ବସୁଛି କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ

କିଏ ହେବ ବିରୋଧୀ ଦଳ ନେତା? ଆଜି ବସୁଛି କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ । କିଏ ହେବ ବିରୋଧୀ ଦଳ ନେତା, ଏନେଇ ହୋଇପାରେ ଚର୍ଚ୍ଚା ଆଲୋଚନା । ଏହାପରେ ବିରୋଧୀ ଦଳ ନେତାଙ୍କ […]

ପଦ୍ମବିଭୂଷଣ ରାମୋଜୀ ରାଓଙ୍କ ପରଲୋକ

ରାମୋଜୀ ରାଓଙ୍କ ପରଲୋକ ରାମୋଜୀ ଫିଲ୍ମ ସିଟି ଏବଂ ଇଟିଭି ପ୍ରତିଷ୍ଠାତା ରାମୋଜୀ ରାଓଙ୍କ ଦେହାନ୍ତ । ୮୭ ବର୍ଷ ବୟସରେ ହାଇଦ୍ରାବାଦ ସ୍ଥିତ ଏକ ଘରୋଇ ମେଡିକାଲରେ ଆଜି ଭୋର ପ୍ରାୟ ୩ଟା […]

ଅନ୍ଧାର ହେଲା ଶ୍ରୀମନ୍ଦିର!

ଲାଇଟ୍ ଖୋଲିନେବା ପଛରେ କିଏ? ସରକାର ବଦଳିବା ପରେ ଏକପ୍ରକାର ଅନ୍ଧକାର ହୋଇଯାଇଛି ଶ୍ରୀକ୍ଷେତ୍ର । ତିନି ଦିନ ହେଲା ଶ୍ରୀମନ୍ଦିରର ଆଲୋକିକରଣ ପାଇଁ ଲଗାଯାଇଥିଲା ଲାଇଟ୍ ଖୋଲି ଦିଆଯାଇଛି । ଆଲୋକୀକରଣ ବ୍ୟବସ୍ଥାକୁ […]

ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ନେବେ ଶପଥ

କାଲି ସନ୍ଧ୍ୟା ୭ଟା ୧୫ରେ ଶପଥ ନେବେ ମୋଦୀ ରବିବାର ସନ୍ଧ୍ୟା ୭ଟା ୧୫ରେ ଶପଥ ନେବେ ମୋଦୀ । ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ମୋଦୀ । […]

ପ୍ରଶାନ୍ତ ଜଗଦ୍ଦେବଙ୍କୁ ମିଳିଲା ଅନ୍ତରୀଣ ଜାମିନ୍‌

ପ୍ରଶାନ୍ତ ଜଗଦ୍ଦେବଙ୍କୁ ଅନ୍ତରୀଣ ଜାମିନ୍‌ ପ୍ରଶାନ୍ତ ଜଗଦ୍ଦେବଙ୍କୁ ମିଳିଲା ଅନ୍ତରୀଣ ଜାମିନ୍‌। ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲା ଦୌରା ଜଜ ତାଙ୍କୁ ତିନିଦିନ ପାଇଁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ଦୁଇ ଜଣ ଜାମିନଦାର ଓ […]

କଂଗ୍ରେସରୁ ସସପେଣ୍ଡ ପରେ ବର୍ଷିଲେ ମାନସ ଚୌଧୁରୀ

ଟଙ୍କା ଖାଇ ଟିକେଟ୍ ବାଣ୍ଟିଲେ: ମାନସ ଚୌଧୁରୀ କଂଗ୍ରେସରୁ ସସପେଣ୍ଡ ପରେ ବର୍ଷିଲେ ମାନସ ଚୌଧୁରୀ । ପ୍ରେସମିଟ୍ କରି ପିସିସି ସଭାପତି ଏବଂ ରାଜ୍ୟ କଂଗ୍ରେସ ପ୍ରଭାରୀ ଅଜୟ କୁମାରଙ୍କୁ ଟାର୍ଗେଟ କରିଛନ୍ତି […]

ମୋଦୀଙ୍କ ଅଭିଭାଷଣରେ ଓଡ଼ିଶା କଥା

ମହାପ୍ରଭୁ ଜଗନ୍ନାଥ ଗରିବଙ୍କ ଦେବତା: ମୋଦି ମୋଦୀଙ୍କ ଅଭିଭାଷଣରେ ଓଡ଼ିଶା କଥା । ଲୋକସଭା ନିର୍ବାଚନରେ ୨୧ରୁ ୨୦ଟି ଆସନ ହାତେଇବା ପରେ କେନ୍ଦ୍ରରେ ଓଡ଼ିଶାର ଗୁରୁତ୍ୱ ବଢି ଯାଇଛି । ସେଥିପାଇଁ ସଂସଦୀୟ […]

ଜୁନରୁ ନଭେମ୍ବର ଯାଏଁ ଛୁଟିରେ ରହିବେ ସୁଜାତା

୬ ମାସ ପାଇଁ ଛୁଟି ନେଲେ ସୁଜାତା କାର୍ତ୍ତିକେୟନ ୬ ମାସ ପାଇଁ ଛୁଟି ନେଲେ ସୁଜାତା କାର୍ତ୍ତିକେୟନ । ଜୁନରୁ ନଭେମ୍ବର ଯାଏଁ ଛୁଟିରେ ରହିବେ ସୁଜାତା । ଅର୍ଥ ବିଭାଗର ସ୍ୱତନ୍ତ୍ର […]

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମିଳିଲା ଜାମିନ୍

ରାହୁଲ ଗାନ୍ଧୀଙ୍କୁ ଜାମିନ୍ ବିଜେପି ବିରୋଧରେ ଅପାମନଜନକ ବିଜ୍ଞାପନ ମାମଲା । କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମିଳିଲା ଜାମିନ୍ । ଖବରକାଗଜଗୁଡ଼ିକରେ ଅପମାନଜନକ ବିଜ୍ଞାପନ ଜାରି କରିବା ଅଭିଯୋଗରେ ବିଜେପିର କର୍ଣ୍ଣାଟକ ୟୁନିଟ୍ […]

ଅପରିବର୍ତ୍ତିତ ରହିଲା ରେପୋ ରେଟ୍

୬.୫%ରେ ହିଁ ରେପୋ ରେଟ୍ ସ୍ଥିର ଅପରିବର୍ତ୍ତିତ ରହିଲା ରେପୋ ରେଟ୍ । ରେପୋ ରେଟକୁ ୬.୫ ପ୍ରତିଶତ ରଖିଛନ୍ତି ରିଜର୍ଭ ବ୍ୟାଙ୍କ । ଏନେଇ ଆରବିଆଇ ଗର୍ଭଣ୍ଣର ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି […]

ମହାରାଷ୍ଟ୍ର ଏନସିପିରେ ଗଡବଡ

ଅଜିତ ପାୱାରଙ୍କ ବୈଠକରେ ଯୋଗ ଦେଲେନି ୫ ବିଧାୟକ ମହାରାଷ୍ଟ୍ର ଏନସିପିରେ ହଟଚମଟ ଦେଖିବାକୁ ମିଳିଛି । ଦାଦା ଶରଦ ପାୱାରଙ୍କୁ ଧୋକା ଦେଇ ଚାଲିଆସିଥିବା ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କୁ ପାନେ ଦେବା ଲାଗି […]