ସନିଙ୍କ ଉପରେ ଦୁଃଖର ପାହାଡ଼

ନିଲାମ ହେବ ‘ସନି ଭିଲ୍ଲା’ ସନି ଦେଓଲଙ୍କ ଅଭିନୀତ ‘ଗଦର-୨’ ୩୦୦ କୋଟି ଟଙ୍କାର ରୋଜଗାର କରି ସାରିଲାଣି । ରିଲିଜ୍‌‌ ହେବା ଦିନଠାରୁ ସିନେମାଟି ଚର୍ଚ୍ଚାରେ ରହିଛି। ‘ଗଦର-୨’କୁ ମିଳିଥିବା ସଫଳତା ପରେ […]