କଟକରେ ଚୌଧୁରୀ ବଜାରରେ ଭୟଙ୍କର ଅଗ୍ନିକାଣ୍ଡ !

୪ଘଣ୍ଟା ପରେ ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବିଭାଗ କଟକରେ ଭୟଙ୍କର ଅଗ୍ନିକାଣ୍ଡ । ଚୌଧୁରୀ ବଜାର ସ୍ଥିତ ଏକ ଲୁଗା ଦୋକାନରେ ଅଗ୍ନିକାଣ୍ଡ ଘଟିଥିବା ଦେଖିବାକୁ ମିଳିଥିବା ବେଳେ ଲକ୍ଷାଧିକ ଟଙ୍କାର ଧନସମ୍ପତି […]

୩୫ଘଣ୍ଟା ପରେ ମିଳିଲା ବାପାଙ୍କ ମୃତଦେହ, ଏଯାଏଁ ମିଳିନି ଝିଅର ପତ୍ତା !

ବୈତରଣୀ ନଦୀକୁ ଡେଇଁ ବାପଝିଅଙ୍କ ଆତ୍ମହତ୍ୟା ଘଟଣା ମିଳିଲା ବୈତରଣୀ ନଦୀକୁ ଡେଇଁ ଆତ୍ମହତ୍ୟା କରିଥିବା ବାପଝିଅଙ୍କ ମଧ୍ୟରୁ ବାପାର ମୃତଦେହ , ହେଲେ ମିଳିଲାନି ଝିଅ। ଭଦ୍ରକ ଭଣ୍ଡାରୀ ପୋଖରିସ୍ଥିତ ଆଖୁଆପଦା ବ୍ରିଜ […]

ପଞ୍ଜାବରେ ନେତାଙ୍କୁ ଗୁଳିମାଡ଼

ଅକାଳି ଦଳର ଜଣାଶୁଣା ନେତାଙ୍କୁ ଗୁଳିମାରିଲେ ଦୁବୃର୍ତ୍ତ ପୁଣି ଅଶାନ୍ତ ହେଲା ପଞ୍ଜାବ । ଦୁବୃର୍ତ୍ତଙ୍କ ଟାର୍ଗେଟରେ ଏବେ ରାଜନେତା । ପୂର୍ବରୁ ପଞ୍ଜାବରେ ଜଣେ କଂଗ୍ରେସ ନେତା ବଲଜିନ୍ଦର ସିଂଙ୍କୁ ଗୁଳି କରି […]

ଫାଇନାନ୍ସ କମ୍ପାନୀରେ ଦୁବୃର୍ତ୍ତଙ୍କ ଲଙ୍କାକାଣ୍ଡ !

ନିଆଁ ଲଗାଇ ପୋଡ଼ିଦେଲେ ୧୨ଗାଡ଼ି, ବର୍ତ୍ତିଗଲେ କର୍ମଚାରୀ ! ଫାଇନାନ୍ସ କମ୍ପାନୀରେ ନିଆଁ ଲଗାଇ ଦେଲେ ଦୁବୃର୍ତ୍ତ । ଏଭଳି ଅଭାବନୀୟ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ୍ ଟିକିରିରେ ଥିବା ଫାଇଲାନ୍ସ […]

ଏସିଆନ୍ କ୍ରୀଡ଼ା ପଞ୍ଚମ ଦିନରେ ପୁଣି ଭାରତକୁ ସ୍ଵର୍ଣ୍ଣ

୧୦ମିଟର ଏୟାର ପିସ୍ତଲ ଇଭେଣ୍ଟରେ ଭାରତକୁ ସ୍ଵର୍ଣ୍ଣ ଏସିଆନ୍ କ୍ରୀଡ଼ାର ପଞ୍ଚମ ଦିନ ଆରମ୍ଭରୁ ଭାରତକୁ ଆଉ ଏକ ସ୍ବର୍ଣ୍ଣ ପଦକ । ଚୀନରେ ଚାଲିଥିବା ଏସୀୟ କ୍ରୀଡ଼ା ୨୦୨୩ରେ ଭାରତକୁ ଆଉ ଏକ […]

କୃଷି ବୈଜ୍ଞାନିକ ଏମଏସ୍ ସ୍ୱାମୀନାଥନଙ୍କ ପରଲୋକ

ପରପାରିରେ ସବୁଜକ୍ରାନ୍ତିର ଜନକ ଏମଏସ୍ ସ୍ୱାମୀନାଥନ ଜଣାଶୁଣା କୃଷି ବୈଜ୍ଞାନିକ ଏମଏସ୍ ସ୍ୱାମୀନାଥନଙ୍କ ପରଲୋକ । ଚେନ୍ନାଇଠାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୯୮ ବର୍ଷ ବୟସ […]

୫ମ ଦିନରେ ସ୍ଵାଭାବିକ ଗୃହ !

ଗୃହରେ ଚାଲିଛି ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଆଜି ବିଧାନସଭା ମୌସୁମୀ ଅଧିବେଶନର ୫ମ ଦିନ । ତେବେ ଆଜି ସ୍ୱାଭାବିକ ଭାବେ ଚାଲିଛି ଗୃହ କାର୍ଯ୍ୟ । ଯଦିଓ ଗତକାଲି ପ୍ରଶ୍ନକାଳରେ ସ୍ଵାଭାବିକ ସ୍ଥିତି ଥିଲା […]

ପୁଣି ଅଶାନ୍ତ ମଣିପୁର

୬ମାସ ପାଇଁ ପୁରା ମଣିପୁରକୁ ‘ଅଶାନ୍ତ ଅଞ୍ଚଳ’ ଘୋଷଣା ଲଗାତାର କିଛି ଦିନର ଶାନ୍ତ ପରିସ୍ଥିତି ପରେ ଏବେ ପୁଣି ଅଶାନ୍ତ ହୋଇଛି ମଣିପୁର । ୬ମାସ ପାଇଁ ସାରା ରାଜ୍ୟକୁ ‘ଅଶାନ୍ତ ଅଞ୍ଚଳ’ […]

ମଥୁରା ଜଙ୍କସନରେ ଟ୍ରେନ ଦୁର୍ଘଟଣା !

ଟ୍ରାକ୍ ଛାଡ଼ି ପ୍ଲାଟଫର୍ମ ଉପରେ ମାଡ଼ିଗଲା ଟ୍ରେନ୍ ! ମଥୁରା ଜଙ୍କସନରେ ବଡଧରଣର ଦୁର୍ଘଟଣା । ହଠାତ୍ ଟ୍ରାକ୍ ଛାଡ଼ି ପ୍ଲାଟଫର୍ମ ଉପରେ ମାଡ଼ିଗଲା ଟ୍ରେନ୍ । ତେବେ ଭାରତରେ ଚଳିତ ବର୍ଷ ଅନେକ […]

ହରଡ଼ଘଣାରେ ବିଜେଡି ନେତା ପ୍ରଭାତ ବିଶ୍ଵାଳ !

ସିସୋର ଚିଟଫଣ୍ଡ ମାମଲାରେ ବିଶ୍ଵାଳ ଦମ୍ପତିଙ୍କ ବିରୋଧରେ ଚାର୍ଜସିଟ ଦାଖଲ କଲା ଇଡି ଦିନକୁ ଦିନ ବଢିବାରେ ଲାଗିଛି ବିଜେଡି ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ଅଡ଼ୁଆ । ସିସୋର ଚିଟଫଣ୍ଡ ସଂସ୍ଥାରେ […]