ଆଜିଠୁ ଆରମ୍ଭ ପିତୃପକ୍ଷ

ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡ ଦେବେ ଉତ୍ତରଦାୟାଦ ଆଜିଠୁ ଆରମ୍ଭ ପିତୃପକ୍ଷ । ଏହି ପକ୍ଷରେ ଘରର ପୂର୍ବ ପୁରୁଷ ତଥା ପିତୃପକ୍ଷଙ୍କୁ ଶ୍ରାଦ୍ଧତର୍ପଣ କଲେ ସେମାନଙ୍କ ଆତ୍ମା ପରିପୂର୍ଣ୍ଣ ହେବ ବୋଲି ଲୋକାଚାରରେ ମତ […]

ପୁଣି ସୁଟିଂରେ ଭାରତକୁ ସ୍ଵର୍ଣ୍ଣ

ଏସିଆନ ଗେମ୍ସରେ ଏଯାଏଁ ୩୦ପଦକ ସହ ୪ର୍ଥ ସ୍ଥାନରେ ଭାରତ ଏସିଆନ ଗେମ୍ସରେ ଗୋଟିଏ ପରେ ଗୋଟିଏ ଇତିହାସ ରଚୁଛନ୍ତି ଭାରତୀୟ ଖେଳାଳି । ତେବେ ଆଜି ମଧ୍ୟ ବିଭିନ୍ନ କ୍ରୀଡାରେ ସଫଳତା ହାସଲ […]

ମହିଳା ସଂରକ୍ଷଣ ବିଲକୁ ଅନୁମୋଦନ

ନାରୀ ଶକ୍ତି ବନ୍ଦନ ଅଧିନିୟମରେ ମୋହର ମାରିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମହିଳା ସଂରକ୍ଷଣ ବିଲକୁ ମିଳିଲା ଅନୁମୋଦନ । ଏହି ନାରୀ ଶକ୍ତି ବନ୍ଦନ ଅଧିନିୟମରେ ମୋହର ମାରିଛନ୍ତି ଖୋଦ ରାଷ୍ଟ୍ରପତି ଦ୍ରୌପଦୀ […]

ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର !

୪୮ ଘଣ୍ଟାରେ ନେବ ଲଘୁଚାପର ରୂପ , ୧୦ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ! ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର । ଏହା ପ୍ରଭାବରେ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ସୂଚନା […]

କଟକରେ ଚୌଧୁରୀ ବଜାରରେ ଭୟଙ୍କର ଅଗ୍ନିକାଣ୍ଡ !

୪ଘଣ୍ଟା ପରେ ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବିଭାଗ କଟକରେ ଭୟଙ୍କର ଅଗ୍ନିକାଣ୍ଡ । ଚୌଧୁରୀ ବଜାର ସ୍ଥିତ ଏକ ଲୁଗା ଦୋକାନରେ ଅଗ୍ନିକାଣ୍ଡ ଘଟିଥିବା ଦେଖିବାକୁ ମିଳିଥିବା ବେଳେ ଲକ୍ଷାଧିକ ଟଙ୍କାର ଧନସମ୍ପତି […]

୩୫ଘଣ୍ଟା ପରେ ମିଳିଲା ବାପାଙ୍କ ମୃତଦେହ, ଏଯାଏଁ ମିଳିନି ଝିଅର ପତ୍ତା !

ବୈତରଣୀ ନଦୀକୁ ଡେଇଁ ବାପଝିଅଙ୍କ ଆତ୍ମହତ୍ୟା ଘଟଣା ମିଳିଲା ବୈତରଣୀ ନଦୀକୁ ଡେଇଁ ଆତ୍ମହତ୍ୟା କରିଥିବା ବାପଝିଅଙ୍କ ମଧ୍ୟରୁ ବାପାର ମୃତଦେହ , ହେଲେ ମିଳିଲାନି ଝିଅ। ଭଦ୍ରକ ଭଣ୍ଡାରୀ ପୋଖରିସ୍ଥିତ ଆଖୁଆପଦା ବ୍ରିଜ […]

ପଞ୍ଜାବରେ ନେତାଙ୍କୁ ଗୁଳିମାଡ଼

ଅକାଳି ଦଳର ଜଣାଶୁଣା ନେତାଙ୍କୁ ଗୁଳିମାରିଲେ ଦୁବୃର୍ତ୍ତ ପୁଣି ଅଶାନ୍ତ ହେଲା ପଞ୍ଜାବ । ଦୁବୃର୍ତ୍ତଙ୍କ ଟାର୍ଗେଟରେ ଏବେ ରାଜନେତା । ପୂର୍ବରୁ ପଞ୍ଜାବରେ ଜଣେ କଂଗ୍ରେସ ନେତା ବଲଜିନ୍ଦର ସିଂଙ୍କୁ ଗୁଳି କରି […]

ଫାଇନାନ୍ସ କମ୍ପାନୀରେ ଦୁବୃର୍ତ୍ତଙ୍କ ଲଙ୍କାକାଣ୍ଡ !

ନିଆଁ ଲଗାଇ ପୋଡ଼ିଦେଲେ ୧୨ଗାଡ଼ି, ବର୍ତ୍ତିଗଲେ କର୍ମଚାରୀ ! ଫାଇନାନ୍ସ କମ୍ପାନୀରେ ନିଆଁ ଲଗାଇ ଦେଲେ ଦୁବୃର୍ତ୍ତ । ଏଭଳି ଅଭାବନୀୟ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ୍ ଟିକିରିରେ ଥିବା ଫାଇଲାନ୍ସ […]

ଅଢ଼େଇ ବର୍ଷର ଝିଅକୁ ଧରି ନଦୀକୁ ଡେଇଁ ପଡିଲେ ବାପା

ସାଙ୍ଗ ହୋଇ ବାପଝିଅଙ୍କ ଆତ୍ମହତ୍ୟା ! ସାମ୍ନାକୁ ଆସିଲା ଏକ ଲୋମହର୍ଷଣକାରୀ ଘଟଣା । ଅଢ଼େଇ ବର୍ଷର ଝିଅକୁ ଧରି ନଦୀକୁ ଡେଇଁ ପଡିଲେ ବାପା । ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ […]

କୁଜଙ୍ଗ ପାରାଦୀପ ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

ହାଇୱା ଧକ୍କାରେ ଦୁଇ ମୃତ ! ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଚାଲିଗଲା ଦୁଇ ଜୀବନ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ପାରାଦୀପ ରାସ୍ତାର ପନ୍ଦର ନମ୍ବର ଛକ ନିକଟରେ […]

୫ମ ଦିନରେ ସ୍ଵାଭାବିକ ଗୃହ !

ଗୃହରେ ଚାଲିଛି ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଆଜି ବିଧାନସଭା ମୌସୁମୀ ଅଧିବେଶନର ୫ମ ଦିନ । ତେବେ ଆଜି ସ୍ୱାଭାବିକ ଭାବେ ଚାଲିଛି ଗୃହ କାର୍ଯ୍ୟ । ଯଦିଓ ଗତକାଲି ପ୍ରଶ୍ନକାଳରେ ସ୍ଵାଭାବିକ ସ୍ଥିତି ଥିଲା […]