ଯାଜପୁରରେ ମାତିଛି ଚୋରାମଦ କାରବାର !

ଫ୍ଲାଇଙ୍ଗ ସ୍କ୍ୱାର୍ଡ କବଜାରେ ଦୁଇ ଚୋରାମଦ ବେପାରୀ ! ପୋଲିସକୁ ମିଳିଲା ବଡ ସଫଳତା । କଟକ ଅବକାରୀ ଫ୍ଲାଇଙ୍ଗ ସ୍କ୍ୱାର୍ଡ ଓ ଯାଜପୁର ଅବକାରୀ ବିଭାଗ ପକ୍ଷରୁ ସୁକିନ୍ଦା ଓ ଯାଜପୁର ରୋଡ […]

ବାଙ୍କଚୂଡ଼ ବେଶରେ ଦର୍ଶନ ଦେଲେ ମହାବାହୁ

ଆଜି ପଞ୍ଚୁକର ଦ୍ଵିତୀୟ ଦିନ ପଞ୍ଚୁକରେ ଚଳଚଞ୍ଚଳ ହୋଇ ପଡିଛି ଶ୍ରୀକ୍ଷେତ୍ର । ମହାପ୍ରଭୁଙ୍କ ଦିବ୍ୟ ଦର୍ଶନ ଦେଖିବାକୁ ଲାଗିଛି ଭକ୍ତଙ୍କ ଭିଡ । ଆଜି ପଞ୍ଚୁକର ଦ୍ୱିତୀୟ ଦିନ ହୋଇଥିବା ବେଳେ ବାଙ୍କଚୂଡ଼ […]

କୋଣାର୍କ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ

ଡିସେମ୍ବର ପହିଲାରୁ କୋଣାର୍କ ମହୋତ୍ସବ ଡିସେମ୍ବର ପହିଲାରୁ ଆରମ୍ଭ ହେବାକୁ ଯାଉଛି କୋଣାର୍କ ମହୋତ୍ସବ । ସରିଛି କୋଣାର୍କ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ । ସୂଚନା ଅନୁସାରେ ୫ ଦିନ ଧରି ଆୟୋଜିତ […]

ଆରମ୍ଭ ହେଲା ପୂଣ୍ୟ ପଞ୍ଚୁକ

ପଞ୍ଚୁକ ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର ଆରମ୍ଭ ହେଲା ପୁଣ୍ୟ ପଞ୍ଚୁକ । ପବିତ୍ର କାର୍ତ୍ତିକ ମାସର ଏହି ୫ଦିନର ପର୍ବକୁ ବର୍ଷସାରା ଅପେକ୍ଷା କରିଥାନ୍ତି ପ୍ରତ୍ଯେକ ଓଡ଼ିଆ । ତେବେ ଏହି କାର୍ତ୍ତିକ ମାସର […]

ତୃତୀୟ ଦିନରେ ବି ଅଚଳ ଗୃହ !

ଅପରାହ୍ନ ୪ଯାଏଁ ଗୃହ ମୁଲତବୀ ତୃତୀୟ ଦିନରେ ଅଚଳ ଗୃହ । ଆଜି ବିଧାନସଭାର ଶୀତକାଳୀନ ଅଧିବେଶନର ତୃତୀୟ ଦିନ ହୋଇଥିବା ବେଳେ ଚାଲିପାରିଲାନି ବିଧାନସଭା ଗୃହକାର୍ଯ୍ୟ । ଆଜି ମଧ୍ୟ ଗୃହ ଆରମ୍ଭରୁ […]

ଔଷଧ ଗୋଦାମରେ ଭୟଙ୍କର ନିଆଁ !

କେମିତି ଲାଗିଲା ଔଷଧ ଗୋଦାମରେ ନିଆଁ ? ଔଷଧ ଗୋଦାମରେ ଭୟଙ୍କର ନିଆଁ । ଜଳିଗଲା ଲକ୍ଷାଧିକ ଟଙ୍କାର ଔଷଧ । ଏଭଳି ଅଭାବନୀୟ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଔଷଧ […]

ମୁମ୍ବାଇ ଗସ୍ତରେ ମୁଖ୍ୟମନ୍ତ୍ରୀ !

ଦୁଇଦିନିଆ ମୁମ୍ବାଇ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ମୁମ୍ବାଇ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏସିଆନ ଓ୍ବାଇଲଡ଼ ଲାଇଫ ଟ୍ରଷ୍ଟର ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଦୁଇଦିନିଆ ଗସ୍ତରେ ମୁମ୍ବାଇ ଯାଇଛନ୍ତି ମୁଖ୍ୟମନ୍ତ୍ରୀ […]

କାଲି ବିଧାନସଭା ଶୀତକାଳୀନ ଅଧିବେଶନ

କେଉଁ ପ୍ରସଙ୍ଗ ଉଠାଇବେ ବିରୋଧୀ ଆସନ୍ତାକାଲିଠୁ ଆରମ୍ଭ ହେବାକୁ ଯାଉଛି ବିଧାନସଭା ଶୀତକାଳୀନ ଅଧିବେଶନ । ବିଭିନ୍ନ ପ୍ରସଙ୍ଗକୁ ମୁଦ୍ଦା କରିବେ ବିରୋଧୀ ଆଉ ଯାହାକୁ କାଉଣ୍ଟର କରିବାକୁ ଶାସକ ବିଜେଡି ବି ବେଶ୍ […]

ଆଜି ଆସୁଛନ୍ତି ମହାମହିମ

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ମହାମହିମ ଓଡ଼ିଶା ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆଜିଠୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ଆସୁଥିବା ବେଳେ ବିଭିନ୍ନ କାର୍ଯ୍ୟରେ କରିବେ ଯୋଗଦାନ । […]

ଅବସର ନେବେ ପୋଲିସ ଡିଜି ସୁନୀଲ ବଂଶଲ

ଅବସର ପାଇଁ ଅନୁମତି ଦେଲେ ସରକାର ଅବସର ନେବେ ପୋଲିସ ଡିଜି ସୁନୀଲ ବଂଶଲ । ଅବସର ନେବାକୁ ଅନୁମତି ମାଗିଥିଲେ ଏବଂ ଏହାକୁ ମଞ୍ଜୁର କରିଛନ୍ତି ରାଜ୍ୟ ସରକାର। ତେବେ ଡିସେମ୍ବର ୩୧ରେ […]