ମେଟ୍ରୋ ପ୍ରକଳ୍ପକୁ ମୋହନ ସରକାରଙ୍କ ଗୁରୁତ୍ୱ

ବଜେଟରେ ମେଟ୍ରୋ ପ୍ରକଳ୍ପକୁ ୧ ହଜାର କୋଟି ବଜେଟରେ ମେଟ୍ରୋ ପ୍ରକଳ୍ପକୁ ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି । ଏହି ପ୍ରକଳ୍ପ ପାଇଁ ରାଜ୍ୟ ସରକାର ବଜେଟରେ ୧ ହଜାର କୋଟି ଟଙ୍କାର ବ୍ୟୟବରାଦ […]

ସାମ୍ବାଦିକା ମୃତ୍ୟୁ ଘଟଣା, ସ୍ୱାମୀ ଓ ଦିଅର ମାରିଦେଇଥିବା ଅଭିଯୋଗ କଲେ ପରିବାର

ସାମ୍ବାଦିକା ମୃତ୍ୟୁ, ହତ୍ୟା ନା ଆତ୍ମହତ୍ୟା ରାଜଧାନୀରେ ମହିଳା ସାମ୍ବାଦିକାଙ୍କ ମତ୍ୟୁକୁ ନେଇ ଆସିଲା ସାଂଘାତିକ ଅଭିଯୋଗ । ମୃତ ସାମ୍ବାଦିକା ମଧୁମିତା ପରିଡ଼ାଙ୍କ ପରିବାରଲୋକେ ହତ୍ୟା କରାଯାଇଥିବା ଅଭିଯୋଗ । ମଧୁମିତାଙ୍କ ସ୍ୱାମୀ […]

ବଜେଟ ଉପସ୍ଥାପନ କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଆସିଲା ୨ଲକ୍ଷ ୬୫ ହଜାର କୋଟିର ବଜେଟ ନୂଆ ସରକାରର ପ୍ରଥମ ବଜେଟ ଉପସ୍ଥାପନ କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବଜେଟ ପରିମାଣ ୨ଲକ୍ଷ ୬୫ ହଜାର କୋଟି । ୨୦୨୩-୨୪ ତୁଳନାରେ […]

ଆହୁରି ୩ ଦିନ ବର୍ଷିବ

୩ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରାଜ୍ୟରେ ବର୍ଷା ଜାରି ରହିଥିବା ବେଳେ ଆହୁରି ତିନି ଦିନ ବର୍ଷିବ। ଆଜି କଟକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାରେ କେତେକ ସ୍ଥାନରେ ପ୍ରବଳରୁ […]

ଆଜି ବିଧାନସଭାରେ ଉପସ୍ଥାପିତ ହେବ ବଜେଟ୍

ଆଜି ଆସିବ ରାଜ୍ୟ ବଜେଟ୍ ଆଜି ବିଧାନସଭାରେ ଆର୍ଥିକ ବଜେଟ୍ ଉପସ୍ଥାପିତ ହେବ। ଅର୍ଥବିଭାଗ ନିଜ ହାତରେ ରଖିଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ବଜେଟ୍ ଉପସ୍ଥାପନ କରିବେ। ନୂଆ ସରକାର ପ୍ରଥମ […]

ରାଜଧାନୀରେ ମହିଳା ସାମ୍ବାଦିକଙ୍କ ଆତ୍ମହତ୍ୟା

ରେଳ ଧାରଣାକୁ ଡେଇଁ ଜୀବନ ହାରିଲେ ସାମ୍ବାଦିକା ରାଜଧାନୀରେ ମହିଳା ସାମ୍ବାଦିକଙ୍କ ଆତ୍ମହତ୍ୟା । ରେଳ ଧାରଣାକୁ ଡେଇଁ ଜୀବନ ହାରିଲେ ସାମ୍ବାଦିକା । ବୁଧବାର ସନ୍ଧ୍ୟାରେ ରାଜଧାନୀର ବାପୁଜୀ ନଗର ଅଞ୍ଚଳରେ ସଂପୃକ୍ତ […]

ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ମୁଖ୍ୟମନ୍ତ୍ରୀଙ୍କ ଧନ୍ୟବାଦ ପ୍ରସ୍ତାବ

‘ରାଜ୍ୟରେ ‘ନୂଆ ଶିକ୍ଷା ନୀତି’ ଓ ‘ଆୟୁଷ୍ମାନ ଭାରତ’ ଯୋଜନା କାର୍ଯ୍ୟକାରୀ ହେବ ‘ ଓଡ଼ିଆ ଭାଷାରେ ବିଭିନ୍ନ ପାଠ୍ୟକ୍ରମ ଉପଲବ୍ଧ କରାଇବା ଉଦ୍ଦେଶ୍ୟରେ ଜାତୀୟ ଶିକ୍ଷା ନୀତି-୨୦୨୦ ଢ଼ାଂଚାରେ ରାଜ୍ୟରେ ନୂଆ ଶିକ୍ଷା […]

ଆସିଲା ଅର୍ଥନୈତିକ ସର୍ଭେ ରିପୋର୍ଟ

ଓଡ଼ିଶାର ମୁଣ୍ଡପିଛା ଆୟ ୧, ୬୧, ୪୩୭ ଟଙ୍କା ବଜେଟ ପୂର୍ବରୁ ଉପସ୍ଥାପନ ହେଲା ଅର୍ଥନୈତିକ ସର୍ଭେ ରିପୋର୍ଟ । ରିପୋର୍ଟ ଅନୁସାରେ ଓଡ଼ିଶାରେ ମୁଣ୍ଡପିଛା ଆୟ ୧, ୬୧, ୪୩୭ ଟଙ୍କାରେ ପହଞ୍ଚିଛି […]

ରାଜ୍ୟପାଳଙ୍କ ଅଭିଭାଷଣ ବେଳେ ବିଶୃଙ୍ଖଳା

ନବୀନଙ୍କ ଗିରଫ ଦାବି କଲେ ମହାଲିଙ୍ଗ ସରଗରମ ହେଉଛି ବିଧାନସଭା ବଜେଟ୍ ଅଧିବେଶନ। ହୁଲୁସ୍ତୁଲ ହେଉଛି ଗୃହ । ଗତକାଲି ବିଧାନସଭାରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ବିରୋଧୀ ଦଳ ନେତା ନବୀନ […]

ନେପାଳରେ ବଡ଼ ଧରଣର ବିମାନ ଦୁର୍ଘଟଣା

ଉଡାଣବେଳେ ଖସିପଡ଼ିଲା ବିମାନ ନେପାଳରେ ବଡ଼ ଧରଣର ବିମାନ ଦୁର୍ଘଟଣା । ନେପାଳ ରାଜଧାନୀ କାଠମାଣ୍ଡୁ ତ୍ରିଭୁବନ ଏୟାରପୋର୍ଟରେ ସୂର୍ଯ୍ୟା ଏୟାରଲାଇନ୍ସର ଏକ ବିମାନ ଉଡାଣ ଭରିବା ବେଳେ ହଠାତ୍ ଖସିପଡିଥିଲା । ଫଳରେ […]