ମନ୍ତ୍ରୀମାନେ ପରାଜିତ ହୋଇଛନ୍ତି । ୧୧ଜଣ ମନ୍ତ୍ରୀ […]

ଜିତିଲେ ଜୟନାରାୟଣ, ହାରିଲେ ରୋହିତ

ପଞ୍ଚମ ଥର ପାଇଁ ଜିତିଲେ ଜୟନାରାୟଣ ମିଶ୍ର। ସେ ତାଙ୍କ ନିକଟତର ପ୍ରତିଦ୍ୱନ୍ଦ୍ୱୀ ପୂର୍ବତନ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀଙ୍କୁ ପରାସ୍ତ କରିଛନ୍ତି। ଜୟନାରାୟଣ ବିଜେୟୀ ହେବା ପରେ ବିଜେପି କର୍ମୀଙ୍କ ମଧ୍ୟରେ ଉତ୍ସାହ […]

ସମ୍ବଲପୁରରୁ ହାରିଲେ ବାବି, କୋରେଇରୁ ବବିଙ୍କ ମା’

ହାରିଲେ ମାଆ – ପୁଅ ବିଜେଡିକୁ ଗୋଟିଏ ପରେ ଗୋଟିଏ ଶକ୍ତ ଧକ୍କା ଲାଗିଛି । ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ସମ୍ବଲପୁର ଲୋକସଭା ଆସନରୁ ପରାଜିତ ହୋଇଥିବାବେଳେ ତାଙ୍କ ମା’ […]