ଆଇସିସିର କାର୍ଯ୍ୟାନୁଷ୍ଠାନ: ଖେଳିପାରିବେନି ଦୁଇଟି ମ୍ୟାଚ୍ ଭାରତୀୟ ମହିଳା କ୍ରିକେଟ୍ ଦଳର ଅଧିନାୟିକା ହରମନପ୍ରୀତ କୌରଙ୍କ ବିରୋଧରେ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ ବା ଆଇସିସି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ବାଂଲାଦେଶ ବିପକ୍ଷ ମ୍ୟାଚରେ […]