୧୦ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ସୂଚନା

ଖୋଲିଲା ହୀରାକୁଦର ଆଉ ୬ଗେଟ୍ ରାଜ୍ୟରେ ବନ୍ୟା ପରିସ୍ଥିତି ନେଇ ୧୦ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ସ୍ବତନ୍ତ୍ର ରିଲିଫ କମିସନର। ସମ୍ବଲପୁର, ସୋନପୁର, ନୟାଗଡ଼, ଅନୁଗୁଳ, ବୌଦ୍ଧ, ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର […]

ମୁଣ୍ଡଳି ବ୍ୟାରେଜରେ ପହଞ୍ଚିଲା ବର୍ଷର ପ୍ରଥମ ବନ୍ୟାଜଳ

ମୁଣ୍ଡଳିରେ ହୀରାକୁଦ ପାଣି, ଫୁଲୁଛି ମହାନଦୀ କଟକ ମୁଣ୍ଡଳି ବ୍ୟାରେଜରେ ପହଞ୍ଚିଲା ବର୍ଷର ପ୍ରଥମ ବନ୍ୟାଜଳ । ଫଳରେ ଫୁଲୁଛି ମହାନଦୀ ଓ ଅନ୍ୟ ଶାଖା ନଦୀର ଜଳସ୍ତର । ଜଳ ସମ୍ପଦ ବିଭାଗ […]

ହୀରାକୁଦ ଡ୍ୟାମ୍‌ର ନିଷିଧାଞ୍ଚଳରେ ଉଡ଼ିଲା ଡ୍ରୋନ୍, ଭାଇରାଲ ହେଲା ଭିଡିଓ

ହୀରାକୁଦ ଡ୍ୟାମ୍‌ର ନିଷିଦ୍ଧାଞ୍ଚଳରେ ଉଡ଼ିଲା ଡ୍ରୋନ୍ ହୀରାକୁଦ ଡ୍ୟାମ୍‌ର ନିଷିଦ୍ଧାଞ୍ଚଳରେ ଉଡ଼ିଲା ଡ୍ରୋନ୍। ଖୁଲମଖୁଲା ହେଲା କଡ଼ାକଡ଼ି ନିୟମର ଉଲ୍ଳଂଘନ । ଆଉ ଏହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେଉଛି। ଛତିଶଗଡ଼ରେ […]

ହୀରାକୁଦ ଛାଡ଼ିଲା ବର୍ଷର ପ୍ରଥମ ବନ୍ୟାଜଳ

ଖୋଲିଲା ହୀରାକୁଦର ୨୦ଗେଟ୍ ଖୋଲିଲା ହୀରାକୁଦ ଗେଟ୍। ୨୦ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ଚଳିତବର୍ଷର ପ୍ରଥମ ବନ୍ୟା ଜଳ। ତିନୋଟି ପର୍ଯ୍ୟାୟରେ ଗେଟ୍ ଖୋଲାଯାଇ ବନ୍ୟାଜଳ ଛଡ଼ାଯାଇଛି। ଏପଟେ ମହାନଦୀକୁ ବନ୍ୟାଜଳ ଛଡ଼ାଯିବା […]

ହୁଳୁହୁଳା ପୋଲ ଉପରେ ୩ ଫୁଟର ବନ୍ୟାଜଳ

ବାଙ୍କୀରେ ବନ୍ୟା ଜଳ ବାଙ୍କୀରେ ପ୍ରବେଶ କଲା ମହାନଦୀର ବନ୍ୟାଜଳ । ବନ୍ୟାପାଣି ପଶିବା ଯୋଗୁଁ ରତାଗଡ଼ ଜାତମୁଣ୍ଡିଆ ରାସ୍ତାର ହୁଳୁହୁଳା ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ ହେଉଛି । ବାଙ୍କୀ […]

ଉଛୁଳୁଛି ମହାନଦୀ !

ଉପରମୁଣ୍ଡରେ ପ୍ରବଳ ବର୍ଷା, ତଳିଆ ଅଞ୍ଚଳକୁ ବନ୍ୟା ଭୟ ! ରାଜ୍ୟରେ ଲଗାଣ ବର୍ଷା ଭଲ କରୁଛି ଜନଜୀବନ । ତେବେ ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଫୁଲିବାରେ ଲାଗିଛି ହୀରାକୁଦ ଜଳସ୍ତର । […]

ଉପରମୁଣ୍ଡରେ ଲଗାଣ ବର୍ଷା, ଖୋଲିଲା ହୀରାକୁଦ ଗେଟ୍

୧୦ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ ! ଉପର ମୁଣ୍ଡରରେ ଲଗାଣ ବର୍ଷା ଯୋଗୁଁ ଫୁଲିଛି ହୀରାକୁଦ ଜଳ ଭଣ୍ଡାର । ତେବେ ବିପଦ ଆସିବା ପୂର୍ବରୁ ହିଁ ସଜାଗ ହୋଇଛନ୍ତି ହୀରାକୁଦ […]

କମିଲା ହୀରାକୁଦ ଜଳସ୍ତର, ବନ୍ଦ ହେଲା ୧୦ ଗେଟ୍

ଏବେ ୧୦ଟି ଗେଟରେ ଚାଲିଛି ବନ୍ୟାଜଳ ନିଷ୍କାସନ ଧୀରେଧୀରେ କମୁଛି ହୀରାକୁଦର ଜଳସ୍ତର , କମୁଛି ବିପଦ। ହିରାକୁଦରେ ଜଳସ୍ତର ହ୍ରାସ ପାଇଥିବାରୁ ବନ୍ଦ ହୋଇଛି ୧୦ଟି ଗେଟ୍ । ଜଳଭଣ୍ଡାରରେ ବନ୍ୟା ଜଳ […]

ଫୁଲୁଛି ହୀରାକୁଦ ଜଳଭଣ୍ଡାର, ଆସିବ କି ବଡ ବନ୍ୟା !

ମୁଣ୍ଡଳୀରେ କମିଛି ଜଳସ୍ତର ଫୁଲୁଛି ହୀରାକୁଦ , ଆତଙ୍କିତ ତଳିଆ ଲୋକେ । ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁ ହୀରାକୁଦ ଡ୍ୟାମରେ ଜଳସ୍ତର ବଢିବାରେ ଲାଗିଛି । ହୀରାକୁଦ ଡ୍ୟାମର ୨ଟି ଗେଟ୍ […]

ବଢୁଛି ହୀରାକୁଦ ଜଳସ୍ତର, ଖୋଲିଲା ଆଉ ୩ ଗେଟ

ଖୋଲିଲା ହୀରାକୁଦ ଜଳଭଣ୍ଡାରର ଆଉ ୩ଟି ଗେଟ୍। ବଢୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର । ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶର ମାତ୍ରା ବଢ଼ିବାରେ ଲାଗିଛି । ଜଳସ୍ତର ବଢୁଥିବାରୁ ଖୋଲାଗଲା ହୀରାକୁଦର ଆଉ ୩ଟି ଗେଟ୍ । ଜଳଭଣ୍ଡାରରେ […]

ଖୋଲିଲା ହୀରାକୁଦ ଗେଟ୍

ନିଷ୍କାସିତ ହେଲା ବର୍ଷର ପ୍ରଥମ ବନ୍ୟାଜଳ ଖୋଲିଲା ହୀରାକୁଦ ଜଳଭଣ୍ଡାରର ଗେଟ୍ । ଏବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସିତ । ବାମ ପାର୍ଶ୍ୱର ୩ଟି ଓ ଡାହାଣ ପାର୍ଶ୍ୱର ୨ଟି ଗେଟ୍ ଖୋଲାଯିବ । […]