ବାଧୁଛି ବନ୍ୟା ପରର ଦୁଃଖ !

ବେହାଲ ସ୍ଥିତିରେ ଉତ୍ତର ଭାରତ। ବନ୍ୟା ପରର ଦୁର୍ଦ୍ଦଶା କହିଲେ ନସରେ । କାହିଁକି ନା ଯମୁନା ନଇର ପାଣି ଏବେ ଦୁଇ କୁଳ ଖାଉଛି। ଚାଲି ଯାଇଛି ବନ୍ୟା କିନ୍ତୁ ଛାଡି ଯାଇଛି […]

ବଦଳିଲା ପାଗ , ବୁଡାଇଲା ବର୍ଷା !

ଗତ ୨୪ଘଣ୍ଟା ଭିତରେ ବଦଳିଛି ରାଜ୍ୟର ପାଣିପାଗ। ଅଜିଠୁ ପ୍ରବଳ ବର୍ଷା । ସକାଳୁ ବର୍ଷାର ପ୍ରଭାବ ଟ୍ଵିନସିଟି କଟକ ଭୁବନେଶ୍ବରରେ ଦେଖିବାକୁ ମିଳିଛି । ଏହା ସମେତ ଉପକୂଳ ଓଡ଼ିଶା ତଥା ପାର୍ଶ୍ଵବର୍ତ୍ତୀ […]

ପ୍ରଚଣ୍ଡ ଘଡ଼ଘଡ଼ି ଓ ବିଜୁଳି ଶବ୍ଦରେ ଖସିପଡିଲା ଦଧିନଉତି

ରାଜଧାନୀ ସ୍ଥିତ ଶିବାଳୟରେ ଅଘଟଣ। ପ୍ରଚଣ୍ଡ ଘଡ଼ଘଡ଼ି ଓ ବିଜୁଳି ଶବ୍ଦରେ ଖସିପଡିଲା ରାମେଶ୍ଵର ମନ୍ଦିରର ଦଧିନଉତି । ପ୍ରାୟ ୬୦ଫୁଟ୍ ତଳକୁ ଖସି ପଡିଛି ଏହି ଦଧିନଉତି । ଆଜି ହେଉଥିବା ବର୍ଷା […]

ମହଙ୍ଗା ପଡିଲା ଦିଦୀଙ୍କୁ ପ୍ରେମ ନିବେଦନ !

ପ୍ରେମ ନିବେଦନ କରି ଫସିଲେ ଯୁବକ । ଅଙ୍ଗନବାଡି ଦିଦୀଙ୍କୁ ଏକତରଫା ପ୍ରେମ ବିବାହିତ ଯୁବକଙ୍କୁ ମହଙ୍ଗା ପଡ଼ିଲା । ରଙ୍ଗ ନମ୍ବରରେ ଫୋନ କରି ପ୍ରେମ ନିବେଦନ କରିବା ସହ ଖରାପ ମେସେଜ […]

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଦୁଇ ମୃତ

ମରଣଯନ୍ତା ପାଲଟିଛି ୧୬ନଂ ଜାତୀୟ ରାଜପଥ । ପ୍ରତ୍ଯେକ ଦିନ ଦେଖିବାକୁ ମିଳୁଛି କିଛି ନା କିଛି ଦୁର୍ଘଟଣା। ତେବେ ଗତକାଲି ବିଳମ୍ବିତ ରାତିରେ ଦେଖିବାକୁ ମିଳିଛି ବଡଧରଣର ମର୍ମନ୍ତୁଦ ସଡକ ଦୁର୍ଘଟଣା । […]

ଶ୍ରମିକଙ୍କ ଉପରକୁ ଆତଙ୍କି ହମଲା !

ପୁଣି ଆତଙ୍କବାଦୀଙ୍କ ହମଲା। ଜାମ୍ମୁ-କାଶ୍ମୀର ସୋପିଆନରେ ଦେଖିବାକୁ ମିଳିଛି ଆତଙ୍କବାଦୀଙ୍କ ହମଲା । ଏବେ କିନ୍ତୁ ପୋଲିସ କିମ୍ବା ଯବାନ ନୁହଁନ୍ତି ବରଂ ହମଲାର ଶିକାର ହୋଇଛନ୍ତି ସାଧାରଣ ଶ୍ରମିକ । ଦକ୍ଷିଣ କାଶ୍ମୀରର […]

ହାଣ୍ଡିଶାଳେ ଏବେ ନିଆଁ ଲାଗିଛି !

ହାଣ୍ଡିଶାଳେ ଏବେ ନିଆଁ ଲାଗିଛି । ବେଲଗାମ ହୋଇଛି ବଜାର ଦର , ଯାହା ଏବେ ଖାଉଟିଙ୍କ ପକେଟକୁ ବଡ ବାଧୁଛି । ପରିବାଠୁ ଆରମ୍ଭ କରି ତେଜରାତି ସାମଗ୍ରୀ ସଭିଙ୍କ ଦର ଏବେ […]

ବାହାନଗା ଟ୍ରେନ ଟ୍ରାଜେଡି, ଅଭିଯୁକ୍ତଙ୍କ ହୋଇଛି ସ୍ୱାସ୍ଥ୍ୟ ପରୀକ୍ଷା

ଦିନକୁ ଦିନ ତ୍ୱରାନ୍ୱିତ ହେଉଛି ବାହାନଗା ଟ୍ରେନ ଟ୍ରାଜେଡିରେ ସିବିଆଇର କାର୍ଯ୍ୟପନ୍ଥା । ଗିରଫ ୩ ଜଣ ରେଳ କର୍ମଚାରୀଙ୍କୁ ଦ୍ୱିତୀୟ ଥର ପାଇଁ ରିମାଣ୍ଡରେ ନେଇଛି ସିବିଆଇ । ଏବଂ ଅଭିଯୁକ୍ତଙ୍କ ହୋଇଛି […]

ବାରଙ୍ଗରେ ହେବ ମେଟ୍ରୋ ୟାର୍ଡ

ଖୁବଶୀଘ୍ର ଓଡ଼ିଶାରେ ଗଡିବାକୁ ଯାଉଛି ମେଟ୍ରୋ । ଏଥିଲାଗି ଚାଲିଛି ଜୋରଦାର ପ୍ରସ୍ତୁତି। ଖାଲି ପ୍ରସ୍ତୁତି ନୁହେଁ ମେଟ୍ରୋକୁ କେଉଁଠି ରଖାଯିବ ତଥା ଯାନ୍ତ୍ରିକ ତ୍ରୁଟି ସମୟରେ କେଉଁଠି ମରାମତି କରାଯିବ ସେନେଇ ମଧ୍ୟ […]

ରାଜଧାନୀରେ ଚାଞ୍ଚଲ୍ୟ,ହୋଟେଲରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ !

ରାଜଧାନୀରେ ଚାଞ୍ଚଲ୍ୟ । ହୋଟେଲ ଭିତରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ । ଏଭଳି ଘଟଣା ଏବେ ପୁରା ରୋଚକ ମୋଡ ନେବାରେ ଲାଗିଛି । ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନ ସ୍ଥିତ ଏକ ହୋଟେଲରୁ ଜଣେ […]

ଯୁବତୀଙ୍କ ଶବରୁ ମାଂସ କାଢି ଖାଇଲା ମଣିଷ !

ଧୀରେଧୀରେ ବଦଳି ଯାଉଛି ମଣିଷର ଆଚରଣ। ଦିନକୁ ଦିନ ହିଂସ୍ର ହେବାରେ ଲାଗିଛି ମଣିଷର ପ୍ରକୃତି। ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଶୁଣିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ । କାହିଁକି […]