ଘରୋଇ ଉପକରଣରେ ପିତ୍ତଳ ବାସନ ହେବ ଚକାଚକ୍ ପିତ୍ତଳ ବାସନକୁ ହିନ୍ଦୁ ଧର୍ମରେ ବହୁତ ଗୁରୁତ୍ୱ ଦିଆଯାଇଛି । ଏହି ବାସନଗୁଡିକ ବିଶେଷ ଭାବରେ ଉପାସନା କିମ୍ବା ପର୍ବ ଅବସରରେ ବ୍ୟବହୃତ ହୁଏ । […]