କର୍ପୋରେଟର ଚାକିରିଆଙ୍କୁ ହୋଇପାରେ ଏହି ରୋଗ ବର୍ତ୍ତମାନର ପରିବର୍ତ୍ତିତ ଜୀବନଶୈଳୀ କାରଣରୁ ନୂଆ ନୂଆ ରୋଗ ମାଡିବସୁଛି। ଏଥିମଧ୍ୟରୁ ଫାଇବ୍ରୋମିଲଜିଆ ଆଉ ଏକ ସମସ୍ୟା ଭାବେ ଉଭା ହୋଇଛି। କେବଳ କର୍ପୋରେଟରେ କାମ କରିଥିବା […]