heavyrain - ଯଯାତି ଏକ୍ସପ୍ରେସ https://jajatiexpress.com ପରିବର୍ତ୍ତନର ନୂଆ ସିପାହୀ Sat, 02 Dec 2023 15:11:55 +0000 en-US hourly 1 https://wordpress.org/?v=7.0.2 https://i0.wp.com/jajatiexpress.com/wp-content/uploads/2023/05/cropped-360x_360_FACEBOOK_DP_1-1.jpg?fit=32%2C32&ssl=1 heavyrain - ଯଯାତି ଏକ୍ସପ୍ରେସ https://jajatiexpress.com 32 32 218458249 ସମ୍ଭାବ୍ୟ ବର୍ଷା ପାଇଁ ଛୁଟି ବାତିଲ କଲେ ସରକାର https://jajatiexpress.com/odisha/5-districts-agriculture-officers-leave-cancelled-ahead-of-possible-cyclone-rain/ Sat, 02 Dec 2023 15:11:14 +0000 https://jajatiexpress.com/?p=5783 ୩ରୁ ୬ତାରିଖ ପର୍ଯ୍ୟନ୍ତ କୃଷି ଅଧିକାରୀଙ୍କ ଛୁଟି ବାତିଲ ବାତ୍ୟା ପ୍ରଭାବରେ ଓଡିଶାରେ ହେବାକୁଥିବା ସମ୍ଭାବ୍ୟ ବର୍ଷା ପାଇଁ ଛୁଟି ବାତିଲ କରିଛନ୍ତି ସରକାର । ୫ଜିଲ୍ଲାର କୃଷି ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି […]

The post ସମ୍ଭାବ୍ୟ ବର୍ଷା ପାଇଁ ଛୁଟି ବାତିଲ କଲେ ସରକାର first appeared on ଯଯାତି ଏକ୍ସପ୍ରେସ.

]]>
5783
ଗଣେଶ ପୂଜାରେ ଭିଜିଲା ସାରା ଓଡ଼ିଶା https://jajatiexpress.com/odisha/heavy-rain-alert-in-odisha/ Tue, 19 Sep 2023 12:11:51 +0000 https://jajatiexpress.com/?p=4131 ତିନି ଦିନ ଲଗାତାର ବର୍ଷିବ ତୁହାକୁ ତୁହା ବର୍ଷାରେ ଭିଜୁଛି ଓଡ଼ିଶା । ଘୂର୍ଣ୍ଣିବଳୟ ପ୍ରଭାବରେ ଜାରି ରହିଛି ବର୍ଷା । ଓଡିଶାର ଅଧିକାଂଶ ଜିଲ୍ଲାରେ ହାଲୁକାରୁ ମଧ୍ୟମଧରଣର ବର୍ଷା ନେଇ ପୂର୍ବାନୁମାନ କରିଛି […]

The post ଗଣେଶ ପୂଜାରେ ଭିଜିଲା ସାରା ଓଡ଼ିଶା first appeared on ଯଯାତି ଏକ୍ସପ୍ରେସ.

]]>
4131
ପୁଣି ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ https://jajatiexpress.com/odisha/heavy-rains-might-be-dampen-ganesh-puja-in-odisha/ Mon, 18 Sep 2023 10:43:17 +0000 https://jajatiexpress.com/?p=4084 ଧୋଇ ହୋଇଯିବ ଗଣେଶ ପୂଜା, ୧୨ ଜିଲ୍ଲାରେ ଝଡ଼ବର୍ଷା ସମ୍ଭାବନା ଉତ୍ତର-ପୂର୍ବ ଓ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ଯାହା କି ସମୁଦ୍ର ପତ୍ତନଠାରୁ ୫.୮ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ […]

The post ପୁଣି ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ first appeared on ଯଯାତି ଏକ୍ସପ୍ରେସ.

]]>
4084
୮ ଜିଲ୍ଲାକୁ ବର୍ଷା ନେଇ ସତର୍କ ସୂଚନା https://jajatiexpress.com/odisha/thunderstorm-with-heavy-rain-warnning-in-10-district-of-odisha/ Sun, 17 Sep 2023 13:15:13 +0000 https://jajatiexpress.com/?p=4060 ୧୦ଟି ଜିଲ୍ଲାରେ ବଜ୍ରପାତ ସହ ଝଡ଼ବର୍ଷାର ସମ୍ଭାବନା ବଙ୍ଗୋପସାଗରର କେନ୍ଦ୍ରୀୟ ଅଞ୍ଚଳରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଏବେ ଦୁର୍ବଳ ହୋଇଛି । ଏହାର ଆଉ କୌଣସି ପ୍ରଭାବ ଏବେ ରାଜ୍ୟ ଉପରେ ନାହିଁ । […]

The post ୮ ଜିଲ୍ଲାକୁ ବର୍ଷା ନେଇ ସତର୍କ ସୂଚନା first appeared on ଯଯାତି ଏକ୍ସପ୍ରେସ.

]]>
4060
ଦୁଇ ଦିନ ପ୍ରବଳ ବର୍ଷା ନେଇ ସତର୍କତା https://jajatiexpress.com/odisha/heavy-rain-alert-for-13-districts-of-odisha/ Thu, 07 Sep 2023 07:51:42 +0000 https://jajatiexpress.com/?p=3610 ଜାଣନ୍ତୁ ଆପଣଙ୍କ ଜିଲ୍ଲାରେ ବର୍ଷା ହେବ ନା ନାହିଁ ଦୁର୍ବଳ ହୋଇଛି ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଆନ୍ଧ୍ର ଉପକୂଳରେ ଥିବା ଲଘୁଚାପ । ଲଘୁଚାପ ସହ ଜଡିତ ଘୂର୍ଣ୍ଣିବଳୟ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶା […]

The post ଦୁଇ ଦିନ ପ୍ରବଳ ବର୍ଷା ନେଇ ସତର୍କତା first appeared on ଯଯାତି ଏକ୍ସପ୍ରେସ.

]]>
3610
ଆଗାମୀ ୨୪ ଘଣ୍ଟାରେ ବର୍ଷା ! https://jajatiexpress.com/odisha/thunderstorm-with-heavy-rain-warning-for-odisha/ Sun, 27 Aug 2023 11:54:08 +0000 https://jajatiexpress.com/?p=3222 ଝଡ଼ବର୍ଷା ନେଇ ସତର୍କ ସୂଚନା ରାଜ୍ୟରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଅର୍ଥାତ୍‌ ଆସନ୍ତାକାଲି ଅପରାହ୍ନ ସୁଦ୍ଧା ଉତ୍ତର ଓ ଦକ୍ଷିଣ ଓଡ଼ିଶାର ୧୨ଟି ଜିଲ୍ଲାରେ କାଳବେଶାଖୀ ଜନିତ ଝଡ଼ବର୍ଷାର ସମ୍ଭାବନା ରହଥିବା ନେଇ […]

The post ଆଗାମୀ ୨୪ ଘଣ୍ଟାରେ ବର୍ଷା ! first appeared on ଯଯାତି ଏକ୍ସପ୍ରେସ.

]]>
3222
ଆଜି ବି ଭିଜିବ ସାରା ଓଡ଼ିଶା https://jajatiexpress.com/odisha/heavy-rain-in-odisha-from-today-to-26th-august/ Fri, 25 Aug 2023 05:19:14 +0000 https://jajatiexpress.com/?p=3127 ୨୭ରୁ କମିବ ବର୍ଷାର ପରିମାଣ ଆଜି ବି ଭିଜିବ ସାରା ରାଜ୍ୟ । ଅଧିକାଂଶ ସ୍ଥାନରେ ଘଡଘଡି ବିଜୁଳି ସହିତ ବର୍ଷା ନେଇ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । […]

The post ଆଜି ବି ଭିଜିବ ସାରା ଓଡ଼ିଶା first appeared on ଯଯାତି ଏକ୍ସପ୍ରେସ.

]]>
3127
ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ଅଘଟଣ https://jajatiexpress.com/odisha/6-death-for-thunderstroom-in-bhadrak-and-balasore/ Wed, 16 Aug 2023 20:40:56 +0000 https://jajatiexpress.com/?p=2778 ପ୍ରବଳ ବର୍ଷା ଓ ବଜ୍ରପାତ ନେଲା ୬ ଜଣଙ୍କ ଜୀବନ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ଅଘଟଣ । ପ୍ରବଳ ବର୍ଷା ଓ ବଜ୍ରପାତରେ ୬ ଜଣଙ୍କ ଜୀବନ ଯାଇଛି । ୮ ଜଣ […]

The post ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ଅଘଟଣ first appeared on ଯଯାତି ଏକ୍ସପ୍ରେସ.

]]>
2778
ଆପ୍ରୋଚ୍ ରୋଡ୍ ଭସାଇନେଲା ଯାତାୟତର ମାଧ୍ୟମ https://jajatiexpress.com/odisha/heavy-flood-in-kandhamal-district/ Sat, 29 Jul 2023 13:52:14 +0000 https://jajatiexpress.com/?p=1905 ବାହ୍ୟ ଜଗତରୁ ବିଚ୍ଛିନ୍ନ ୧୫ରୁ ଅଧିକ ଗାଁ ପାଣି ଘେରରେ ଗାଁ । ଜଳବନ୍ଦୀ ଜୀବନ କାଟୁଛନ୍ତି ହଜାରେରୁ ଅଧିକ ଲୋକ । ୧୫ରୁ ଊର୍ଦ୍ଧ୍ୱ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ଲୋକମାନେ ଗୃହବନ୍ଦୀ […]

The post ଆପ୍ରୋଚ୍ ରୋଡ୍ ଭସାଇନେଲା ଯାତାୟତର ମାଧ୍ୟମ first appeared on ଯଯାତି ଏକ୍ସପ୍ରେସ.

]]>
1905
ଓଡ଼ିଶା ଉପକୂଳରେ ସକ୍ରିୟ ରହିଛି ଲଘୁଚାପ https://jajatiexpress.com/odisha/heavy-rainfall-in-odisha/ Fri, 28 Jul 2023 09:49:12 +0000 https://jajatiexpress.com/?p=1863 ସାରା ରାଜ୍ୟରେ ତୁହାକୁ ତୁହା ବର୍ଷା ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳରେ ସକ୍ରିୟ ରହିଛି ଲଘୁଚାପ । ପ୍ରଭାବରେ ସାରା ରାଜ୍ୟରେ ତୁହାକୁ ତୁହା ବର୍ଷା ଲାଗି ରହିଛି । ବିଶେଷ […]

The post ଓଡ଼ିଶା ଉପକୂଳରେ ସକ୍ରିୟ ରହିଛି ଲଘୁଚାପ first appeared on ଯଯାତି ଏକ୍ସପ୍ରେସ.

]]>
1863