ପାସପୋର୍ଟ ଆବେଦନକୁ ନେଇ ନୂଆ ତଥ୍ୟ

ପାସପୋର୍ଟ ପାଇଁ ଡିଜିଲକର ମାଧ୍ୟମରେ ଦେବାକୁ ହେବ ଡକୁମେଣ୍ଟ ଆଜିଠୁ ପାସପୋର୍ଟ ଆବେଦନ ପ୍ରକ୍ରିୟାରେ ଏକ ବଡ଼ ପରିବର୍ତ୍ତନ କରାଯାଇଛି। ଏଣିକି ନୂଆ ପାସପୋର୍ଟ ପାଇଁ ଆବେଦନ କରିବାକୁ ହେଲେ ଯାତ୍ରୀଙ୍କୁ ଡିଜିଲକର ବ୍ୟବହାର […]

ଚନ୍ଦ୍ରଯାନ-୩କୁ ବଡ଼ ସଫଳତା

ଚନ୍ଦ୍ରର କକ୍ଷପଥରେ ପ୍ରବେଶ କଲା ଚନ୍ଦ୍ରଯାନ-୩ ସଫଳତାର ସିଡି ଚଢିଚାଲିଛି ଚନ୍ଦ୍ରଯାନ-୩ । ଭାରତର ଚନ୍ଦ୍ର ଅଭିଯାନ ଚନ୍ଦ୍ରଯାନ-୩କୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା ବା ଇସ୍ରୋ […]

ବିଜେପି ସାଂସଦ ଦୋଷୀ ସାବ୍ୟସ୍ତ

ରାମ ଶଙ୍କର କଠେରିଆଙ୍କୁ ୨ ବର୍ଷ ଜେଲ୍ ଦଣ୍ଡ, ବିଧାୟକ ପଦ ରଦ୍ଦ ୧୨ ବର୍ଷ ପୁରୁଣା ମାମଲାରେ ବିଜେପି ସାଂସଦ ରାମ ଶଙ୍କର କଠେରିଆ ଦୋଷୀ ସାବ୍ୟସ୍ଥ । ଆଗ୍ରାର ଏମପି-ଏମଏଲଏ କୋର୍ଟ […]

ଗଞ୍ଜେଇ ମାଫିଆଙ୍କ ଆତଙ୍କରାଜ୍

ଥାନା ପୋଡ଼ିଦେଲେ, SDPOଙ୍କୁ ଗୋଡାଇ ଗୋଡ଼ାଇ ହାଣିଲେ ଫୁଲବାଣୀ ଫିରିଙ୍ଗିଆରେ ଗଞ୍ଜେଇ ମାଫିଆଙ୍କ ଗୁଣ୍ଡାରାଜ । ଥାନା ପୋଡ଼ିଦେଲେ ଗଞ୍ଜେଇ ମାଫିଆ । ଗାଡ଼ିରେ ନିଆଁ ଲଗାଇବା ସହ ଥାନା ଭିତରେ ପଶି ନିଆଁ […]

ଲଗାଣ ବର୍ଷା ଦେଇଗଲା ଦୁଃଖ

କାନ୍ଥ ପଡ଼ି ଶିଶୁପୁତ୍ରର ମୃତ୍ୟୁ କାନ୍ଥ ପଡ଼ି ୩ ବର୍ଷର ଶିଶୁପୁତ୍ରର ମୃତ୍ୟୁ । ଏପରି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ବୁଢ଼ାଖମଣ ଗାଁରେ । ମୃତ ଶିଶୁ […]

ସୃଷ୍ଟି ହେବ ବଡ଼ ସୌରଝଡ଼

ପୃଥିବୀ, ଚନ୍ଦ୍ର ଓ ମଙ୍ଗଳ ଉପରେ ସୌରଝଡ଼ ପ୍ରଭାବ ଆଜି ପୃଥିବୀରେ ସୃଷ୍ଟି ହେବ ବଡ଼ ସୌରଝଡ଼ । ପ୍ରଥମ ଥର ପାଇଁ ପୃଥିବୀ, ଚନ୍ଦ୍ର ଓ ମଙ୍ଗଳ ଗ୍ରହରେ ଏହି ଝଡ଼ର ପ୍ରଭାବ […]

ଭାରତର ସମୁଦ୍ରଯାନ ପ୍ରୋଜେକ୍ଟ

ସମୁଦ୍ର ଗର୍ଭରୁ ତଥ୍ୟ ଯୋଗାଡ କରିବ ସମୁଦ୍ରଯାନ ଭାରତର ସମୁଦ୍ରଯାନ ପ୍ରୋଜେକ୍ଟକୁ ନେଇ ଚର୍ଚ୍ଚା। ସମୁଦ୍ରର ଗଭୀର ଜଳ ରାଶି ଓ ଏହାର ସମ୍ପଦ ସମ୍ପର୍କରେ ତଥ୍ୟ ଯୋଗାଡ଼ ଏହି ମିଶନର ଲକ୍ଷ୍ୟ। ଏଥିପାଇଁ […]

ମୈଥାନ ଇସ୍ପାତରେ ବଡ଼ ଅଘଟଣ

ଏସ୍ ଏମ୍ ଏସ୍ ସାଇଟରେ ସିଡି ଛିଡି ଜଣେ ମୃତ, ୭ ଗୁରୁତର ମୈଥାନ ଇସ୍ପାତ କାରଖାନାରେ ବଡ ଦୁର୍ଘଟଣା । ଯାଜପୁର ଜିଲ୍ଲା କଳିଙ୍ଗନଗର ଶିଳ୍ପାଞ୍ଚଳର ଏସ.ଏମ୍.ଏସ୍ ସାଇଟ୍ ରେ ସିଡି ଛିଡି […]

ପାକ୍ ରେ ପରମାଣୁ ଲ୍ୟାଣ୍ଡମାଇନ ତିଆରି ଉପରେ ଜୋର

ପାକିସ୍ତାନ ପରମାଣୁ ନୀତିରେ ବଡ଼ ଧରଣର ଅଦଳବଦଳ ପାକିସ୍ତାନ ତା ପରମାଣୁ ନୀତିରେ ଏକ ବଡ଼ ଧରଣର ଅଦଳବଦଳ କରିଛି । ଏବେ ପାକିସ୍ତାନ ଟେକ୍ଟିକାଲ ୱିପନ୍ ଅର୍ଥ ଛୋଟ ଛୋଟ ପରମାଣୁ ବୋମା […]

୨ ମାସ ପରେ ବି ସରିନି ପରିଚୟ ଖୋଜା

୨୯ଟି ମୃତଦେହର ଏଯାଏଁ ମିଳୁନି ଠିକଣା ପରିଚୟ ଅପେକ୍ଷାରେ ଶବ । ବାହାନଗା ରେଳ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା କିଛି ବ୍ୟକ୍ତିଙ୍କ ପରିଚୟ ଏବେ ବି ମିଳିପାରିନି । ୨ ମାସ ପରେ ବି […]

ପୂରଣ ହେଲା ବନ କର୍ମଚାରୀଙ୍କ ଦୀର୍ଘଦିନର ଦାବି

ଶିମିଳିପାଳ ପାଇଁ ଗଠନ ହେବ ଜଏଣ୍ଟ ଟାସ୍କ ଫୋର୍ସ ବନ କର୍ମଚାରୀଙ୍କ ଦୀର୍ଘ ଦିନର ପ୍ରମୁଖ ଦାବି ପୂରଣ ହୋଇଛି। ଶିମିଳିପାଳ ଟାଇଗର ରିଜର୍ଭ ପାଇଁ ଜଏଣ୍ଟ ଟାସ୍କ ଫୋର୍ସ ଗଠନ ହୋଇଛି। ଜଏଣ୍ଟ […]