doctor - ଯଯାତି ଏକ୍ସପ୍ରେସ https://jajatiexpress.com ପରିବର୍ତ୍ତନର ନୂଆ ସିପାହୀ Tue, 20 Aug 2024 08:18:04 +0000 en-US hourly 1 https://wordpress.org/?v=7.0.2 https://i0.wp.com/jajatiexpress.com/wp-content/uploads/2023/05/cropped-360x_360_FACEBOOK_DP_1-1.jpg?fit=32%2C32&ssl=1 doctor - ଯଯାତି ଏକ୍ସପ୍ରେସ https://jajatiexpress.com 32 32 218458249 ‘ଡାକ୍ତରଙ୍କ ସୁରକ୍ଷା ପାଇଁ ଟାସ୍କଫୋର୍ସ’ https://jajatiexpress.com/country/kolkata-murder-case-supreme-court-says-lack-of-safety-at-work-is-denying-womens-safety/ Tue, 20 Aug 2024 08:04:31 +0000 https://jajatiexpress.com/?p=12305 ‘କୋଲକାତା ଘଟଣା, ସିବିଆଇକୁ ରିପୋର୍ଟ ତଲବ’ କୋଲକାତା ଦୁଷ୍କର୍ମ ଓ ହତ୍ୟା ମାମଲାରେ ମମତା ସରକାର ଓ ପଶ୍ଚିମବଙ୍ଗ ପୋଲିସ ଉପରେ ପ୍ରବଳ ବର୍ଷିଛନ୍ତି ସୁପ୍ରିମକୋର୍ଟ । ଏଥି ସହିତ ଏହି ମାମଲାରେ ସିବିଆଇକୁ […]

The post ‘ଡାକ୍ତରଙ୍କ ସୁରକ୍ଷା ପାଇଁ ଟାସ୍କଫୋର୍ସ’ first appeared on ଯଯାତି ଏକ୍ସପ୍ରେସ.

]]>
12305
ପଶ୍ଚିମବଙ୍ଗ ମନ୍ତ୍ରୀଙ୍କ ଦବଙ୍ଗଗିରି https://jajatiexpress.com/country/minister-udayan-guha-makes-controversial-remarks-on-doctor-protest/ Mon, 19 Aug 2024 13:32:47 +0000 https://jajatiexpress.com/?p=12296 ‘ମମତା ବାନାର୍ଜୀଙ୍କୁ ବିରୋଧ କଲେ ଆଙ୍ଗୁଠି ଭାଙ୍ଗି ଦେବୁ’ ପଶ୍ଚିମବଙ୍ଗ ମନ୍ତ୍ରୀଙ୍କ ଦବଙ୍ଗଗିରି । କହିଲେ କୋଲକାତା ମହିଳ ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରକୁ ଆଙ୍ଗୁଠି ଉଠାଇଲେ […]

The post ପଶ୍ଚିମବଙ୍ଗ ମନ୍ତ୍ରୀଙ୍କ ଦବଙ୍ଗଗିରି first appeared on ଯଯାତି ଏକ୍ସପ୍ରେସ.

]]>
12296
କୋଲକାତାରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା https://jajatiexpress.com/country/supreme-court-takes-suo-motu-cognizance-of-kolkata-rape-murder-case-hearing-on-tuesday-news/ Mon, 19 Aug 2024 06:01:44 +0000 https://jajatiexpress.com/?p=12276 କୋଲକାତା ମାମଲା, ସୁପ୍ରିମକୋର୍ଟରେ ହେବ ଶୁଣାଣି କୋଲକାତାରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ। ନିଜ ଆଡ଼ୁ ହସ୍ତକ୍ଷେପ କରି ମାମଲାର ଶୁଣାଣି ପାଇଁ ନିଷ୍ପତ୍ତି ନେଇଛନ୍ତି ସର୍ବୋଚ୍ଚ […]

The post କୋଲକାତାରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା first appeared on ଯଯାତି ଏକ୍ସପ୍ରେସ.

]]>
12276
ଦେଶବ୍ୟାପୀ ତେଜୁଛି ଅନ୍ଦୋଳନ, ଅଡୁଆରେ ମମତାଙ୍କ ଚଉକି https://jajatiexpress.com/country/mamata-banerjee-s-defensive-stance-amidst-nationwide-protests-in-west-bengal/ Sun, 18 Aug 2024 13:21:12 +0000 https://jajatiexpress.com/?p=12267 ଚାଲିଯିବ କି ମମତାଙ୍କ ଚଉକି? ପ୍ରତିବାଦର ନିଆଁରେ ଜଳୁଛି ପଶ୍ଚିମବଙ୍ଗ । ଧୀରେ ଧୀରେ ବ୍ୟାପୁଛି ଅରାଜକତା, ହିଂସା ଓ ପ୍ରତିହିଂସା । ହେଲେ ସମସ୍ୟାର ସମାଧାନ କରିବା ଛାଡ଼ି ନିଜ ସୁରକ୍ଷା ଚିନ୍ତାରେ […]

The post ଦେଶବ୍ୟାପୀ ତେଜୁଛି ଅନ୍ଦୋଳନ, ଅଡୁଆରେ ମମତାଙ୍କ ଚଉକି first appeared on ଯଯାତି ଏକ୍ସପ୍ରେସ.

]]>
12267
ଦେଶବ୍ୟାପୀ୨୪ ଘଣ୍ଟିଆ ଡାକ୍ତର ଆନ୍ଦୋଳନ https://jajatiexpress.com/odisha/doctors-strike-to-protest-rape-murder-of-trainee-medic-in-rg-kar-medical-college-and-hospital/ Sat, 17 Aug 2024 14:57:02 +0000 https://jajatiexpress.com/?p=12245 ଡାକ୍ତରଙ୍କ ଆନ୍ଦୋଳନ, ରୋଗୀ ସେବା ବନ୍ଦ କୋଲକାତାରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ନିଆଁ ସମଗ୍ର ଦେଶରେ ବ୍ୟାପିବାକୁ ଲାଗିଥିବା ବେଳେ ଏହା ଥମିବା ନାଁ ଧରୁନି। ସବୁଆଡ଼େ ପ୍ରତିବାଦ ଦେଖିବାକୁ […]

The post ଦେଶବ୍ୟାପୀ୨୪ ଘଣ୍ଟିଆ ଡାକ୍ତର ଆନ୍ଦୋଳନ first appeared on ଯଯାତି ଏକ୍ସପ୍ରେସ.

]]>
12245
ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାର ତଦନ୍ତ କରିବ ସିବିଆଇ https://jajatiexpress.com/country/kolkata-doctor-rape-and-murder-case/ Wed, 14 Aug 2024 02:32:36 +0000 https://jajatiexpress.com/?p=12144 ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା, ଆଜି ପଶ୍ଚିମବଙ୍ଗ ଯିବ CBI କୋଲକାତାରେ ଲେଡି ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାର ତଦନ୍ତ କରିବ ସିବିଆଇ । ଆଜି ପଶ୍ଚିମବଙ୍ଗ ଯିବ […]

The post ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାର ତଦନ୍ତ କରିବ ସିବିଆଇ first appeared on ଯଯାତି ଏକ୍ସପ୍ରେସ.

]]>
12144
କର୍ଣ୍ଣାଟକରୁ ଠାବ ହେଲେ ଡାକ୍ତର ଅମ୍ଳାନ https://jajatiexpress.com/odisha/kidnapped-doctor-from-malkangiri-tracked-from-bangalore/ Wed, 05 Jun 2024 10:59:46 +0000 https://jajatiexpress.com/?p=10441 କର୍ଣ୍ଣାଟକରୁ ଠାବ ହେଲେ ଡାକ୍ତର ଅମ୍ଳାନ ୫ ଦିନ ତଳେ ନିଖୋଜ ହୋଇଥିବା ଡାକ୍ତର ଅମ୍ଳାନ ଭୋଇ ଶେଷରେ ଠାବ ହୋଇଛନ୍ତି। ମାଲକାନଗିରିରୁ ନିଖୋଜ ହୋଇଥିବା ଡାକ୍ତର ଅମ୍ଲାନ କର୍ଣ୍ଣାଟକାରୁ ଠାବ ହୋଇଛନ୍ତି। କାଲିମେଳା […]

The post କର୍ଣ୍ଣାଟକରୁ ଠାବ ହେଲେ ଡାକ୍ତର ଅମ୍ଳାନ first appeared on ଯଯାତି ଏକ୍ସପ୍ରେସ.

]]>
10441
ରୋଗୀଙ୍କ ମୃତ୍ୟୁକୁ ନେଇ ମଦ୍ୟପ ଡାକ୍ତରଙ୍କୁ ନିସ୍ତୁକ ମାଡ଼ https://jajatiexpress.com/odisha/attack-on-doctor-in-bolangir-medical-college/ Tue, 30 Jan 2024 05:34:09 +0000 https://jajatiexpress.com/?p=7331 ରୋଗୀଙ୍କ ମୃତ୍ୟୁ, ଡାକ୍ତରଙ୍କୁ ନିସ୍ତୁକ ମାଡ଼ ରୋଗୀଙ୍କ ମୃତ୍ୟୁକୁ ନେଇ ମଦ୍ୟପ ଡାକ୍ତରଙ୍କୁ ନିସ୍ତୁକ ମାଡ଼ । ରୋଗୀ ମୃତ୍ୟୁକୁ ନେଇ ହସ୍ପିଟାଲରେ ଉତ୍ତେଜନା । ଚିକିତ୍ସାରେ ଅବହେଳା ଅଭିଯୋଗ କରି ଡାକ୍ତରକୁ ନିସ୍ତୁକ […]

The post ରୋଗୀଙ୍କ ମୃତ୍ୟୁକୁ ନେଇ ମଦ୍ୟପ ଡାକ୍ତରଙ୍କୁ ନିସ୍ତୁକ ମାଡ଼ first appeared on ଯଯାତି ଏକ୍ସପ୍ରେସ.

]]>
7331
ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶନାମା https://jajatiexpress.com/odisha/department-of-health-guidelines-doctor-write-beautifull-latter/ Fri, 12 Jan 2024 15:22:22 +0000 https://jajatiexpress.com/?p=6862 ବଡ଼ ଅକ୍ଷରରେ ଲେଖିବେ ଡାକ୍ତର ବଡ଼ ଅକ୍ଷରରେ ଲେଖିବେ ଡାକ୍ତର । ଏନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶନାମା ଜାରି କରିଛି । ସ୍ପଷ୍ଟ ଅକ୍ଷରରେ କିମ୍ବା ଟାଇପ କରି ଔଷଧ […]

The post ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶନାମା first appeared on ଯଯାତି ଏକ୍ସପ୍ରେସ.

]]>
6862
ରୋଗୀଙ୍କ ପ୍ରେସକ୍ରିପସନ୍ ସ୍ପଷ୍ଟ ଭାବେ ଲେଖ: ହାଇକୋର୍ଟ https://jajatiexpress.com/odisha/highcourt-tells-doctors-to-write-medical-prescriptions-in-capital-letter-for-clarity/ Sun, 07 Jan 2024 15:45:20 +0000 https://jajatiexpress.com/?p=6738 ରୋଗୀଙ୍କ ପ୍ରେସକ୍ରିପସନ୍ ସ୍ପଷ୍ଟ ଭାବେ ଲେଖ: ହାଇକୋର୍ଟ ରୋଗୀଙ୍କ ପ୍ରେସକ୍ରିପସନ୍ ସ୍ପଷ୍ଟ ଭାବେ ଲେଖ । ସମସ୍ତ ମେଡିକାଲ ସେଣ୍ଟର, ଘେରାଇ କ୍ଲିନିକ, ମେଡିକାଲ କଲେଜ ଓ ହସ୍ପିଟାଲ ପାଇଁ ଏନେଇ ମୁଖ୍ୟ ସଚିବ […]

The post ରୋଗୀଙ୍କ ପ୍ରେସକ୍ରିପସନ୍ ସ୍ପଷ୍ଟ ଭାବେ ଲେଖ: ହାଇକୋର୍ଟ first appeared on ଯଯାତି ଏକ୍ସପ୍ରେସ.

]]>
6738
”ଡାକ୍ତର ହେଉଛନ୍ତି ନରରୂପୀ ନାରାୟଣ” https://jajatiexpress.com/odisha/president-draupadi-murmu-in-scb-medical-college/ Wed, 26 Jul 2023 12:08:53 +0000 https://jajatiexpress.com/?p=1742 ଡାକ୍ତରୀ ବୃତ୍ତି ନୁହେଁ ବ୍ରତ: ରାଷ୍ଟ୍ରପତି ଲୋକେ ଡାକ୍ତର, ଓକିଲ ଓ ଶିକ୍ଷକଙ୍କୁ ଭଗବାନ ମାନନ୍ତି। ଡାକ୍ତରମାନେ ନିଷ୍ଠାର ସହିତ ସେବା କରି ରୋଗୀଙ୍କୁ ଭଲ କରି ପାରନ୍ତି। ଭଗବାନଙ୍କୁ ଆମେ ଦେଖି ନାହୁଁ। […]

The post ”ଡାକ୍ତର ହେଉଛନ୍ତି ନରରୂପୀ ନାରାୟଣ” first appeared on ଯଯାତି ଏକ୍ସପ୍ରେସ.

]]>
1742