jagannath - ଯଯାତି ଏକ୍ସପ୍ରେସ https://jajatiexpress.com ପରିବର୍ତ୍ତନର ନୂଆ ସିପାହୀ Mon, 04 Dec 2023 07:53:38 +0000 en-US hourly 1 https://wordpress.org/?v=7.0.2 https://i0.wp.com/jajatiexpress.com/wp-content/uploads/2023/05/cropped-360x_360_FACEBOOK_DP_1-1.jpg?fit=32%2C32&ssl=1 jagannath - ଯଯାତି ଏକ୍ସପ୍ରେସ https://jajatiexpress.com 32 32 218458249 ଆଜି ଶ୍ରୀଜିଉଙ୍କ ପଇତାଲାଗି ନୀତି https://jajatiexpress.com/odisha/public-viewing-will-be-closed-for-5-hours-today-at-srimandira/ Mon, 04 Dec 2023 07:53:33 +0000 https://jajatiexpress.com/?p=5840 ଆଜି ୫ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ ! ଆଜି ମହାପ୍ରଭୁଙ୍କୁ ପଇତାଲାଗି ନୀତି ଅନୁଷ୍ଠିତ ହେବ । ଯେଉଁଥିପାଇଁ ବନ୍ଦ ରହିବ ସାଧାରଣ ଦର୍ଶନ । ଆଜି ମାର୍ଗଶୀର- କୃଷ୍ଣ ସପ୍ତମୀ ହୋଇଥିବା […]

The post ଆଜି ଶ୍ରୀଜିଉଙ୍କ ପଇତାଲାଗି ନୀତି first appeared on ଯଯାତି ଏକ୍ସପ୍ରେସ.

]]>
5840
ବାଙ୍କଚୂଡ଼ ବେଶରେ ଦର୍ଶନ ଦେଲେ ମହାବାହୁ https://jajatiexpress.com/odisha/mahabahu-appeared-in-a-full-body/ Fri, 24 Nov 2023 12:55:48 +0000 https://jajatiexpress.com/?p=5656 ଆଜି ପଞ୍ଚୁକର ଦ୍ଵିତୀୟ ଦିନ ପଞ୍ଚୁକରେ ଚଳଚଞ୍ଚଳ ହୋଇ ପଡିଛି ଶ୍ରୀକ୍ଷେତ୍ର । ମହାପ୍ରଭୁଙ୍କ ଦିବ୍ୟ ଦର୍ଶନ ଦେଖିବାକୁ ଲାଗିଛି ଭକ୍ତଙ୍କ ଭିଡ । ଆଜି ପଞ୍ଚୁକର ଦ୍ୱିତୀୟ ଦିନ ହୋଇଥିବା ବେଳେ ବାଙ୍କଚୂଡ଼ […]

The post ବାଙ୍କଚୂଡ଼ ବେଶରେ ଦର୍ଶନ ଦେଲେ ମହାବାହୁ first appeared on ଯଯାତି ଏକ୍ସପ୍ରେସ.

]]>
5656
‘ଶୀଘ୍ର କର ଶ୍ରୀମନ୍ଦିର ମରାମତି’ https://jajatiexpress.com/odisha/hurry-up-srimandir-repair/ Thu, 16 Nov 2023 06:57:22 +0000 https://jajatiexpress.com/?p=5554 ଏଏସାଇର ବିଳମ୍ବକୁ ନେଇ କ୍ଷୁବ୍ଧ ହେଲେ ହାଇକୋର୍ଟ ! ଶ୍ରୀମନ୍ଦିର ଭିତର ମରାମତି ଶୀଘ୍ର ସାରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ଦୁର୍ବଳ ସ୍ଥିତିରେ ଥିବା ଶ୍ରୀମନ୍ଦିର ନାଟମଣ୍ଡପ ମରାମତିରେ ବିଳମ୍ବକୁ ନେଇ ହାଇକୋର୍ଟ କ୍ଷୁବ୍ଧ […]

The post ‘ଶୀଘ୍ର କର ଶ୍ରୀମନ୍ଦିର ମରାମତି’ first appeared on ଯଯାତି ଏକ୍ସପ୍ରେସ.

]]>
5554
ଶ୍ରୀମନ୍ଦିରକୁ ଯାଉଥିଲେ ପିନ୍ଧନ୍ତୁନି ଏହି ପୋଷାକ ! https://jajatiexpress.com/odisha/dont-wear-this-dress-when-going-to-the-temple/ Sat, 14 Oct 2023 13:37:41 +0000 https://jajatiexpress.com/?p=4869 ଶ୍ରୀମନ୍ଦିରରେ ଅଶ୍ଳୀଳତାକୁ ନା ! ଶ୍ରୀମନ୍ଦିରରେ ଭକ୍ତଙ୍କ ପୋଷାକ ପରିଧାନରେ ଲାଗିଛି କଟକଣା । ଅଶ୍ଳୀଳ ପୋଷାକ ପରିଧାନ କରି ମନ୍ଦିର ଭିତରକୁ ଯାଇପାରିବେନି ଭକ୍ତ । ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ କେଉଁ […]

The post ଶ୍ରୀମନ୍ଦିରକୁ ଯାଉଥିଲେ ପିନ୍ଧନ୍ତୁନି ଏହି ପୋଷାକ ! first appeared on ଯଯାତି ଏକ୍ସପ୍ରେସ.

]]>
4869
ବାମନ ବେଶରେ ଦର୍ଶନ ଦେବେ ମହାବାହୁ https://jajatiexpress.com/odisha/mahabahu-will-appear-as-a-child/ Wed, 27 Sep 2023 06:01:56 +0000 https://jajatiexpress.com/?p=4370 ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଳିବାମନ ବେଶ  ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ସ୍ଵତନ୍ତ୍ର ବେଶ। ବଳି ବାମନ ବେଶରେ ଆଜି ଦର୍ଶନ ଦେବେ ଶ୍ରୀଜୀଉ। କାଲି ସୁନିଆରେ ସ୍ଵତନ୍ତ୍ର ନୀତିକାନ୍ତି ପରେ ଆଜି ମହାବାହୁଙ୍କ ଏକ […]

The post ବାମନ ବେଶରେ ଦର୍ଶନ ଦେବେ ମହାବାହୁ first appeared on ଯଯାତି ଏକ୍ସପ୍ରେସ.

]]>
4370
ରାଧାଷ୍ଟମୀ ପାଇଁ ଆନନ୍ଦମୁଖର ଶ୍ରୀମନ୍ଦିର https://jajatiexpress.com/odisha/anandmukhara-temple-for-radhastami/ Sat, 23 Sep 2023 04:51:14 +0000 https://jajatiexpress.com/?p=4247 ଆଜି ନଗର ପରିକ୍ରମା କରିବେ ଚକ୍ରରାଜ ସୁଦର୍ଶନ ଆଜି ଭାଦ୍ରବ ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥି । ଏହାକୁ ବିଶେଷ ଭାବେ ରାଧାଷ୍ଟମୀ ନାମରେ ଜଣାଯାଏ। ଏହି ପର୍ବକୁ ବିଶେଷ ଭାବେ ଶ୍ରୀମନ୍ଦିରରେ ବହୁ […]

The post ରାଧାଷ୍ଟମୀ ପାଇଁ ଆନନ୍ଦମୁଖର ଶ୍ରୀମନ୍ଦିର first appeared on ଯଯାତି ଏକ୍ସପ୍ରେସ.

]]>
4247
ମହାପ୍ରଭୁଙ୍କ ନୀତିକାନ୍ତିରେ ମହାବିଭ୍ରାଟ ! https://jajatiexpress.com/odisha/great-confusion-in-the-policy-of-the-lord/ Fri, 15 Sep 2023 08:23:23 +0000 https://jajatiexpress.com/?p=3940 ଏଯାଏଁ ଉପାସରେ ଅଛନ୍ତି ମହାବାହୁ ! ମହାପ୍ରଭୁଙ୍କ ନୀତିକାନ୍ତିରେ ମହାବିଭ୍ରାଟ । ଏଯାଏଁ ଆରମ୍ଭ ହୋଇନି ସେବା ପୂଜା । ଶ୍ରୀମନ୍ଦିରରେ ସେବାୟତଙ୍କ ମଧ୍ୟରେ ବିବାଦ ଯୋଗୁଁ ଉପାସରେ ଶ୍ରୀଜିଉ । ଉଛଣା ଅନୁସାରେ […]

The post ମହାପ୍ରଭୁଙ୍କ ନୀତିକାନ୍ତିରେ ମହାବିଭ୍ରାଟ ! first appeared on ଯଯାତି ଏକ୍ସପ୍ରେସ.

]]>
3940
ଆଜି କାଳୀୟଦଳନ ବେଶରେ ଦର୍ଶନ ଦେବେ ମହାବାହୁ https://jajatiexpress.com/odisha/mahabahu-will-appear-today-in-kaliadadan-style/ Sun, 10 Sep 2023 04:55:55 +0000 https://jajatiexpress.com/?p=3726 ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନିଆରା ବେଶ  ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ହେବ କାଳୀୟଦଳନ ବେଶ । ଆଜି ଭାଦ୍ରବ କୃଷ୍ଣ ପକ୍ଷ ଏକାଦଶୀ ତିଥି ହୋଇଥିବାରୁ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ହେବ ସ୍ବତନ୍ତ ନୀତିକାନ୍ତି। ଗତକାଲି ମହାପ୍ରଭୁଙ୍କ […]

The post ଆଜି କାଳୀୟଦଳନ ବେଶରେ ଦର୍ଶନ ଦେବେ ମହାବାହୁ first appeared on ଯଯାତି ଏକ୍ସପ୍ରେସ.

]]>
3726
ଆଜି ଶ୍ରୀମନ୍ଦିରରେ ପାଳିତ ହେବ ରାକ୍ଷୀ ପୂର୍ଣ୍ଣିମା https://jajatiexpress.com/odisha/rakshi-purnima-will-be-celebrated-in-the-temple-today/ Thu, 31 Aug 2023 05:41:50 +0000 https://jajatiexpress.com/?p=3334 ଦୁଇ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧିବେ ଭଉଣୀ ସୁଭଦ୍ରା ଭାଇ ଭଉଣୀର ନିଆରା ସମ୍ପର୍କର କଥା କହେ ରାକ୍ଷୀ । ଯେଉଁ ରାକ୍ଷୀ ବାନ୍ଧିବା ପରେ ଭଉଣୀକୁ ସବୁ ବିପଦରୁ ରକ୍ଷା କରିବା ପାଇଁ […]

The post ଆଜି ଶ୍ରୀମନ୍ଦିରରେ ପାଳିତ ହେବ ରାକ୍ଷୀ ପୂର୍ଣ୍ଣିମା first appeared on ଯଯାତି ଏକ୍ସପ୍ରେସ.

]]>
3334
ଆଜି ମହାପ୍ରଭୁଙ୍କ ବନକଲାଗି https://jajatiexpress.com/odisha/today-is-the-lords-funeral/ Wed, 23 Aug 2023 05:44:04 +0000 https://jajatiexpress.com/?p=3046 ସନ୍ଧ୍ୟା ୬ଟାରୁ ରାତି ୧୦ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି । ଶ୍ରାବଣ-ଶୁକ୍ଳ ସପ୍ତମୀ ତିଥି ହୋଇଥିବାରୁ ଆଜି ଏହି ନୀତି ଅନୁଷ୍ଠିତ ହେବ । ଶ୍ରୀମନ୍ଦିରରେ […]

The post ଆଜି ମହାପ୍ରଭୁଙ୍କ ବନକଲାଗି first appeared on ଯଯାତି ଏକ୍ସପ୍ରେସ.

]]>
3046
ଖୋଲାଯାଉ ଶ୍ରୀମନ୍ଦିର ଚାରି ଦ୍ବାର https://jajatiexpress.com/odisha/puri-sachetan-manch-demands-to-open-all-dwara-of-sreemandira-for-devotees-entry/ Sun, 16 Jul 2023 06:52:20 +0000 https://jajatiexpress.com/?p=1226 ଭିଡ଼କୁ ଦୃଷ୍ଟିରେ ରଖି ତେଜିଲା ଦାବି ଶ୍ରୀମନ୍ଦିରରେ ଖୋଲାଯାଉ ଚାରି ଦୁଆର । ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ଜୋର ଧରିଲା ଶ୍ରୀମନ୍ଦିର ଚାରି ଦ୍ୱାର ଦର୍ଶନ ଦାବି । ବାରମ୍ବାର ଦାବି ପରେ […]

The post ଖୋଲାଯାଉ ଶ୍ରୀମନ୍ଦିର ଚାରି ଦ୍ବାର first appeared on ଯଯାତି ଏକ୍ସପ୍ରେସ.

]]>
1226