ବଦଳିବ ଅଦାଲତର ଭାଷା ଅଦାଲତର ରାୟରେ ମହିଳାମାନଙ୍କ ପ୍ରତି ପ୍ରଚଳିତ ହୋଇଆସିଥିବା କେତେକ ଶବ୍ଦର ବ୍ୟବହାର ଉପରେ ରୋକ୍ ଲାଗିବ। ଅଦାଲତରେ ଅଜାଣତରେ ଲିଙ୍ଗଗତ ଭେଦଭାବକୁ ପ୍ରୋତ୍ସାହିତ ନ କରିବା ପାଇଁ ବିଚାରପତିମାନଙ୍କୁ ସଚେତନ […]