ପାଣ୍ଡିଆନଙ୍କ ହେଲିକ୍ୟାପ୍ଟରେ ଗସ୍ତକୁ ନେଇ ପରିବହନ ମନ୍ତ୍ରୀଙ୍କ ବଡ଼ ବୟାନ

ପାଣ୍ଡିଆନଙ୍କ ହେଲିକପ୍ଟର ଖର୍ଚ୍ଚର ହେବ ତଦନ୍ତ ପାଣ୍ଡିଆନଙ୍କ ହେଲିକ୍ୟାପ୍ଟରେ ଗସ୍ତକୁ ନେଇ ପରିବହନ ମନ୍ତ୍ରୀଙ୍କ ବଡ଼ ବୟାନ । ହେଲିକପ୍ଟର ଖର୍ଚ୍ଚର ତଦନ୍ତ ଆରମ୍ଭ । ଖୁବଶୀଘ୍ର ହେବ କାର୍ଯ୍ୟାନୁଷ୍ଠାନ । ଭିକେ ପାଣ୍ଡିଆନଙ୍କ […]

ନେତାମାନଙ୍କୁ ଭେଟିବା ପାଇଁ ନବୀନଙ୍କ ଯୋଜନା

ନଭେମ୍ବରରୁ ସାର ରାଜ୍ୟ ବୁଲିବେ ନବୀନ ନଭେମ୍ବରରୁ ସାର ରାଜ୍ୟ ଗସ୍ତ କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଦଳର କର୍ମୀ ଓ ତୃଣମୁଳ ସ୍ତରର ନେତାମାନଙ୍କୁ ଭେଟିବା ପାଇଁ ନବୀନ ପଟ୍ଟନାୟକ […]

୧୦ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ସୂଚନା

ଖୋଲିଲା ହୀରାକୁଦର ଆଉ ୬ଗେଟ୍ ରାଜ୍ୟରେ ବନ୍ୟା ପରିସ୍ଥିତି ନେଇ ୧୦ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ସ୍ବତନ୍ତ୍ର ରିଲିଫ କମିସନର। ସମ୍ବଲପୁର, ସୋନପୁର, ନୟାଗଡ଼, ଅନୁଗୁଳ, ବୌଦ୍ଧ, ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର […]

ମନୀଷ ସିସୋଦିଆଙ୍କୁ ଜାମିନ୍

୧୭ ମାସ ପରେ ଜେଲରୁ ବାହାରିବେ ସିସୋଦିଆ ମନୀଷ ସିସୋଦିଆଙ୍କୁ ବଡ ଆଶ୍ୱସ୍ତି । ୧୭ ମାସ ପରେ ଜେଲରୁ ବାହାରିବେ ଦିଲ୍ଲୀ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ । ମିନିଷଙ୍କ ଜାମିନ ଆବେଦନକୁ […]

ଭାରତୀୟ ହକି ଖେଳାଳିଙ୍କ ପାଇଁ ଓଡିଶା ସରକାରଙ୍କ ପୁରସ୍କାର ଘୋଷଣା

ପ୍ରତ୍ୟେକ ଖେଳାଳିଙ୍କୁ ୧୫ ଲକ୍ଷ, ଅମିତ ରୋହିଦାସଙ୍କୁ ୪କୋଟି ଭାରତୀୟ ହକି ଖେଳାଳିଙ୍କ ପାଇଁ ପୁରସ୍କାର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପ୍ରତ୍ୟେକ ଖେଳାଳିଙ୍କୁ ୧୫ ଲକ୍ଷ ଓ ସପୋର୍ଟ ଷ୍ଟାଫଙ୍କୁ […]

ପ୍ୟାରିସ ଅଲିମ୍ପିକ୍ସରେ ଭାରତକୁ ଆଉ ଏକ ରୌପ୍ୟ

ଜାଭେଲିନ୍ ଥ୍ରୋରେ ଭାରତକୁ ରୌପ୍ୟ ଦେଲେ ନୀରଜ ଜାଭେଲିନ୍ ଥ୍ରୋରେ ଭାରତକୁ ମିଳିଛି ଏକ ରୌପ୍ୟ ପଦକ। ଗୋଲ୍ଡେନ ବୟ ନୀରଜ ଚୋପ୍ରା ପ୍ୟାରିସ୍ ଅଲିମ୍ପିକ୍ସରେ ଜାଭେଲିନ୍ ଥ୍ରୋରେ ନିଜର ଶକ୍ତି ପ୍ରଦର୍ଶନ କରିଥିଲେ […]

୨-୧ ଗୋଲରେ ସ୍ପେନକୁ ହରାଇଲା ଭାରତ

ଅଲିମ୍ପିକ୍ସ ହକିରେ ଭାରତକୁ ବ୍ରୋଞ୍ଜ ପ୍ୟାରିସ ଅଲିମ୍ପିକ୍ସରେ ପୁରୁଷ ହକି ଟିମକୁ ବଡ ସଫଳତା । ଅଲିମ୍ପିକ୍ସ ହକିରେ ଭାରତ ଜିତିଲା ବ୍ରୋଞ୍ଜ ପଦକ । ସ୍ପେନକୁ ୨-୧ ଗୋଲରେ ହରାଇ ଭାରତ ଜିତିଲା […]

ଅବକାରୀ ମନ୍ତ୍ରୀଙ୍କ ବଡ଼ ଘୋଷଣା

ରାଜ୍ୟରେ ଆଉ ଖୋଲିବନି ନୂଆ ମଦ ଦୋକାନ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ବଡ଼ ଘୋଷଣା । ରାଜ୍ୟରେ ଆଉ ଖୋଲିବନି ନୂଆ ମଦ ଦୋକାନ । ଏନେଇ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର […]

ରାଜଧାନୀରେ ଖୋଲିଲା ଦେଶର ପ୍ରଥମ ଚାଉଳ ATM

ଏଟିଏମ୍‌ରୁ ବାହାରିବ ଚାଉଳ ଏଟିଏମ୍‌ରୁ ବାହାରିବ ଚାଉଳ । ପୂର୍ବରୁ ଆପଣ ଏଟିଏମ୍‌ରୁ ଟଙ୍କା ଉଠାଉଥିଲେ । ଏବେ ଏଟିଏମ୍‌ରୁ ଆପଣ ଉଠାଇ ପାରିବେ ଚାଉଳ । ଭୁବନେଶ୍ୱରରେ ଖୋଲିଛି ଦେଶର ପ୍ରଥମ ଚାଉଳ […]

‘ସମୁଦ୍ର ପଥରେ ପୋଟ୍ରୋଲିଂ କଡ଼ାକଡ଼ି ‘

ବାଂଲାଦେଶରେ ନିଆଁ, ଓଡ଼ିଶାରେ ହାଇ ଆଲର୍ଟ ବାଂଲାଦେଶରେ ରାଜନୈତିକ ଅସ୍ଥିରତା, ଓଡ଼ିଶାରେ ହାଇ ଆଲର୍ଟ । ସମୁଦ୍ର ପଥରେ ବୋଟ୍ ଯୋଗେ ଅନୁପ୍ରବେଶକାରୀ ଆସିବା ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ସାମୁଦ୍ରିକ […]

ଜାପାନରେ ବଡ଼ ଧରଣର ଭୂମିକମ୍ପ

ଜାପାନରେ ୭.୧ ତୀବ୍ରତାର ଭୂମିକମ୍ପ ଜାପାନରେ ବଡ଼ ଧରଣର ଭୂମିକମ୍ପ, ରିକ୍ଟର ସ୍କେଲରେ ଯାହାର ତୀବ୍ରତା ରହିଛି ୭.୧ । ଫଳରେ ଦେଶରେ ସୁନାମୀ ଆଲର୍ଟ ଜାରି ହୋଇଛି । ଭୂମିକମ୍ପର ଝଟକା ଜାପାନର […]