ପରିବା ଭ୍ୟାନ୍ ଚାପରେ ଶିଶୁ ମୃତ ପରିବା ବୋଝେଇ ପିକଅପ୍ ଭ୍ୟାନ ଚାପାରେ ୪ ବର୍ଷର ଶିଶୁକନ୍ୟା ମୃତ । ଗଜପତି ଜିଲ୍ଲା ଅଡବା ଥାନା ଗଣ୍ଡାଗୁଡା ଗାଁରେ ଦୁର୍ଘଟଣା । ଘଟଣାସ୍ଥଳରେ ଉତ୍ତେଜନା […]