ହାଇକୋର୍ଟରୁ ଝଟକା ପରେ କଂଗ୍ରେସକୁ ଇନକମ ଟ୍ୟାକ୍ସ ନୋଟିସ

କଂଗ୍ରେସକୁ ୧,୭୦୦ କୋଟିର ଟ୍ୟାକ୍ସ ନୋଟିସ ହାଇକୋର୍ଟରୁ ଝଟକା ପରେ କଂଗ୍ରେସକୁ ଇନକମ ଟ୍ୟାକ୍ସ ନୋଟିସ । ଆୟକର ବିଭାଗ କଂଗ୍ରେସକୁ ୧,୭୦୦ କୋଟି ଟଙ୍କାର ନୋଟିସ ପ୍ରଦାନ କରିଛି। ଦିଲ୍ଲୀ ହାଇକୋର୍ଟ ଟ୍ୟାକ୍ସ […]

ସାନ ପୁଅର କାମ ମୋତେ ଆଘାତ ଦେଲା: ସୁର ରାଉତରାୟ

ଚିଠିରେ ସୁର କହିଲେ ‘ଜୀବନ ଥିଲା ଯାଏଁ କଂଗ୍ରେସରେ ରହିବି’ କଂଗ୍ରେସର ସବୁ କମିଟିରୁ ଇସ୍ତଫା ଦେଲେ ବରିଷ୍ଠ ବିଧାୟକ ସୁର ରାଉତରାୟ । ସାନ ପୁଅ ମନ୍ମଥ ରାଉତରାୟ ବିଜେଡିରେ ମିଶିବା ପରେ […]

ବିଜେପିରେ ମିଶିଲେ କଂଗ୍ରେସ ସାଂସଦ ରଭନୀତ ସିଂହ ବିଟ୍ଟୁ

ବିଜେପିରେ ମିଶିଲେ କଂଗ୍ରେସ ସାଂସଦ ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ଼ ଝଟକା ଲାଗିଛି। ଦଳର ଲୁଧିଆନା ସାଂସଦ ରଭନୀତ ସିଂହ ବିଟ୍ଟୁ ଆଜି ଦଳକୁ ବାଏବାଏ କହିଛନ୍ତି। ସେ କଂଗ୍ରେସ ଛାଡ଼ିବା ମାତ୍ରେ ବିଜେପିରେ […]

କଂଗ୍ରେସର ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା

୧୨ ରାଜ୍ୟର ୪୬ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ ଲୋକସଭା ନର୍ବାଚନ ପାଇଁ ଚତୁର୍ଥ ପ୍ରର୍ୟ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି କଂଗ୍ରେସ । ଗତକାଲି ୧୨ ରାଜ୍ୟର ୪୬ ପ୍ରାର୍ଥୀଙ୍କ ନାମ ଘୋଷଣା […]

ବିଜେପିରେ ମିଶିଲେ ହିମାଚଳ ପ୍ରଦେଶର ୬ ବିପ୍ଳବୀ ବିଧାୟକ

ବିଜେପିରେ ମିଶିଲେ ୬ କଂଗ୍ରେସ ବିଧାୟକ ବିଜେପିରେ ମିଶିଲେ ହିମାଚଳ ପ୍ରଦେଶର ୬ ବିପ୍ଳବୀ ବିଧାୟକ। ହିମାଚଳ ପ୍ରଦେଶର ବିପ୍ଲବୀ ୬ କଂଗ୍ରେସ ବିଧାୟକ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ଆଜି […]

କଂଗ୍ରେସର ସମସ୍ତ ଆକାଉଣ୍ଟକୁ କରାଯାଇଛି ଫ୍ରିଜ୍: ରାହୁଲ ଗାନ୍ଧି

‘ଫ୍ଲାଇଟ୍‌ ଛାଡ଼ନ୍ତୁ, ଟ୍ରେନ୍‌ରେ ଯିବାକୁ ବି ଟଙ୍କା ନାହିଁ’ କଂଗ୍ରେସର ସମସ୍ତ ଆକାଉଣ୍ଟକୁ କରାଯାଇଛି ଫ୍ରିଜ୍। ଗଣତନ୍ତ୍ର ଉପରେ ଏହା ଆକ୍ରମଣ। ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସ ଆକାଉଣ୍ଟକୁ ଜାଣିଶୁଣି ଫ୍ରିଜ କରାଯାଇଛି […]

ନିର୍ବାଚନ ପୂର୍ବରୁ ବହୁଜନ ସମାଜ ପାର୍ଟିକୁ ବଡ଼ ଝଟ୍‌କା

‘ହାତୀ’ ଛାଡି ‘ହାତ’ ଧରିଲେ ଦାନିଶ ଅଲ୍ଲୀ ଲୋକସଭା ନିର୍ବାଚନ ପୂର୍ବରୁ ବହୁଜନ ସମାଜ ପାର୍ଟିକୁ ବଡ଼ ଝଟ୍‌କା ଲାଗିଛି। ଦଳର ଏମ୍‌ପି ଦାନିଶ ଅଲ୍ଲୀ କଂଗ୍ରେସରେ ଯୋଗ ଦେଇଛନ୍ତି। ଲୋକସଭା ର୍ନିବାଚନ ପୂର୍ବରୁ […]

କାଲି ହାତ ଛାଡ଼ିଲେ, ଆଜି ଶଙ୍ଖ ଧରିଲେ

ବିଜେଡିରେ ମିଶିଲେ ଅଧିରାଜ ପାଣିଗ୍ରାହୀ ବିଜେଡିରେ ମିଶିଲେ ଅଧିରାଜ ପାଣିଗ୍ରାହୀ । ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ହାତ ଛାଡ଼ି ଶଙ୍ଖ ଧରିଛନ୍ତି । କାଲି କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ […]

ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଜାରି କଲା ଇସ୍ତାହାର

୨୦୨୪ ପାଇଁ କଂଗ୍ରେସର ୯ ଗ୍ୟାରେଣ୍ଟି କଂଗ୍ରେସର ୯ ଗ୍ୟାରେଣ୍ଟି । ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଜାରି କଲା ଇସ୍ତାହାର । ସବୁ ବର୍ଗଙ୍କୁ ଆଖି ଆଗରେ ରଖି କଂଗ୍ରେସ ଆଣିଛି ୯ […]

ନବୀନ ନିବାସ ଘେରାଉ ବେଳେ ଛାତ୍ର କଂଗ୍ରେସ-ପୋଲିସ ମୁହାଁମୁହିଁ

ରାଜଧାନୀରେ ଛାତ୍ର କଂଗ୍ରେସ-ପୋଲିସ ଧସ୍ତାଧସ୍ତି ଛାତ୍ର କଂଗ୍ରେସର ହଲ୍ଲାବୋଲ । ରାଜଧାନୀରେ ଛାତ୍ର କଂଗ୍ରେସ-ପୋଲିସ ଧସ୍ତାଧସ୍ତି । ନବୀନ ନିବାସ ଘେରାଉ କରିବାକୁ ଉଦ୍ୟମ କରିବା ବେଳେ ଶିଶୁଭବନ ଛକରେ ଅଟକାଇଲା ପୋଲିସ । […]

କଂଗ୍ରେସରେ ମିଶିଲେ ରେମୁଣାର ପୂର୍ବତନ ବିଧାୟକ ସୁଦର୍ଶନ ଜେନା

କଂଗ୍ରେସରେ ମିଶିଲେ ରେମୁଣା ପୂର୍ବତନ ବିଧାୟକ ସୁଦର୍ଶନ ଜେନା କଂଗ୍ରେସରେ ମିଶିଲେ ରେମୁଣାର ପୂର୍ବତନ ବିଧାୟକ ସୁଦର୍ଶନ ଜେନା । ପିସିସି ସଭାପତି ଶରତ ପଟ୍ଟନାୟକ, ପ୍ରଭାରୀ ଅଜୟ କୁମାର ଓ ପ୍ରଚାର କମିଟି […]