ପୁଣି ଶ୍ୱାସରୁଦ୍ଧ ହୋଇ ଗଲା ୨ ଜୀବନ

ସ୍ବରେଜ ଚାମ୍ବର ଭିତରେ ୨ ଶ୍ରମିକଙ୍କ ମୃତ୍ୟୁ ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୨ ଜଣଙ୍କ ମୃତ୍ୟୁ ଘଟିଛି। ଭୁବନେଶ୍ୱର ଶିଶୁପାଳଗଡ଼ ରଘୁନାଥ ନଗର ଲେନ୍-୨ରେ ଆଜି ଘଟିଛି ଏହି ଦୁଃଖଦ ଘଟଣା। ପାଇଖାନା ଟାଙ୍କି […]

ଆପ୍ରୋଚ୍ ରୋଡ୍ ଭସାଇନେଲା ଯାତାୟତର ମାଧ୍ୟମ

ବାହ୍ୟ ଜଗତରୁ ବିଚ୍ଛିନ୍ନ ୧୫ରୁ ଅଧିକ ଗାଁ ପାଣି ଘେରରେ ଗାଁ । ଜଳବନ୍ଦୀ ଜୀବନ କାଟୁଛନ୍ତି ହଜାରେରୁ ଅଧିକ ଲୋକ । ୧୫ରୁ ଊର୍ଦ୍ଧ୍ୱ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ଲୋକମାନେ ଗୃହବନ୍ଦୀ […]

ଟ୍ରେଡ୍ ୟୁନିୟନ ନେତା ଦତ୍ତ ସାମନ୍ତ ହତ୍ୟା ମାମଲା

ଅଣ୍ଡରଓ୍ବାର୍ଲ୍ଡ ଡନ୍ ଛୋଟା ରାଜନ ଦୋଷମୁକ୍ତ ଅପରାଧୀ ତଥା ଅଣ୍ଡରଓ୍ବାର୍ଲ୍ଡ ଡନ୍ ଛୋଟା ରାଜନ ନାଁ ତ ଆପଣ ନିଶ୍ଚୟ ଶୁଣିଥିବେ । ମୁମ୍ବାଇର ଟ୍ରେଡ୍ ୟୁନିୟନ ନେତା ଦତ୍ତ ସାମନ୍ତ ହତ୍ୟା ମାମଲାରେ […]

“ଗ୍ଲୋବାଲ ଓ୍ବାର୍ମିଂ ନୁହେଁ, ଗ୍ଲୋବାଲ ବଏଲିଂ”ର ଯୁଗ ଆରମ୍ଭ

ଆହୁରି ବଢିବ ବିଶ୍ବବ୍ୟାପୀ ଖାଦ୍ୟ ସଙ୍କଟ ଚଳିତବର୍ଷର ଜୁଲାଇ ମାସ ମାନବ ଇତିହାସରେ ସବୁଠାରୁ ଉତ୍ତପ୍ତ ମାସ । ଏନେଇ ଘୋଷଣା କରିଛନ୍ତି ଜଳବାୟୁ ବିଜ୍ଞାନୀ । ଜାତିସଂଘ ଏବଂ ଆମେରିକାର ପ୍ରତିରକ୍ଷା ଗ‌ବେଷଣା […]

ହାଇକୋର୍ଟ ଉଠାଇଲେ ଅନ୍ତରୀଣ କଟକଣା

OAS-୨୦୨୧ ପରୀକ୍ଷା ଫଳ ପ୍ରକାଶନ କଟକଣା ମାମଲା ଓଡ଼ିଶା ଲୋକସେବା ଆୟୋଗଙ୍କ ଦ୍ୱାରା ପରିଚାଳିତ OAS-୨୦୨୧ ପରୀକ୍ଷା ଫଳ ପ୍ରକାଶନ ଉପରେ ଜାରି ଅନ୍ତରୀଣ କଟକଣାକୁ ହାଇକୋର୍ଟ ପ୍ରତ୍ୟାହାର କରିନେଇଛନ୍ତି। ତେବେ ଫଳ ପ୍ରକାଶନ […]

କଙ୍ଗନାଙ୍କ ପିଛା ଛାଡୁନି ବିବାଦ

ଜାଭେଦ ଅଖତରଙ୍କ ନାଁରେ କଙ୍ଗନାଙ୍କ ଅଭିଯୋଗ ବଲିଉଡରେ ନୂଆ ବିବାଦ । ଅଭିନେତ୍ରୀ କଙ୍ଗନା ରାଣାୱତ ଓ ପ୍ରସିଦ୍ଧ ଗୀତିକାର ଜାଭେଦ ଅଖତରଙ୍କୁ ନେଇ ବିବାଦୀୟ ଖବର ଆସିଛି । ଘଟଣା ଯାଇ ଥାନାରେ […]

ଆକାଶ ଦାସନାୟକଙ୍କ ମଣିଷପଣିଆ

ଦୁର୍ଘଟଣାର ଶିକାର ବ୍ୟକ୍ତିଙ୍କୁ କଲେ ସହଯୋଗ ଓଡ଼ିଶା ମୋ କଲେଜ ଅଧ୍ୟକ୍ଷ ଆକାଶ ଦାସନାୟକଙ୍କ ମଣିଷପଣିଆ । ସଡ଼କ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ହସ୍ପିଟାଲରେ ପହଞ୍ଚାଇବାରେ କଲେ ସହଯୋଗ । ପାଣିକୋଇଲି ଯାଜପୁର ରୋଡ୍ […]

ଦୁର୍ଘଟଣାରେ BSF ଯବାନଙ୍କ ମୃତ୍ୟୁ

ଗଞ୍ଜାମ ଜିଲ୍ଲାର ପିଛା ଛାଡୁନି ଦୁର୍ଘଟଣା ଗଞ୍ଜାମ ଜିଲ୍ଲାର ପିଛା ଛାଡୁନି ଦୁର୍ଘଟଣା । ଲଗାତାର ଗୋଟିଏ ପରେ ଗୋଟିଏ ଦୁର୍ଘଟଣା ସାମ୍ନାକୁ ଆସୁଛି । ଅନ୍ୟପଟେ ଆସିକାରେ ବସ୍‌ ସହ ବାଇକ୍ ମୁହାଁମୁହିଁ […]

୨ ଜିଲ୍ଲାକୁ ଅରେଞ୍ଜ, ୬ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ

ଘନିଭୂତ ହେଲା ଲଘୁଚାପ, ପ୍ରବଳ ବର୍ଷିବ ଆଜି ଘନିଭୂତ ହେଲା ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ । ଏହା ଆହୁରି ଘନୀଭୂତ ହୋଇ ଉତ୍ତର ଆନ୍ଧ୍ରପ୍ରଦେଶ- ଦକ୍ଷିଣ ଓଡ଼ିଶା ଉପକୂଳରେ ପଶ୍ଚିମ-କେନ୍ଦ୍ରୀୟ ଏବଂ ତତ୍‌ସଂଲଗ୍ନ ଉତ୍ତର-ପଶ୍ଚିମ […]

ଜିଲ୍ଲା ଦୌରା ଜଜ୍ ଙ୍କ କୋର୍ଟରେ ହାଜର ହେଲା ଗୋପାଳ

ଆଗଷ୍ଟ ୮ରେ ଗୋପାଳର ବିରୋଧରେ ହେବ ଚାର୍ଜ ଫ୍ରେମ୍ ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ମାମଲା । ଆଜି ଝାରସୁଗୁଡା ଜିଲ୍ଲା ଦୌରା ଜଜଙ୍କ କୋର୍ଟରେ ହାଜର ହୋଇଛି ଅଭିଯୁକ୍ତ ଗୋପାଳ ଦାସ। […]

ଦେଶ ପାଳୁଛି କାରଗିଲ୍ ବିଜୟ ଦିବସ

ଯୁଦ୍ଧ ଭୂମିରେ ଉଡ଼ିଥିଲା ପାକିସ୍ତାନର ହୋସ୍ ସାରା ଦେଶ ପାଳୁଛି କାରଗିଲ୍ ବିଜୟ ଦିବସ । ୧୯୯୯ ମସିହା ଆଜିର ଦିନରେ ପାକିସ୍ତାନୀ ସେନା ଉପରେ ବିଜୟଲାଭ କରି କାର୍ଗିଲରେ ତ୍ରିରଙ୍ଗା ଉଡ଼ାଇଥିଲା ଭାରତୀୟ […]