ନୂଆପଡ଼ାରେ ମାତିଛି ମଣିଷଖିଆ ବାଘ !

୮ବର୍ଷର ନାବାଳକକୁ ମାରି ଖାଇଲା ବାଘ ! ପୁଣି ନୂଆପଡ଼ାରେ ବାଘ ମାତିଛି । ବାଘକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଛି । ଖାଲି ବାଘ ମାତିନି ବରଂ ଏ ବାଘ ପୁଣି […]

କାହିଁକି ହେଲା ଏତେ ବଡ଼ ଦୁର୍ଘଟଣା ?

ରେଳ ଦୁର୍ଘଟଣା ପଛରେ କିଏ ? ବାହାନଗା ଟ୍ରେନ ଦୁର୍ଘଟଣା ପରେ ପୁଣି ଛାତି ଥରାଇ ଦେଲା ଆନ୍ଧ୍ରରେ ଘଟିଥିବା ଏହି ମର୍ମନ୍ତୁଦ ରେଳ ଦୁର୍ଘଟଣା । ବାହାନଗା ପରି ସମାନ ଢଙ୍ଗରେ ହେଲା […]

ସ୍ବାଧିନତାର ୭୫ବର୍ଷ ପରେ ବି ମିଳୁନି ମୌଳିକ ସୁବିଧା !

ଗାଁକୁ ରାସ୍ତା ନାହିଁ ବୋଲି ୪ କିଲୋମିଟର ବୁହାହେଲା ଶବ ! ଦେଶ ସ୍ଵାଧୀନତାକୁ ବିତିଗଲାଣି ୭୫ ବର୍ଷ । ହେଲେ ଆଜି ବି ଅବହେଳିତ ଅବସ୍ଥାରେ ଅଛନ୍ତି ବହୁ ଗ୍ରାମବାସୀ । ଗାଁକୁ […]

ଶପଥ ଗ୍ରହଣ ପୂର୍ବରୁ ଜଗନ୍ନାଥଙ୍କ ଦର୍ଶନ କଲେ ନବ ନିଯୁକ୍ତ ରାଜ୍ୟପାଳ

ମଙ୍ଗଳବାର ଶପଥ ନେବେ ରଘୁବର ଦାସ ଓଡିଶାରେ ପହଞ୍ଚିଲେ ନବ ନିଯୁକ୍ତ ରାଜ୍ୟପାଳ ରଘୁବର ଦାସ । ଟାଟାନଗରରୁ ପୁରୁଷୋତମପୁର ଏକ୍ସପ୍ରେସରେ ଆସି ଭୋରରେ ପୁରୀ ପହଞ୍ଚିଛନ୍ତି । ରେଳ ଷ୍ଟେସନରୁ ସିଧା ରାଜଭବନ […]

୨୪ବର୍ଷ ତଳର ଛାତିଥରା ଘଟଣା !

ମହାବାତ୍ୟାର ମହାରୂପ ଦେଖିଥିଲା ଓଡ଼ିଶା ! ଆଜିକୁ ଠିକ୍ ୨୪ ବର୍ଷ ତଳର କଥା । ବୋଧ ହୁଏ କର୍ମମୟ ଜୀବନର ବ୍ୟସ୍ତତା ଆପଣଙ୍କୁ ଏହି ଘଟଣାକୁ ଭୁଲାଇ ଦେଇଥାଇ ପାରେ । ହେଲେ […]

ମହିଳା ଆଇଆଇସିଙ୍କୁ ଆକ୍ରମଣ ଘଟଣା, ଗିରଫ ହେଲା ଅଭିଯୁକ୍ତ !

ସିସିଟିଭିରେ କଏଦ ହୋଇଥିଲା ଆଇଆଇସିଙ୍କୁ ଆକ୍ରମଣର ସଂପୂର୍ଣ୍ଣ ଘଟଣା ! ମହିଳା ଥାନା ଆଇଆଇସିଙ୍କୁ ମରଣାତ୍ମକ ଆକ୍ରମଣ ଘଟଣା । ଗିରଫ ହେଲା ଅଭିଯୁକ୍ତ ସୁଶାନ୍ତ ଦେଓ। ସୁଶାନ୍ତଙ୍କ ନାମରେ ହତ୍ୟା ଉଦ୍ୟମ ତଥା […]

ଗଞ୍ଜାମରେ ମା’ ଗଜଲକ୍ଷ୍ମୀଙ୍କ ନିଆରା ପୂଜା

ଚାନ୍ଦିମେଢରେ ଶୋଭା ପାଉଛନ୍ତି ମା’ ଚାନ୍ଦି ମେଢ଼ରେ ଶୋଭାପାଉଛି ମା ଗଜଲକ୍ଷ୍ମୀଙ୍କ ମଣ୍ଡପ। ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଏନଏସି ୱାର୍ଡନଂ ୯ ରଥସାହି ପୂଜା କମିଟି ପକ୍ଷରୁ ମା ଗଜଲକ୍ଷ୍ମୀ ପିଜା ଅନୁଷ୍ଠିତ ହୋଇଯାଇଛି […]

ଭି.କେ.ପାଣ୍ଡିଆନଙ୍କୁ ନୂଆ ନିଯୁକ୍ତି

କାଲି ଅବସର ଆଜି ପ୍ରମୋସନ ଆଇଏଏସ୍ ଚାକିରିରୁ ସ୍ୱେଚ୍ଛାକୃତ ଭାବେ ଅବସର ଗ୍ରହଣ କରିଛନ୍ତି ପୂର୍ବତନ 5-T ସଚିବ ଭି.କେ.ପାଣ୍ଡିଆନ । ସୋମବାର ଭି.କେ ପାଣ୍ଡିଆନ ଅବସର ନେଲେ ଆଉ ଆଜି ତାଙ୍କୁ ମିଳିଛି […]

ଚାଲିଛି ମହାମାୟାଙ୍କ ମହାଷ୍ଟମୀ ପୂଜା

ଶାକ୍ତିପୀଠରେ ଚାଲିଛି ମାଆଙ୍କ ସନ୍ଧି ପୂଜା ଆଜି ମହାମାୟାଙ୍କ ମହାଷ୍ଟମୀ । ଚାଲିଛି ମାଆଙ୍କ ସନ୍ଧି ପୂଜା । ମା’ଙ୍କ ଆଗମନରେ ଗାଁରୁ ସହର ଉତ୍ସବମୁଖର ହୋଇଥିବା ବେଳେ ସବୁ ମଣ୍ଡପରେ ମାଆଙ୍କ ଦର୍ଶନ […]

ନିଆରା ପରମ୍ପରା ମା’ ମାଣିକେଶ୍ବରୀଙ୍କ ଛତର ଯାତ୍ରା

ଚାଲିଛି ମାଆ ମାଣିକେଶ୍ବରୀଙ୍କ ଗୁପ୍ତନୀତି ! ଧୁମଧାମରେ ଚାଲିଛି ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କଳାହାଣ୍ଡି ଭବାନୀପାଟଣା ସହର ଫାଶୀ ଡଙ୍ଗର ଜେନାଖାଲରେ ଚାଲିଛି ମାଆ ମାଣିକେଶ୍ୱରୀଙ୍କ ଗୁପ୍ତ ରୀତିନୀତି । […]

ବାତ୍ୟାର ନାଁ ‘ହାମୁନ’ !

ବଙ୍ଗୋପସାଗରେ ବଢୁଛି ବାତ୍ୟା ! ଆସୁଛି ବଙ୍ଗୋପସାଗରରେ ବଡ ବାତ୍ୟା ! ଅକ୍ଟୋବର ମାସରେ ବାତ୍ୟା ଓଡ଼ିଶା ପାଇଁ କିଛି ନୂଆ ନୁହେଁ । ତେବେ ସୂଚନା ଅନୁଯାୟୀ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି […]