ସାତକୋଶିଆରେ ଦୁଇ ହାତୀଙ୍କ ମୃତଦେହ ଠାବ !

କରେଣ୍ଟ ଲାଗି ଚାଲିଗଲା ଦୁଇ ହାତୀଙ୍କ ଜୀବନ ! ଦୁଇଟି ହାତୀର ମୃତ ଦେହ ଉଦ୍ଧାର । ଏଭଳି ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟରେ । ଆଜି ସକାଳୁ ହାତୀ […]

ପଞ୍ଚଭୂତରେ ଲୀନ ହେଲେ ଦିଗପହଣ୍ଡି ବିଧାୟକ

ପୈତୃକ ସ୍ଥାନରେ ଶେଷକୃତ୍ୟ ସମ୍ପନ୍ନ ପଞ୍ଚଭୂତରେ ଲୀନ ହେଲେ ପୂର୍ବତନ ବାଚସ୍ପତି ତଥା ଦିଗପହଣ୍ଡି ବିଧାୟକ ସୂର୍ଯ୍ୟନାରାୟଣ ପାତ୍ର । ବରିଷ୍ଠ ବିଧାୟକ ତଥା ପୂର୍ବତନ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କର ଅନ୍ତିମ ସଂସ୍କାର ସମ୍ପନ୍ନ […]

ମରି ଅମର ହୋଇଗଲେ ସୂର୍ଯ୍ୟ !

ମୃତ୍ୟୁ ପରେ ଚକ୍ଷୁଦାନ କଲେ ସୂର୍ଯ୍ୟନାରାୟଣ ପାତ୍ର କାହାର ବା ସକ୍ଷମ ଅଛି ସୂର୍ଯ୍ୟଙ୍କୁ କ୍ଷୀଣ କରିବାର। ନା ସେ କେବେ ଅସ୍ତ ହୋଇପାରିବେ ନା ଉଦୟ ! ସେ ସଦା ସର୍ବଦା ସ୍ଥିର। […]

ପରଲୋକରେ ପୂର୍ବତନ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର

ଅସ୍ତ ହୋଇଗଲେ ସୂର୍ଯ୍ୟ ପରପାରିରେ ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ଆଜି ସନ୍ଧ୍ୟା 7.30 ମିନିଟରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ପରଲୋକ ହୋଇଛି […]

ପୁଣି ବ୍ରାହ୍ମଣୀ ନଦୀରେ କୁମ୍ଭୀର ଆତଙ୍କ !

ମଇଁଷି ଚରାଉଥିବା ବେଳେ ଯୁବକଙ୍କୁ ଟାଣିନେଲା କୁମ୍ଭୀର ! ବ୍ରାହ୍ମଣୀ ନଦୀରେ କୁମ୍ଭୀର ଆତଙ୍କ । ପୁଣି ଯୁବକଙ୍କୁ ଟାଣି ଖାଇଲା କୁମ୍ଭୀର ! ଏଭଳି ଘଟଣା ଦେଖିବାକୁ ମିଳିଛି ରାଜନଗର ସ୍ଥିତ ବ୍ରାହ୍ମଣୀ […]

ଭାରତୀୟଙ୍କ ଆୟୁଷ ପ୍ରାୟ ୫ବର୍ଷ କମିଛି

ଦେଶରେ ଆୟୁଷ କମୁଛି, ପ୍ରଦୂଷଣ ବଢୁଛି ଆୟୁଷ କମାଉଛି ପ୍ରଦୂଷଣ । ଦିନକୁ ଦିନ ପ୍ରଦୂଷଣର ମାତ୍ରା ବଢୁଥିବାରୁ ଦିଲ୍ଲୀବାସୀଙ୍କର ପ୍ରାୟ ୧୨ବର୍ଷ ଆୟୁଷ କମିଛି । ଭାରତୀୟଙ୍କ ଆୟୁଷ ପ୍ରାୟ ୫ବର୍ଷ କମିଛି […]

ଆଉ ନାହାନ୍ତି ପଦ୍ମଶ୍ରୀ କବି ଜୟନ୍ତ ମହାପାତ୍ର

୯୫ ବର୍ଷ ବୟସରେ ପଦ୍ମଶ୍ରୀ କବି ଜୟନ୍ତ ମହାପାତ୍ରଙ୍କ ପରଲୋକ ପରଲୋକରେ ପଦ୍ମଶ୍ରୀ କବି ଜୟନ୍ତ ମହାପାତ୍ର । ୯୫ ବର୍ଷ ବୟସରେ କଟକ ବଡ଼ ମେଡ଼ିକାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି। […]

ସ୍ଵାମୀ ସାଜିଲା ସଇତାନ, ନେଲା ସ୍ତ୍ରୀର ଜୀବନ !

ଚରିତ୍ରକୁ ସନ୍ଦେହ କରି ସ୍ତ୍ରୀକୁ ହତ୍ୟା ! ସଇତାନ ସ୍ବାମୀର ବିଭଶ୍ଚ କାଣ୍ଡ । ଚରିତ୍ରକୁ ସନ୍ଦେହ କରି ସ୍ତ୍ରୀର ଜୀବନ ନେଲା ସ୍ଵାମୀ । ଦିନେ ସାତଜନମକୁ ସାଥି ହେବା ପାଇଁ କଥା […]

ଭୟଙ୍କର ବାଣ ବିସ୍ଫୋରଣ ନେଲା ୮ଜୀବନ !

ପଶ୍ଚିମବଙ୍ଗର ଏକ ବାଣ କାରଖାନାରେ ବିସ୍ଫୋରଣ ! ପଶ୍ଚିମବଙ୍ଗରେ ଭୟଙ୍କର ଦୁର୍ଘଟଣା । ବାଣ କାରଖାନାରେ ହେଲା ଭୟଙ୍କର ବିସ୍ଫୋରଣ। ଘଟଣାସ୍ଥଳରେ ଚାଲିଗଲା ୮ଜଣଙ୍କ ଜୀବନ । ଏଭଳି ଭୟଙ୍କର ବିସ୍ଫୋରଣ ଘଟିଛି ପଶ୍ଚିମବଙ୍ଗ […]

କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସରକାରୀ କ୍ବାଟର୍ସରୁ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର ଭଦ୍ରକ ଜିଲ୍ଲା ତିହିଡ଼ି ଥାନାରେ କାର୍ଯ୍ୟରତ ଜଣେ କନେଷ୍ଟବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଉକ୍ତ କନେଷ୍ଟବଳଙ୍କ ନାମ ତୋଫାନ କୁମାର ପାତ୍ର ବୋଲି ଜଣାପଡ଼ିଛି । […]