ରେପୋ ରେଟ ୬.୫ ପ୍ରତିଶତରେ ଅପରିବର୍ତ୍ତିତ

ରେପୋ ରେଟ୍ ଅପରିବର୍ତ୍ତିତ ପୁଣିଥରେ ରେପୋ ରେଟ୍ (ସୁଧ ହାର) ଅପରିବର୍ତ୍ତିତ ରଖିଛି ଆବିଆଇ। ବଜେଟ୍ ୨୦୨୪ ଆସିବା ପରେ ଅନୁଷ୍ଠିତ ହୋଇଥିବା ପ୍ରଥମ ମୁଦ୍ରା ନୀତି କମିଟି ବୈଠକରେ ଆରବିଆଇ ଏହି ନିଷ୍ପତ୍ତି […]

କୁସ୍ତିକୁ ଅଲବିଦା କହିଲେ ଭିନେଶ ଫୋଗଟ୍‌

କୁସ୍ତି ଜିତିଗଲା, ମୁଁ ହାରିଗଲି: ଭିନେଶ ଫୋଗଟ୍‌ କୁସ୍ତିକୁ ଅଲବିଦା କହିଲେ ଭିନେଶ ଫୋଗଟ୍‌। ପ୍ୟାରିସ୍ ଅଲିମ୍ପିକ୍ସରୁ ବାଦ୍ ପଡ଼ିବା ପରେ ସବୁଦିନ ପାଇଁ କୁସ୍ତି ଛାଡିଛନ୍ତି ଭିନେଶ୍। ସେ କୁସ୍ତିରୁ ସନ୍ନ୍ୟାସ ନେଇଥିବା […]

ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ

ବଦଳିଲେ ୨୦ ଜିଲ୍ଲାର ଜିଲ୍ଲାପାଳ ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ । ବଦଳିଲେ ୨୦ ଜିଲ୍ଲାର ଜିଲ୍ଲାପାଳ । ପି. ଅନ୍ୱେଷା ରେଡ୍ଡି ହେଲେ ଯାଜପୁର ଜିଲ୍ଲାପାଳ । ଅକ୍ଷୟ ସୁନିଲ ଅଗ୍ରୱାଲ […]

ରିମାଣ୍ଡରେ ଖୋଲିଲା ସତ୍ୟଜିତର କଳାକାରନାମା

୪୯ ନୁହେଁ ୯୯ ରାଣୀଙ୍କ ରାଜା ସତ୍ୟଜିତ ମଜନୁ ତାଲିକାରେ ୯୯ ମହିଳା। ୪୯ ନୁହେଁ ୯୯ ମହିଳାଙ୍କ ତାଲିକା ପ୍ରସ୍ତୁତ କରିଥିଲା ମଜନୁ ସତ୍ୟଜିତ ସାମଲ। ରିମାଣ୍ଡ ଖୋଲିଲା ଦୁଲହେ ରାଜାର କଳାକାରନାମା। […]

ଇସ୍ରାଏଲ ବିରୋଧରେ ଯୁଦ୍ଧ ଡାକରା

ୟାହ୍ୟା ସିନଓ୍ୱାର ହେଲେ ହମାସର ଶୀର୍ଷ ନେତା ଇସମାଇଲ ହାନିୟାଙ୍କ ହତ୍ୟା ପରେ ହମାସର ଶୀର୍ଷ ନେତା ଭାବେ ଦାୟିତ୍ୱ ନେଲେ ୟାହ୍ୟା ସିନଓ୍ୱାର। ଦାୟିତ୍ୱ ନେବା ପରେ ଇସ୍ରାଏଲ ବିରୋଧରେ ଯୁଦ୍ଧ ଡାକରା […]

୧୨ଟି ରାଜ୍ୟସଭା ଆସନ ପାଇଁ ପଡ଼ିବ ଭୋଟ୍

ସେପ୍ଟେମ୍ବର ୩ରେ ରାଜ୍ୟସଭା ନିର୍ବାଚନ ସେପ୍ଟେମ୍ବର ୩ରେ ରାଜ୍ୟସଭା ନିର୍ବାଚନ । ଓଡ଼ିଶା ସମେତ ଦେଶର ୯ ରାଜ୍ୟରେ ଖାଲି ପଡିଥିବା ୧୨ଟି ରାଜ୍ୟସଭା ଆସନ ପାଇଁ ଆସନ୍ତା ସେପ୍ଟେମ୍ବର ୩ ତାରିଖରେ ପଡିବ […]

ଭିନେଶ୍ ଫୋଗାଟଙ୍କୁ ବଡ ଝଟକା

ଭିନେଶ୍ ଫୋଗାଟ୍ ଅଯୋଗ୍ୟ ଘୋଷିତ ଭିନେଶ୍ ଫୋଗାଟଙ୍କୁ ବଡ ଝଟକା । ବିନା ମେଡାଲରେ ସ୍ୱଦେଶ ଫେରିବେ ଭିନେଶ୍ । ଧାର୍ଯ୍ୟଠାରୁ ଅଧିକ ଓଜନ କାରଣରୁ ତାଙ୍କୁ ଡିସକ୍ୱାଲିଫାଏ କରାଯାଇଥିବା ସୂଚନା ମିଳିଛି । […]

ବଜାରରେ ଆଳୁ କେଜି ୬୦ ପାର

ଓଡ଼ିଶା ବଜାରରେ ପୁଣି ଆଳୁ ଅଭାବ ଓଡ଼ିଶା ବଜାରରେ ପୁଣି ଆଳୁ ଅଭାବ। ପୁଣି ଆଳୁ ପାଇଁ ପଡିଛି ଚିନ୍ତା ।କାରଣ ୬୦ରୁ ୭୦ ଟଙ୍କାରେ ପହଞ୍ଚିଲାଣି ଆଳୁ ଦର। ଚଢ଼ା ଦରରେ ଆଳୁ […]

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବନକଲାଗି ନୀତି

ବନକଲାଗି ନୀତି, ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବନକଲାଗି ନୀତି । ଦ୍ଵିତୀୟ ଭୋଗମଣ୍ଡପ ଉଠିବା ପରେ ଦତ୍ତମହାପାତ୍ର ସେବାୟତ ମାନେ ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ କରିବା ସହ […]

ବାଂଲାଦେଶରେ ଗଠନ ହେଲା ଅନ୍ତରୀଣ ସରକାର

ସରକାର ସମ୍ଭାଳିବେ ମହମ୍ମଦ ୟୁନୁସ ବାଂଲାଦେଶରେ ରାଜନୈତିକ ଅସ୍ଥିରତା ମଧ୍ୟରେ ଗଠନ ହେଲା ଅନ୍ତରୀଣ ସରକାର । ଆଉ ଏହାର ନେତୃତ୍ବ ନେବେ ନୋବେଲ୍ ବିଜେତା ମହମ୍ମଦ ୟୁନୁସ । ଗତକାଲି ତାଙ୍କୁ ବାଂଲାଦେଶର […]