ଆଜି ଶ୍ରୀଜିଉଙ୍କ ପଇତାଲାଗି ନୀତି

ଆଜି ୫ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ ! ଆଜି ମହାପ୍ରଭୁଙ୍କୁ ପଇତାଲାଗି ନୀତି ଅନୁଷ୍ଠିତ ହେବ । ଯେଉଁଥିପାଇଁ ବନ୍ଦ ରହିବ ସାଧାରଣ ଦର୍ଶନ । ଆଜି ମାର୍ଗଶୀର- କୃଷ୍ଣ ସପ୍ତମୀ ହୋଇଥିବା […]

ବାଙ୍କଚୂଡ଼ ବେଶରେ ଦର୍ଶନ ଦେଲେ ମହାବାହୁ

ଆଜି ପଞ୍ଚୁକର ଦ୍ଵିତୀୟ ଦିନ ପଞ୍ଚୁକରେ ଚଳଚଞ୍ଚଳ ହୋଇ ପଡିଛି ଶ୍ରୀକ୍ଷେତ୍ର । ମହାପ୍ରଭୁଙ୍କ ଦିବ୍ୟ ଦର୍ଶନ ଦେଖିବାକୁ ଲାଗିଛି ଭକ୍ତଙ୍କ ଭିଡ । ଆଜି ପଞ୍ଚୁକର ଦ୍ୱିତୀୟ ଦିନ ହୋଇଥିବା ବେଳେ ବାଙ୍କଚୂଡ଼ […]

‘ଶୀଘ୍ର କର ଶ୍ରୀମନ୍ଦିର ମରାମତି’

ଏଏସାଇର ବିଳମ୍ବକୁ ନେଇ କ୍ଷୁବ୍ଧ ହେଲେ ହାଇକୋର୍ଟ ! ଶ୍ରୀମନ୍ଦିର ଭିତର ମରାମତି ଶୀଘ୍ର ସାରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ଦୁର୍ବଳ ସ୍ଥିତିରେ ଥିବା ଶ୍ରୀମନ୍ଦିର ନାଟମଣ୍ଡପ ମରାମତିରେ ବିଳମ୍ବକୁ ନେଇ ହାଇକୋର୍ଟ କ୍ଷୁବ୍ଧ […]

ଶ୍ରୀମନ୍ଦିରକୁ ଯାଉଥିଲେ ପିନ୍ଧନ୍ତୁନି ଏହି ପୋଷାକ !

ଶ୍ରୀମନ୍ଦିରରେ ଅଶ୍ଳୀଳତାକୁ ନା ! ଶ୍ରୀମନ୍ଦିରରେ ଭକ୍ତଙ୍କ ପୋଷାକ ପରିଧାନରେ ଲାଗିଛି କଟକଣା । ଅଶ୍ଳୀଳ ପୋଷାକ ପରିଧାନ କରି ମନ୍ଦିର ଭିତରକୁ ଯାଇପାରିବେନି ଭକ୍ତ । ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ କେଉଁ […]

ବାମନ ବେଶରେ ଦର୍ଶନ ଦେବେ ମହାବାହୁ

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଳିବାମନ ବେଶ  ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ସ୍ଵତନ୍ତ୍ର ବେଶ। ବଳି ବାମନ ବେଶରେ ଆଜି ଦର୍ଶନ ଦେବେ ଶ୍ରୀଜୀଉ। କାଲି ସୁନିଆରେ ସ୍ଵତନ୍ତ୍ର ନୀତିକାନ୍ତି ପରେ ଆଜି ମହାବାହୁଙ୍କ ଏକ […]

ରାଧାଷ୍ଟମୀ ପାଇଁ ଆନନ୍ଦମୁଖର ଶ୍ରୀମନ୍ଦିର

ଆଜି ନଗର ପରିକ୍ରମା କରିବେ ଚକ୍ରରାଜ ସୁଦର୍ଶନ ଆଜି ଭାଦ୍ରବ ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥି । ଏହାକୁ ବିଶେଷ ଭାବେ ରାଧାଷ୍ଟମୀ ନାମରେ ଜଣାଯାଏ। ଏହି ପର୍ବକୁ ବିଶେଷ ଭାବେ ଶ୍ରୀମନ୍ଦିରରେ ବହୁ […]

ମହାପ୍ରଭୁଙ୍କ ନୀତିକାନ୍ତିରେ ମହାବିଭ୍ରାଟ !

ଏଯାଏଁ ଉପାସରେ ଅଛନ୍ତି ମହାବାହୁ ! ମହାପ୍ରଭୁଙ୍କ ନୀତିକାନ୍ତିରେ ମହାବିଭ୍ରାଟ । ଏଯାଏଁ ଆରମ୍ଭ ହୋଇନି ସେବା ପୂଜା । ଶ୍ରୀମନ୍ଦିରରେ ସେବାୟତଙ୍କ ମଧ୍ୟରେ ବିବାଦ ଯୋଗୁଁ ଉପାସରେ ଶ୍ରୀଜିଉ । ଉଛଣା ଅନୁସାରେ […]

ଆଜି କାଳୀୟଦଳନ ବେଶରେ ଦର୍ଶନ ଦେବେ ମହାବାହୁ

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନିଆରା ବେଶ  ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ହେବ କାଳୀୟଦଳନ ବେଶ । ଆଜି ଭାଦ୍ରବ କୃଷ୍ଣ ପକ୍ଷ ଏକାଦଶୀ ତିଥି ହୋଇଥିବାରୁ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ହେବ ସ୍ବତନ୍ତ ନୀତିକାନ୍ତି। ଗତକାଲି ମହାପ୍ରଭୁଙ୍କ […]

ଆଜି ଶ୍ରୀମନ୍ଦିରରେ ପାଳିତ ହେବ ରାକ୍ଷୀ ପୂର୍ଣ୍ଣିମା

ଦୁଇ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧିବେ ଭଉଣୀ ସୁଭଦ୍ରା ଭାଇ ଭଉଣୀର ନିଆରା ସମ୍ପର୍କର କଥା କହେ ରାକ୍ଷୀ । ଯେଉଁ ରାକ୍ଷୀ ବାନ୍ଧିବା ପରେ ଭଉଣୀକୁ ସବୁ ବିପଦରୁ ରକ୍ଷା କରିବା ପାଇଁ […]

ଆଜି ମହାପ୍ରଭୁଙ୍କ ବନକଲାଗି

ସନ୍ଧ୍ୟା ୬ଟାରୁ ରାତି ୧୦ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି । ଶ୍ରାବଣ-ଶୁକ୍ଳ ସପ୍ତମୀ ତିଥି ହୋଇଥିବାରୁ ଆଜି ଏହି ନୀତି ଅନୁଷ୍ଠିତ ହେବ । ଶ୍ରୀମନ୍ଦିରରେ […]

ଖୋଲାଯାଉ ଶ୍ରୀମନ୍ଦିର ଚାରି ଦ୍ବାର

ଭିଡ଼କୁ ଦୃଷ୍ଟିରେ ରଖି ତେଜିଲା ଦାବି ଶ୍ରୀମନ୍ଦିରରେ ଖୋଲାଯାଉ ଚାରି ଦୁଆର । ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ଜୋର ଧରିଲା ଶ୍ରୀମନ୍ଦିର ଚାରି ଦ୍ୱାର ଦର୍ଶନ ଦାବି । ବାରମ୍ବାର ଦାବି ପରେ […]