ପୁଣି ଏକ ଟ୍ରେନ୍ ଦୁର୍ଘଟଣାରୁ ବର୍ତ୍ତିଲା ଜନଶତାବ୍ଦୀ ଏକ୍ସପ୍ରେସ୍‌ । ହାଓଡ଼ାରୁ ଭୁବନେଶ୍ବର ଆସିବାବେଳେ ରାଧାମୋହନପୁର ଷ୍ଟେସନ୍‌ ପୂର୍ବରୁ ସାମ୍ନା ସାମ୍ନି ହେଲେ ଜନଶତାବ୍ଦୀ ଏକ୍ସପ୍ରେସ୍‌ ଓ ଖଡ଼ଗପୁର-ହାଓଡ଼ା ଲୋକାଲ ଟ୍ରେନ୍