କଂଗ୍ରେସରୁ ବିଜୟ ପଟ୍ଟନାୟକଙ୍କ ଇସ୍ତଫା

କଂଗ୍ରେସ ଛାଡିଲେ ବିଜୟ ପଟ୍ଟନାୟକ କଂଗ୍ରେସ ଛାଡିଲେ ବିଜୟ ପଟ୍ଟନାୟକ । ପ୍ରଶାସନିକ ଅଧିକାରୀରୁ କଂଗ୍ରେସ ନେତା ସାଜିଥିବା ବିଜୟ ପଟ୍ଟନାୟକ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ଏଆଇସିସିକୁ ମେଲ୍ ଲେଖି ନିଜ ଇସ୍ତଫା […]

ଛାତ୍ର ସଭାପତି ବାଛିଲା କଂଗ୍ରେସ

ଉଦିତ୍ ନାରାୟଣ ପ୍ରଧାନ ହେଲେ ଛାତ୍ର କଂଗ୍ରେସ ସଭାପତି ଛାତ୍ର ସଭାପତି ବାଛିଲା କଂଗ୍ରେସ । ଓଡ଼ିଶା ସମେତ ୯ଟି ରାଜ୍ୟ ପାଇଁ ଛାତ୍ର ସଭାପତିଙ୍କ ନାଁ ଘୋଷଣା କରିଛି ଏଆଇସିସି । ଉଦିତ୍ […]

ବିରୋଧୀଙ୍କୁ ଅର୍ଥମନ୍ତ୍ରୀଙ୍କ ଜବାବ

‘୨୦୦୯ ବଜେଟ୍‌ରେ ୨୬ ରାଜ୍ୟର ନାଁ ନିଆଯାଇନଥିଲା’ ବିରୋଧୀଙ୍କୁ ଅର୍ଥମନ୍ତ୍ରୀଙ୍କ ଜବାବ। କେନ୍ଦ୍ର ବଜେଟ୍‌ ପ୍ରସଙ୍ଗରେ ବିରୋଧୀ ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି ବୋଲି କହିଛନ୍ତି ନିର୍ମଳା ସୀତାରମଣ। ବିଜେପି କେବଳ ଏହାର ମେଣ୍ଟ ସହଯୋଗୀ […]

ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ୍‌ ଆଣିଲା କଂଗ୍ରେସ

ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ୍‌ ଗୃହରେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ ଆଣିଲା କଂଗ୍ରେସ । ଶୂନ୍ୟକାଳରେ ଏହି ନୋଟିସକୁ ବାଚସ୍ପତି ଗ୍ରହଣ କରିବାପରେ ଆଲୋଚନା ହୋଇଛି । ଅଗ୍ନିବୀର ସଂରକ୍ଷଣ […]

ବିଧାନସଭାରେ ଗୃହରେ ପ୍ରବଳ ହଟ୍ଟଗୋଳ

ବାଚସ୍ପତିଙ୍କ ମାଇକ ଭାଙ୍ଗିଲେ ବିଜେଡି ବିଧାୟକ ଧ୍ରୁବ ସାହୁ ବିଧାନସଭା ଅଧିବେଶନର ଦ୍ୱିତୀୟ ଦିନରେ ଗୃହରେ ପ୍ରବଳ ହଟ୍ଟଗୋଳ। ବାଚସ୍ପତିଙ୍କ ମାଇକ ଭାଙ୍ଗିଲେ ବିଜେଡି ବିଧାୟକ ଧ୍ରୁବ ସାହୁ। ରାଜ୍ୟପାଳଙ୍କ ପୁଅ ପ୍ରସଙ୍ଗ ଉଠାଇ […]

ରାଜ୍ୟପାଳଙ୍କ ଭାଷଣ ଆରମ୍ଭରୁ କକ୍ଷତ୍ୟାଗ କଲେ ବିରୋଧୀ

କକ୍ଷତ୍ୟାଗ କଲେ ବିରୋଧୀ ବିଜେଡି – କଂଗ୍ରେସ ରାଜ୍ୟପାଳଙ୍କ ଭାଷଣ ଆରମ୍ଭରୁ କକ୍ଷତ୍ୟାଗ କଲେ ବିରୋଧୀ । ଆଜି ଗୃହ ଆରମ୍ଭ ହେବା ପରେ ପରେ ଗୃହରେ ବିଧାୟକମାନଙ୍କ ଜୟ ଶ୍ରୀରାମ ଏବଂ ଜୟ […]

ଶୃଙ୍ଖଳିତ ଗୃହକାର୍ଯ୍ୟ ନେଇ ବିରୋଧୀଙ୍କ ସହଯୋଗ ଲୋଡିଲେ ବାଚସ୍ପତି

ସର୍ବଦଳୀୟ ବୈଠକ, ଯୋଗ ଦେଲେନି କଂଗ୍ରେସ, ସିପିଏମ ବିଧାନସଭାର ବଜେଟ ଅଧିବେଶନକୁ ନେଇ ବାଚସ୍ପତି ସୁରମା ପାଢୀଙ୍କ ଅଧ୍ୟକ୍ଷତାରେ ବସିଥିବା ସର୍ବଦଳୀୟ ବୈଠକରେ ଯୋଗଦେଇନି କଂଗ୍ରେସ। ଏପର୍ୟ୍ୟନ୍ତ କଂଗ୍ରେସ ବିଧାୟକ ଦଳ ନେତା ଘୋଷଣା […]

ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିକୁ ଭଙ୍ଗ କଲା AICC

ଭାଙ୍ଗିଲା ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଓଡ଼ିଶା ପ୍ରଦେଶ କମିଟିକୁ ଭଙ୍ଗ କଲା AICC । କଂଗ୍ରେସ ସଭାପତିଙ୍କ ଅନୁମୋଦନ କ୍ରମେ ସବୁ କମିଟି ଭଙ୍ଗ କରାଯାଇଛି । ପିସିସି ଓ କାର୍ଯ୍ୟକାରୀ କମିଟିକୁ […]

ଲୋକସଭାରେ କଂଗ୍ରେସର ଉପ ନେତା ହେଲେ ଗୌରବ ଗୋଗଇ

ଗୌରବ ଗୋଗଇ ଲୋକସଭାରେ କଂଗ୍ରେସର ଉପ ନେତା କଂଗ୍ରେସ ସାଂସଦ ଗୌରବ ଗୋଗଇଙ୍କୁ ଦଳ ତରଫରୁ ଲୋକସଭାର ଉପନେତା ଭାବେ ନିର୍ବାଚିତ କରାଯାଇଛି । ଏନେଇ ଦଳ ତରଫରୁ ଏକ ଚିଠି ଲୋକସଭାର ବାଚସ୍ପତି […]

ରାହୁଲଙ୍କ ହିନ୍ଦୁତ୍ୱ ପ୍ରସଙ୍ଗକୁ ଟାର୍ଗେଟ କଲେ ମନମୋହନ

‘ହିନ୍ଦୁ ମାନଙ୍କ ବିନା ଭାରତ ପରିକଳ୍ପନା ଅସମ୍ଭବ’ ରାହୁଲ ଗାନ୍ଧୀ ଲୋକସଭାରେ ହିନ୍ଦୁ ମାନଙ୍କୁ ହିଂସ୍ର ଓ ମିଛୁଆ କହିବାକୁ ନେଇ କଂଗ୍ରେସ ଉପରେ ବର୍ଷିଲା ବିଜେପି । ରାଜ୍ୟ ବିଜେପି ସଭାପତି ମନମୋହନ […]

କେନ୍ଦ୍ର ସରକାରଙ୍କୁ ରାହୁଲଙ୍କ ଟାର୍ଗେଟ

ରାହୁଲଙ୍କ ମହାଦେବ ଫଟୋକୁ ନେଇ ସଂସଦରେ ହଙ୍ଗାମା ବିରୋଧୀ ଦଳ ନେତା ହେବା ପରେ ରାହୁଲ ଗାନ୍ଧୀ ପ୍ରଥମ ଥର ପାଇଁ ଲୋକସଭାରେ ଅଭିଭାଷଣ ରଖିଛନ୍ତି । ଏହି ସମୟରେ ସେ କେନ୍ଦ୍ର ସରକାରଙ୍କୁ […]