ମୋଟାପଣ ଦୂର କରିବା ଫୁଲକୋବି ଆଜିକାଲି ଦୁନିଆରେ କିଏ ବା ଫିଟ୍ ରହିବାକୁ ନ ଚାହୁଁଛି । ଯୁବପିଢ଼ିଙ୍କ ମଧ୍ୟରେ ଗୋଟିଏ ନିଶା କେମିତି ନିଜକୁ ଫିଟ୍ ରଖିବେ। ଫିଟନେସ ଉପରେ ଅଧିକ ଧ୍ୟାନ […]