ବିଜେଡି ଗଡରେ ବିଜୟୀ ହେଲା ବିଜେପି

ଦିଗପହଣ୍ଡିରେ ବିଜୟୀ ହେଲେ ସିଦ୍ଧାନ୍ତ ମହାପାତ୍ର ଦିଗପହଣ୍ଡିରେ ଦମ୍ ଦେଖାଇଲା ବିଜେପି । ବିଜେଡି ଗଡରେ ବିଜୟୀ ହେଲା ବିଜେପି । ବିଜେଡିର ପ୍ରାର୍ଥୀ ବିପ୍ଳବ ପାତ୍ରଙ୍କୁ ହରାଇ ବିଜୟୀ ହେଲେ ସିଦ୍ଧାନ୍ତ ମହାପାତ୍ର […]

ପୁରୀ ଓ ଦିଗପହଣ୍ଡିରେ ବାପାଙ୍କ ବଦଳରେ ପୁଅ

ବାପାଙ୍କ ସ୍ଥାନରେ ପୁଅଙ୍କୁ ଟିକେଟ୍ ନିର୍ବାଚନ ପାଇଁ ସାଂସଦ ଓ ବିଧାୟକ ପାର୍ଥୀ ଘୋଷଣା କରିସାରିଛି ବିଜୁ ଜନତା ଦଳ । ଏଥର କିଛି ବିଧାନସଭା ଆସନରେ ଦଳ ‘ବାପାଙ୍କ ବଦଳରେ ପୁଅ’ ତଥା […]

ପଞ୍ଚଭୂତରେ ଲୀନ ହେଲେ ଦିଗପହଣ୍ଡି ବିଧାୟକ

ପୈତୃକ ସ୍ଥାନରେ ଶେଷକୃତ୍ୟ ସମ୍ପନ୍ନ ପଞ୍ଚଭୂତରେ ଲୀନ ହେଲେ ପୂର୍ବତନ ବାଚସ୍ପତି ତଥା ଦିଗପହଣ୍ଡି ବିଧାୟକ ସୂର୍ଯ୍ୟନାରାୟଣ ପାତ୍ର । ବରିଷ୍ଠ ବିଧାୟକ ତଥା ପୂର୍ବତନ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କର ଅନ୍ତିମ ସଂସ୍କାର ସମ୍ପନ୍ନ […]

ମରି ଅମର ହୋଇଗଲେ ସୂର୍ଯ୍ୟ !

ମୃତ୍ୟୁ ପରେ ଚକ୍ଷୁଦାନ କଲେ ସୂର୍ଯ୍ୟନାରାୟଣ ପାତ୍ର କାହାର ବା ସକ୍ଷମ ଅଛି ସୂର୍ଯ୍ୟଙ୍କୁ କ୍ଷୀଣ କରିବାର। ନା ସେ କେବେ ଅସ୍ତ ହୋଇପାରିବେ ନା ଉଦୟ ! ସେ ସଦା ସର୍ବଦା ସ୍ଥିର। […]

ଡ୍ରାଇଭରଙ୍କ ଆଖି ଲାଗିଯିବାରୁ ଦୁର୍ଘଟଣା

ବସ୍‌ ଡ୍ରାଇଭରଙ୍କ ଆଖି ଲାଗିଯିବାରୁ ବଡ଼ ଦୁର୍ଘଟଣା । ସୂଚନା ଦେଲେ ବ୍ରହ୍ମପୁର ଏସପି ଶ୍ରବଣ ବିବେକ ଏମ । ଦିଗପହଣ୍ଡିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ତନାଘନା । ପଚରାଉଚରା ପରେ OSRTC ବସ […]

ଲାଇସେନ୍ସ ନଥିବା ବସ୍ ରାତିରେ ଚାଲୁଥିଲା କେମିତି ?

ଗଞ୍ଜାମ ଦିଗପହଣ୍ଡି ବ୍ଲକ ଖେମୁଣ୍ଡି କଲେଜ ନିକଟରେ ଘଟିଥିବା ବସ୍‌ ଦୁର୍ଘଟଣାକୁ ନେଇ ଆସିଛି ତାଜୁବ କରିଦେବା ପରି ତଥ୍ୟ। ଦୁର୍ଘଟଣାଗ୍ରସ୍ତ ଦୁଇଟି ବସ୍ ମଧ୍ୟରୁ ଘରୋଇ ବସ୍‌ଟିକୁ ରାତିରେ ଚଳାଚଳ କରିବାକୁ ରାଜ୍ୟ […]

୨ ବସ୍ ମୁହାଁମୁହିଁ ଧକ୍କା, ୧୨ ମୃତ

ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁଇ ବସ୍ ମୁହାଁମୁହିଁ ଧକ୍କା । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ନିକଟରେ ସଡକ ଦୁର୍ଘଟଣା । OSRTC ବସ୍ ସହ ଯାତ୍ରୀବାହୀ ବସ୍ ଧକ୍କା ହୋଇଥିବା ସୂଚନା ମିଳିଛି […]