ରାଜ୍ୟରେ କାୟା ବିସ୍ତାର କରୁଛି ସ୍କ୍ରବ ଟାଇଫସ !

ଗତ ୨୪ଘଣ୍ଟାରେ ସୁନ୍ଦରଗଡ଼ରେ ୧୧ ଜଣ ସ୍କ୍ରବ ଟାଇଫସ ରୋଗୀ ଚିହ୍ନଟ! ରାଜ୍ୟରେ ସ୍କ୍ରବ ଟାଇଫସକୁ ନେଇ ଏବେ ଚିନ୍ତା ବଢିଛି । ବିଶେଷ କରି ସୁନ୍ଦରଗଡ଼ ଜିଲ୍ଲାରେ ଏହି ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ […]

ଆରପାରିରେ ମୁଖ୍ୟମନ୍ତ୍ରୀଙ୍କ ଭଉଣୀ

ପରଲୋକରେ ଗୀତା ମେହେଟ୍ଟା ଆଉ ନାହାନ୍ତି ପ୍ରସିଦ୍ଧ ଲେଖିକା ଗୀତା ମେହେଟ୍ଟା । ୮୦ ବର୍ଷ ବୟସରେ ନୂଆଦିଲ୍ଲୀସ୍ଥିତ ବାସଭବନରେ ତାଙ୍କ ପରଲୋକ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଉଣୀ ଗୀତାଙ୍କ ବିୟୋଗରେ […]

ପୁଣି ଦୁଇ ଆତଙ୍କୀଙ୍କୁ ନିପାତ କଲେ ସୁରକ୍ଷାକର୍ମୀ

ଜମ୍ମୁକାଶ୍ମୀରରେ ଚାଲିଛି ସୁରକ୍ଷାକର୍ମୀ ଓ ଆତଙ୍କୀଙ୍କ ମଧ୍ୟରେ ଭୟଙ୍କର ଗୁଳିବିନିମୟ ! ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀ ଓ ଆତଙ୍କୀଙ୍କ ମଧ୍ୟରେ ଚାଲିଛି ଭୟଙ୍କର ଗୁଳିବିନିମୟ।ତେବେ ଏହି ଗୁଳିବିନିମୟରେ ଦୁଇ ଆତଙ୍କିଙ୍କୁ ନିପାତ କରିବାରେ ସକ୍ଷମ ହୋଇଛନ୍ତି […]

ରାଜ୍ୟରେ ପ୍ରତିବର୍ଷ ହେବ ବାଘ ଗଣନା

ଚନ୍ଦକା ଗୋଡ଼ିବାରିରେ ଆରମ୍ଭ ହେଲା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ରାଜ୍ୟରେ ପ୍ରତ୍ଯେକ ବର୍ଷ ହେବ ବାଘ ଗଣତି । ଏଣିକି ବାଘଙ୍କ ସଂରକ୍ଷଣ ଲାଗି ନିଆଯାଇଛି ଏପରି ନିଷ୍ପତ୍ତି । ତେବେ ଏହି ଗଣନାରେ ନିଯୋଜିତ […]

ଡରାଇଲାଣି ନିପା !

‘କରୋନାଠୁ ନିପାର ମୃତ୍ୟୁହାର ଅଧିକ’ ! ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି ନିପା ଭାଇରସ । ଏମିତିକି କରୋନାଠୁ ଅଧିକ ଘାତକ ହେଉଥିବା କହିଛି ଆଇସିଏମଆର । ଆଇସିଏମଆର ରିପୋର୍ଟ ଅନୁସାରେ କରୋନାର […]

‘ନେତାଙ୍କ ଭିତରେ ନମ୍ବର ୱାନ ମୋଦୀ’

ଗ୍ଲୋବାଲ ଲିଡର ଆପ୍ରୁଭାଲ ସର୍ଭେରୁ ଆସିଲା ରିପୋର୍ଟ ନିଜ ବଳିଷ୍ଠ ନେତୃତ୍ଵ ପାଇଁ ପୁଣି ଚର୍ଚ୍ଚାରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣିଥରେ ହୋଇଛନ୍ତି ବିଶ୍ୱର ଲୋକପ୍ରିୟ ନେତା […]

ଟେନସନ ବଢାଉଛି ସ୍କ୍ରବ୍ ଟାଇଫସ !

ଗତ ୨୪ ଘଣ୍ଟାରେ ସୁନ୍ଦରଗଡରେ ପୁଣି ୭ ଆକ୍ରାନ୍ତ ଚିହ୍ନଟ ! ରାଜ୍ୟରେ ଏବେ ଟେନସନ ବଢାଉଛି ସ୍କ୍ରବ ଟାଇଫସ। ସୁନ୍ଦରଗଡ ଜିଲ୍ଲାରେ ଏହା ଅସ୍ତବ୍ୟସ୍ତ କରିଥିବା ବେଳେ ଗତ ୨୪ ଘଣ୍ଟାରେ ପୁଣି […]

ଏସିଆ କପ୍ ମୁକାବିଲାରେ ଭାରତର ବିଜୟ ଧାରାରେ ରୋକ୍

ଶେଷ ମୁହୂର୍ତ୍ତରେ ୬ ରନରେ ଜିତିଗଲା ବାଂଲାଦେଶ ହାରିଲା ଭାରତ କିନ୍ତୁ ହୃଦୟ କିଣିନେଲେ ଗିଲ୍ । ଭାରତ-ବାଂଲାଦେଶ ଏସିଆ କପ ମୁକାବିଲାରେ ଭାରତର ବିଜୟ ଧାରାରେ ଲାଗିଲା ରୋକ୍ । ବାଂଲାଦେଶଠାରୁ ପରାଜିତ ହୋଇଛି […]

ଶତ୍ରୁଙ୍କ ପାଇଁ ଆହୁରି ଘାତକ ହେବ ଭାରତ

ସ୍ବଦେଶୀ ଜ୍ଞାନକୌଶଳରେ ତିଆରି ହେବ ୧୨ଟି ଲଢୁଆ ବିମାନ ବଢିବ ଭାରତୀୟ ବାୟୁସେନାର ଶକ୍ତି । ପ୍ରତିରକ୍ଷା ମନ୍ତ୍ରଣାଳୟ ଭାରତୀୟ ବାୟୁସେନା ପାଇଁ ସ୍ୱଦେଶୀ ବିମାନ ସୁ-ଥାର୍ଟି ଏମ.କେ.ଆଇ କିଣିବା ପ୍ରସ୍ତାବକୁ ଅନୁମୋଦନ ଦେଇଛି […]

ସଞ୍ଜୟଙ୍କ ପାଇଁ ବଦଳିଥିଲା ସିଭିସି ଆଇନ

ସରିଲା ସଞ୍ଜୟ ମିଶ୍ରଙ୍କ କାର୍ଯ୍ୟକାଳ, ଏବେ ରାହୁଲ ନବୀନଙ୍କ ପାଳି ସରିଲା ଇଡି ମୁଖ୍ୟ ସଞ୍ଜୟ କୁମାର ମିଶ୍ରଙ୍କ କାର୍ଯ୍ୟକାଳ । ଏବେ ଇଡିର ସ୍ୱତନ୍ତ୍ର ନିର୍ଦ୍ଦେଶକ ରାହୁଲ ନବୀନଙ୍କୁ କାର୍ଯ୍ୟକାରୀ ନିର୍ଦ୍ଦେଶକ ଭାବେ […]

ଅକ୍ଟୋବର ପହିଲାରୁ ଜନ୍ମ ପ୍ରମାଣ ପତ୍ରକୁ ନେଇ ନୂଆ ନିୟମ

ଜନ୍ମ ପ୍ରମାଣ ପତ୍ରରେ ହେବ ସବୁ କାମ ଜନ୍ମ ପ୍ରମାଣ ପତ୍ର ପାଇଁ ଆଗକୁ ବଢିବ ଧାଡ଼ି । କାରଣ ଅକ୍ଟୋବର ପହିଲାରୁ ଜନ୍ମ ପ୍ରମାଣ ପତ୍ରର ବଢିଯିବ ଗୁରୁତ୍ୱ । ଜନ୍ମ ଓ […]