ଋଣ ସୁଝିପାରିଲେନି ବୋଲି ନେଲେ ଚରମ ନିଷ୍ପତ୍ତି !

ଯାଜପୁରରେ ଚାଷୀ ଆତ୍ମହତ୍ୟା ! ପୁଣି ଋଣ ସୁଝିପାରିଲେନି ଚାଷୀ ।ଚାଷରେ କ୍ଷତି ହେବାରୁ ବିଷ ପିଇ କଲେ ଆତ୍ମହତ୍ୟା ! ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ […]

ଯାଜପୁର ମୋବାଇଲ ସ୍କ୍ବାର୍ଡକୁ ସଫଳତା, ୬୩ କେଜି ଗଞ୍ଜେଇ ଜବତ

ଗଞ୍ଜେଇ ଚୋରାଚାଲାଣ ବେଳେ ମାଡି ବସିଲା ପୋଲିସ ପୁଣି ମୋବାଇଲ ସ୍କ୍ବାର୍ଡକୁ ବଡ ସଫଳତା । ଜବତ ହେଲା ୬୩ କେଜିରୁ ଊର୍ଦ୍ଧ୍ଵ ଗଞ୍ଜେଇ । ଯାଜପୁର ଜିଲ୍ଲା ଅବକାରୀ ମୋବାଇଲ ସ୍କ୍ୱାର୍ଡ ପକ୍ଷରୁ […]

ସଞ୍ଜିବନୀ ସାଜିଛି ଅପରେସନ ‘ଅଜୟ’

ଏଯାଏଁ ଉଦ୍ଧାର ହେଲେଣି ୨୭୪ ଭାରତୀୟ ! ଜୋରଦାର ଚାଲିଛି ଅପରେସନ ଅଜୟ । ଇସ୍ରାଏଲ ଘମାଘୋଟ ଲଢେଇ ଭିତରୁ ବଞ୍ଚିବାର ରହ ନେଇ ସ୍ଵଦେଶ ଫେରୁଛନ୍ତି ଭାରତୀୟ । ଆଉ ଜୀବନ ଫେରିପାଇବା […]

ନବୀନ @୭୮…

ଶୁଭେଛୁଙ୍କ ସହ ଜନ୍ମଦିନ ପାଳିବେନି ନବୀନ ! ୭୮ ବର୍ଷରେ ପାଦ ଥାପିଲେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ତାଙ୍କ ଜନ୍ମଦିନ। ଗତ ମାସରେ ବଡ଼ ଭଉଣୀ ଗୀତା ମେହେଟାଙ୍କ […]

ଶ୍ରୀମନ୍ଦିରକୁ ଯାଉଥିଲେ ପିନ୍ଧନ୍ତୁନି ଏହି ପୋଷାକ !

ଶ୍ରୀମନ୍ଦିରରେ ଅଶ୍ଳୀଳତାକୁ ନା ! ଶ୍ରୀମନ୍ଦିରରେ ଭକ୍ତଙ୍କ ପୋଷାକ ପରିଧାନରେ ଲାଗିଛି କଟକଣା । ଅଶ୍ଳୀଳ ପୋଷାକ ପରିଧାନ କରି ମନ୍ଦିର ଭିତରକୁ ଯାଇପାରିବେନି ଭକ୍ତ । ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ କେଉଁ […]

ଆଜି ପବିତ୍ର ମହାଳୟା !

ପିତୃପୁରୁଷଙ୍କ ମୋକ୍ଷ ପ୍ରଦାନ ନେମନ୍ତେ ଚାଲିଛି ପିଣ୍ଡଦାନ ! ଆଜି ପବିତ୍ର ମହାଳୟା ତଥା ପିତୃପକ୍ଷର ଶେଷ ଦିନ । ଏହି ଅବସରରେ ପିତୃପୁରୁଷଙ୍କ ମୋକ୍ଷ ପ୍ରାପ୍ତି ପାଇଁ ପିଣ୍ଡଦାନ କରୁଛନ୍ତି ଶ୍ରଦ୍ଧାଳୁ । […]

ଆଜିଠୁ ଖୋଲିଲା ଶିମିଳିପାଳ

ପ୍ରଥମ ଦିନରେ ଶିମିଳିପାଳରେ ପର୍ଯ୍ୟଟକଙ୍କ ଭିଡ଼ ! ଆଜିଠୁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ। ସକାଳ ୬ଟାରୁ ଶିମିଳିପାଳ ଖୋଲିଥିବା ବେଳେ ପର୍ଯ୍ୟଟକଙ୍କ ଭିଡ ଲାଗିଥିବା ମଧ୍ୟ ଦେଖିବାକୁ ମିଳିଥିଲା । ଶିମିଳିପାଳର ଆୟତନ ୨୭ଶହ […]

ତେଲ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ !

ପଶ୍ଚିମବଙ୍ଗ ହାୱଡ଼ାରେ ଖାଇବା ତେଲ ଗୋଦାମରେ ନିଆଁ ! ପଶ୍ଚିମବଙ୍ଗରେ ଭୟଙ୍କର ଅଗ୍ନିକାଣ୍ଡ । ପଶ୍ଚିମବଙ୍ଗରେ ହାୱଡ଼ାରେ ସକାଳୁ ସକାଳୁ ଘଟିଛି ବଡ଼ ଧରଣର ଅଗ୍ନିକାଣ୍ଡ। ଏକ ଖାଇବା ତେଲ ଗୋଦାମରେ ନିଆଁ ଲାଗି […]

କିଏ ଜିତିବ ଆଜିର ମ୍ୟାଚ୍, ଭାରତ ନା ପାକିସ୍ତାନ ?

ଆରମ୍ଭ ହେଲା କାଉଣ୍ଟ ଡାଉନ, କିଛି ସମୟ ପରେ ଭାରତ-ପାକିସ୍ତାନ ମ୍ୟାଚ୍ ଆଜି ଭାରତ ପାକିସ୍ତାନ ମଧ୍ୟରେ ହେବେ କଡା ଟକ୍କର । ଗୁଜରାଟର ଅହମ୍ମଦାବାଦ ଷ୍ଟାଡିୟମରେ ଏହି ମ୍ୟାଚ୍‌ ଅନୁଷ୍ଟିତ ହେବ। ବହୁ […]

ମା’ ସମଲେଇଙ୍କ ଧବଳମୁଖୀ ବେଶ

ମହାଳୟାରେ ମା’ ସମଲେଶ୍ବରୀଙ୍କ ସ୍ଵତନ୍ତ୍ର ପୂଜାବିଧି ପବିତ୍ର ମହାଳୟାରେ ଧବଳମୁଖି ବେଶରେ ଦର୍ଶନ ଦେଲେ ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀ । ଭୋର ୪ ଟାରୁ ମା’ଙ୍କ ଆଳତୀ ପରେ ଚାଲିଛି […]