ଦେଶ ନିର୍ଦ୍ଦେଶକ ଅମିତ ଜାନୀ ଅଞ୍ଜୁ ଓ ସୀମାଙ୍କୁ ଦେଲେ ଫିଲ୍ମ ଅଫର Editor August 8, 2023 0 ଅଞ୍ଜୁଙ୍କୁ ନେଇ ହେବ ଫିଲ୍ମ ଫେସବୁକରୁ ପରିଚୟ ଓ ତା’ପରେ ପ୍ରେମ। ନିଜ ପ୍ରେମକୁ ସଫଳ କରିବା ପାଇଁ ବିବାହିତ ହୋଇ ବି ଫେସବୁକ୍ ପ୍ରେମୀ ନସରୁଲ୍ଲାଙ୍କୁ ଭେଟିବାକୁ ଭାରତରୁ ପାକିସ୍ତାନ ଚାଲିଯାଇଛନ୍ତି ଅଞ୍ଜୁ। […]
ଦେଶ ପେପରଫ୍ରାଏର ସହ-ପ୍ରତିଷ୍ଠାତା ଅମ୍ବରିସ ମୁର୍ତ୍ତୀଙ୍କ ଦେହାନ୍ତ Editor August 8, 2023 0 ହୃଦ୍ଘାତରେ ୫୧ ବର୍ଷୀୟ ଅମ୍ବରିସଙ୍କ ମୃତ୍ୟୁ ଜଣାଶୁଣା ଅନଲାଇନ ଫର୍ଣ୍ଣିଚର କମ୍ପାନୀ ପେପରଫ୍ରାଏର ସହ-ପ୍ରତିଷ୍ଠାତା ଅମ୍ବରିସ ମୁର୍ତ୍ତୀଙ୍କ ଦେହାନ୍ତ ହୋଇଯାଇଛି। ହୃଦ୍ଘାତ ହେତୁ ୫୧ ବର୍ଷୀୟ ଅମ୍ବରିସ ମୁର୍ତ୍ତୀଙ୍କର ଲେହରେ ମୃତ୍ୟୁ ହୋଇଯାଇଛି। ପେପରଫ୍ରାଏର […]
ଦେଶ ହରିୟାଣାର ନୁହରେ ଇଣ୍ଟରନେଟ୍ ସେବା ବନ୍ଦ Editor August 8, 2023 0 କେବେ ସୁଧୁରିବ ହରିୟାଣା ସ୍ଥିତି ହରିୟାଣାରେ ସୁଧୁରୁନି ପରିସ୍ଥିତି । ପାରିପାର୍ଶ୍ବିକ ଅବସ୍ଥାକୁ ନଜରରେ ରଖି ଆଜି ବି ହରିୟାଣା ନୁହରେ ବନ୍ଦ ରହିବ ଇଣ୍ଟରନେଟ ସେବା । ବର୍ତ୍ତମାନ ସୁଦ୍ଧା ହିଂସାରେ ୬ […]
ଦେଶ ଦିଲ୍ଲୀ ଏମ୍ସରେ ଭୟଙ୍କର ନିଆଁ ! Jajati express Reporter August 7, 2023 0 ଏଣ୍ଡୋସ୍କୋପି ୱାର୍ଡରୁ ବ୍ୟାପିଲା ନିଆଁ ! ଦିଲ୍ଲୀ ଏମସରେ ଲାଗିଛି ଭୟଙ୍କର ନିଆଁ । ଭୟଙ୍କର ଅଗ୍ନିକାଣ୍ଡରେ ଜଳିଲା ଏମସର ପୁରୁଣା ଓପିଡି ବିଲ୍ଡିଂର ଦ୍ବିତୀୟ ମହଲା। କେଉଁଠୁ ନିଆଁ ଲାଗିଲା ଏନେଇ ସୂଚନା […]
ଦେଶ ଚନ୍ଦ୍ରର ପ୍ରଥମ ଫୋଟୋ ପଠାଇଲା ଚନ୍ଦ୍ରଯାନ Jajati express Reporter August 7, 2023 0 ଏବେ ସଫଳ ଲ୍ୟାଣ୍ଡିଂକୁ ଅପେକ୍ଷା ଆସିଲା ଜହ୍ନର ଫୋଟୋ । ଆଉ ଏହି ଫୋଟୋ ପଠାଇଛି ଚନ୍ଦ୍ରଯାନ ୩ । ଚନ୍ଦ୍ରର କକ୍ଷ ପଥରେ ପହଞ୍ଚି ପ୍ରଥମେ ଏହି ଫୋଟୋ ପଠାଇଛି ଚନ୍ଦ୍ରଯାନ। ତେବେ […]
ଅପରାଧ ଦେଶ ଜୟପୁର ହେରିଟେଜ ମେୟର ନିଲମ୍ବିତ Editor August 6, 2023 0 ଲାଞ୍ଚ ନେଲେ ସ୍ବାମୀ, ନିଲମ୍ବିତ ହେଲେ ସ୍ତ୍ରୀ ରାଜସ୍ଥାନର ଜୟପୁର ହେରିଟେଜ ମହାନଗର ନିଗମର ମେୟର ମୁନେଶ ଗୁର୍ଜରଙ୍କୁ ରାଜ୍ୟ ସରକାର ନିଲମ୍ବନ କରିଛନ୍ତି । ତାଙ୍କ ସ୍ୱାମୀ ସୁଶୀଲ ଗୁର୍ଜର ଏକ ଜମିକୁ […]
ଦେଶ ସକାଳୁ ସକାଳୁ ଭୂକମ୍ପ ଝଟକା Editor August 6, 2023 0 ଥରିଲା ରାଜଧାନୀ ଦିଲ୍ଲୀ ଭୂକମ୍ପ ଝଟକାରେ ଥରିଲା ରାଜଧାନୀ ଦିଲ୍ଲୀ। ଉପକଣ୍ଠ ଏନସିଆର୍ରେ ମଧ୍ୟ ଝଟକା ଅନୁଭବ ହୋଇଛି। ଏଥିସହ ଜମ୍ମୁ-କଶ୍ମୀର, ପଞ୍ଜାବ, ଆଫଗାନିସ୍ତାନ ଓ ପାକିସ୍ତାନର ସୀମାର ଲୋକମାନେ ମଧ୍ୟ ଭୂକମ୍ପ ଅନୁଭବ କରିଛନ୍ତି। […]
ଦେଶ ପାସପୋର୍ଟ ଆବେଦନକୁ ନେଇ ନୂଆ ତଥ୍ୟ Editor August 5, 2023 0 ପାସପୋର୍ଟ ପାଇଁ ଡିଜିଲକର ମାଧ୍ୟମରେ ଦେବାକୁ ହେବ ଡକୁମେଣ୍ଟ ଆଜିଠୁ ପାସପୋର୍ଟ ଆବେଦନ ପ୍ରକ୍ରିୟାରେ ଏକ ବଡ଼ ପରିବର୍ତ୍ତନ କରାଯାଇଛି। ଏଣିକି ନୂଆ ପାସପୋର୍ଟ ପାଇଁ ଆବେଦନ କରିବାକୁ ହେଲେ ଯାତ୍ରୀଙ୍କୁ ଡିଜିଲକର ବ୍ୟବହାର […]
ଦେଶ ଚନ୍ଦ୍ରଯାନ-୩କୁ ବଡ଼ ସଫଳତା Editor August 5, 2023 0 ଚନ୍ଦ୍ରର କକ୍ଷପଥରେ ପ୍ରବେଶ କଲା ଚନ୍ଦ୍ରଯାନ-୩ ସଫଳତାର ସିଡି ଚଢିଚାଲିଛି ଚନ୍ଦ୍ରଯାନ-୩ । ଭାରତର ଚନ୍ଦ୍ର ଅଭିଯାନ ଚନ୍ଦ୍ରଯାନ-୩କୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା ବା ଇସ୍ରୋ […]
ଦେଶ ଫିଲ୍ମ କରିବେ ବିଦେଶିନୀ ସୀମା ହୈଦର ! Jajati express Reporter August 4, 2023 0 ତୁଟିନି ବିବାଦ, କରିବେ ଅଭିନୟ ! ବହୁ ଚର୍ଚ୍ଚିତ ସୀମା ହୈଦର। ଏବେ ସିନେମାରେ ନଜର ଆସିବାକୁ ଯାଉଛନ୍ତି । ବିଦେଶୀ ମହିଳା ଜଣଙ୍କ ସୀମା ଡେଇଁ ଭରତ ଆସିବା ପରେ ବହୁ ବାଦ […]
ଦେଶ ମୋଦି ସରନେମ୍ ପ୍ରସଙ୍ଗରେ ରାହୁଲଙ୍କ ଶୁଣାଣି Editor August 4, 2023 0 ପୂର୍ବରୁ କ୍ଷମା ମାଗିବାକୁ ମନା କରିଛନ୍ତି ରାହୁଲ ମୋଦି ସରନେମ୍ ପ୍ରସଙ୍ଗରେ ରାହୁଲ ଗାନ୍ଧୀଙ୍କୁ ଜେଲଦଣ୍ଡ ମାମଲା । ଆଜି ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ । ଗତ ୧୮ ତାରିଖରେ ମାମଲାର ଶୁଣାଣି […]