କର୍ମଚାରୀଙ୍କୁ ଠକିଛି ଜି.ଆର ଏଣ୍ଟରପ୍ରାଇଜେସ !

ଜିନ୍ଦଲରେ ଶ୍ରମିକଙ୍କୁ ଠକିଛି ଠିକା ସଂସ୍ଥା ! ବକେୟା ଦରମା ଦେବା ଦାବିରେ ଦାବିପତ୍ର ପ୍ରଦାନ । ଜିନ୍ଦଲ କାରଖାନାରେ କାର୍ଯ୍ୟରତ ଠିକା ଶ୍ରମିକ ମାନଙ୍କ ପକ୍ଷରୁ ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ଦିଆଯାଇଛି ଦାବିପତ୍ର […]

ଯାଜପୁର ରୋଡ଼ରେ ସୋନାକ୍ଷୀ ସିହ୍ନା

କଲ୍ୟାଣ ଜୁଏଲର୍ସରେ ସୁନା ବାଣ୍ଟିଲେ ସୋନା ! ଯାଜପୁରରେ ବଲିଉଡ଼ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା । ଯାଜପୁରର ଏକ ପ୍ରତିଷ୍ଠିତ ସୁନା ଦୋକାନ ଉଦଘାଟନ ଉତ୍ସବରେ ମୁଖ୍ୟ ଆକର୍ଷଣ ସାଜିଥିଲେ ସୋନାକ୍ଷୀ । ଯାଜପୁର […]

ହାଇକୋର୍ଟରେ ପହଞ୍ଚିଲା ବର୍ଷା-ଅନୁଭବ ଘରୋଇ କଳି !

ବର୍ଷା ପ୍ରିୟଦର୍ଶନୀଙ୍କୁ ହାଇକୋର୍ଟଙ୍କ ନୋଟିସ ! ଏବେ ହାଇକୋର୍ଟକୁ ଗଲା ବର୍ଷା-ଅନୁଭବ ଘରୋଇ କଳି । ତଳକୋର୍ଟରେ ନିରାଶ ହେବା ପରେ ହାଇକୋର୍ଟର ଦ୍ଵାରସ୍ଥ ହୋଇଛନ୍ତି ଅନୁଭବ ମହାନ୍ତି । ଆଉ ହାଇକୋର୍ଟ ମଧ୍ୟ […]

ଭିକାରୀଙ୍କୁ ରାସ୍ତାରୁ ଉଠାଇନେବ ବିଏମସି !

ରାଜଧାନୀରେ ବୁଲିପାରିବେନି ଭିକାରି, ଗାଇଡଲାଇନ ଆଣିଲା ବିଏମସି ! ଏଣିକି ରାସ୍ତାରେ ବୁଲିପାରିବେନି ଭିକାରୀ । ଭିକାରୀଙ୍କ ପାଇଁ ନୂଆ ଗାଇଡଲାଇନ ଆଣିଛି ବିଏମସି । ପାର୍ବଣରେ ଯେମିତି ରାସ୍ତା କଡରେ ବୁଲିବେନି ଭିକାରୀ […]

ସମଲିଙ୍ଗୀ ବିବାହକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ

”ଆଇନ ତିଆରି କରିପାରିବନି, ଆଇନକୁ ବ୍ୟାଖ୍ୟା କରିପାରିବ କୋର୍ଟ” ସମଲିଙ୍ଗୀ ବିବାହକୁ ନେଇ ବଡ ରାୟ ଶୁଣାଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଏହାର ବୈଧୀକରଣକୁ ନେଇ ସୁପ୍ରିମ୍‌କୋର୍ଟ ସଂରକ୍ଷିତ ରଖିଥିବା ରାୟ ପ୍ରକାଶ ପାଇଛି […]

ଋଣ ସୁଝିପାରିଲେନି ବୋଲି ନେଲେ ଚରମ ନିଷ୍ପତ୍ତି !

ଯାଜପୁରରେ ଚାଷୀ ଆତ୍ମହତ୍ୟା ! ପୁଣି ଋଣ ସୁଝିପାରିଲେନି ଚାଷୀ ।ଚାଷରେ କ୍ଷତି ହେବାରୁ ବିଷ ପିଇ କଲେ ଆତ୍ମହତ୍ୟା ! ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ […]

ଯାଜପୁର ମୋବାଇଲ ସ୍କ୍ବାର୍ଡକୁ ସଫଳତା, ୬୩ କେଜି ଗଞ୍ଜେଇ ଜବତ

ଗଞ୍ଜେଇ ଚୋରାଚାଲାଣ ବେଳେ ମାଡି ବସିଲା ପୋଲିସ ପୁଣି ମୋବାଇଲ ସ୍କ୍ବାର୍ଡକୁ ବଡ ସଫଳତା । ଜବତ ହେଲା ୬୩ କେଜିରୁ ଊର୍ଦ୍ଧ୍ଵ ଗଞ୍ଜେଇ । ଯାଜପୁର ଜିଲ୍ଲା ଅବକାରୀ ମୋବାଇଲ ସ୍କ୍ୱାର୍ଡ ପକ୍ଷରୁ […]

ସଞ୍ଜିବନୀ ସାଜିଛି ଅପରେସନ ‘ଅଜୟ’

ଏଯାଏଁ ଉଦ୍ଧାର ହେଲେଣି ୨୭୪ ଭାରତୀୟ ! ଜୋରଦାର ଚାଲିଛି ଅପରେସନ ଅଜୟ । ଇସ୍ରାଏଲ ଘମାଘୋଟ ଲଢେଇ ଭିତରୁ ବଞ୍ଚିବାର ରହ ନେଇ ସ୍ଵଦେଶ ଫେରୁଛନ୍ତି ଭାରତୀୟ । ଆଉ ଜୀବନ ଫେରିପାଇବା […]

ନବୀନ @୭୮…

ଶୁଭେଛୁଙ୍କ ସହ ଜନ୍ମଦିନ ପାଳିବେନି ନବୀନ ! ୭୮ ବର୍ଷରେ ପାଦ ଥାପିଲେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ତାଙ୍କ ଜନ୍ମଦିନ। ଗତ ମାସରେ ବଡ଼ ଭଉଣୀ ଗୀତା ମେହେଟାଙ୍କ […]

ଆଜି ପବିତ୍ର ମହାଳୟା !

ପିତୃପୁରୁଷଙ୍କ ମୋକ୍ଷ ପ୍ରଦାନ ନେମନ୍ତେ ଚାଲିଛି ପିଣ୍ଡଦାନ ! ଆଜି ପବିତ୍ର ମହାଳୟା ତଥା ପିତୃପକ୍ଷର ଶେଷ ଦିନ । ଏହି ଅବସରରେ ପିତୃପୁରୁଷଙ୍କ ମୋକ୍ଷ ପ୍ରାପ୍ତି ପାଇଁ ପିଣ୍ଡଦାନ କରୁଛନ୍ତି ଶ୍ରଦ୍ଧାଳୁ । […]