ବିଜେଡିରେ ମିଶିଲେ ୭୦୦କଂଗ୍ରେସ କର୍ମୀ !

ଗଜପତି ଜିଲ୍ଲାରେ ବିଜେଡି ନେତାଙ୍କ କରିସ୍ମା ! ମନ୍ତ୍ରୀଙ୍କ ଦ୍ଵାରା ବିଭିନ୍ନ ପ୍ରକଳ୍ପ ଉଦଘାଟନ ଏହା ସହ ବିଜେଡିର ମିଶ୍ରଣ ପର୍ବ। କଂଗ୍ରେସ ଛାଡ଼ି ବିଜେଡ଼ିରେ ଯୋଗଦେଲେ ୭୦୦ରୁ ଉର୍ଦ୍ଧ ନେତା । ଗଜପତି […]

ପୁଣି ଆତଙ୍କୀଙ୍କୁ ସଫା କଲା ସେନା !

ଜାମ୍ମୁକାଶ୍ମୀରରେ ଦୁଇ ଆତଙ୍କୀ ନିହତ ଜାମ୍ମୁ କାଶ୍ମୀର ଅଞ୍ଚଳରେ ପୁଣି ସେନାର ଏନକାଉଣ୍ଟର । ୨ ଆତଙ୍କବାଦୀ ନିହତ । ତେବେ ବାରମ୍ବାର ଜାମ୍ମୁକାଶ୍ମୀର ଅଞ୍ଚଳରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଦେଖିବାକୁ ମିଳିଥିବା ବେଳେ ଏହାକୁ […]

ଷାଠିଏ ବର୍ଷ ପରେ ରାଜ୍ୟକୁ କୁସ୍ତିରେ ବଡ଼ ସଫଳତା

ଜାତୀୟସ୍ତରୀୟ କୁସ୍ତି ପ୍ରତିଯୋଗିତାରେ ସଫଳତା ଆଣିଲେ ଗଞ୍ଜାମର ଦୁଇ ଛାତ୍ର ରାଜ୍ୟ ପାଇଁ ଖୁସି ଖବର । ପ୍ରାୟ ୬୦ବର୍ଷ ପରେ ଓଡ଼ିଶାକୁ ମିଳିଲା ବଡ଼ ସଫଳତା। ମଧ୍ୟପ୍ରଦେଶର ବିଦିଶା ଠାରେ ଅନୁଷ୍ଠିତ ଜାତୀୟ […]

ରାସ୍ତା କଡରେ ପଡିଛି ଅଜଣା ମୃତଦେହ !

ଗଞ୍ଜାମ ବୁଗୁଡ଼ା ଥାନା କଳମ୍ବ- ଅନ୍ତରପଡ଼ା ରାସ୍ତାକଡ଼ରୁ ଯୁବକଙ୍କ ମୃତଦେହ ଉଦ୍ଧାର ! ରାସ୍ତାକଡ଼ରୁ ଉଦ୍ଧାର ହେଲା ଅଜଣା ଯୁବକଙ୍କ ମୃତଦେହ । ଏଭଳି ଘଟଣା ସାମ୍ନାକୁ ଆସିଛି ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା […]

କାଳ ହେଲା ମଞ୍ଚାରେ ଶୋଇବା, ଚାଲିଗଲା ଜୀବନ !

ମଞ୍ଚା ଉପରେ ଶୋଇଥିବା ହତ୍ୟା ! ମଞ୍ଚା ଶୋଇବା ହେଲା କାଳ । ଚାଲିଗଲା ଜୀବନ । ଏଭଳି ଅଭାବନୀୟ ଘଟଣା ଘଟିଛି ଅନୁଗୋଳ ଜିଲ୍ଲା ପୁରୁଣାକୋଟ ଥାନା ଓଳାବିର ଗାଁରେ । ଫସଲ […]

ଖାକିରେ କଳଙ୍କ ଲଗାଇଲେ ପୋଲିସ ବାବୁ !

ଦେହ ବ୍ୟବସାୟରେ ଲିପ୍ତ ଥିଲେ ପଦମପୁର ଉପ କାରାଗାରର ପୋଲିସ ବାବୁ ! ଖାକିରେ କଳଙ୍କ ଲଗାଇଲେ ପୋଲିସ ବାବୁ । ଆଇନର ରକ୍ଷକ ହୋଇ ସାଜିଲେ ଭକ୍ଷକ । ନିଜେ ଦେହ ବ୍ୟବସାୟରେ […]

ECI ଘୋଷଣା କରିବେ ୫ ରାଜ୍ୟର ନିର୍ବାଚନ ତାରିଖ

ଆଜି ବାଜିବ ୫ରାଜ୍ୟ ପାଇଁ ନିର୍ବାଚନୀ ବିଗୁଲ ଆଗାମୀ ନିର୍ବାଚନ ପାଇଁ ଧୀରେଧୀରେ ଉଷ୍ମ ହେଉଛି ରାଜନୀତି । ତେବେ ଏହାରି ଭିତରେ କିଛି ଖବର ଆହୁରି ରାଜନୀତି ପାଣିପାଗକୁ ବେସ ସରଗରମ କରୁଛି […]

କୋର୍ଟରୁ ଫେରିବା ବେଳେ ଅପହରଣ, ପରେ ହତ୍ୟା !

ପୁଣି ଅଶାନ୍ତ ହୋଇପଡ଼ିଛି ଗଞ୍ଜାମ ! ଜଘନ୍ୟ ବିଭତ୍ସ ଅମାନୁଷିକତାର ନୂଆ ଅଧ୍ୟାୟ। ଦିନକୁ ଦିନ ଅଶାନ୍ତ ହୋଇପଡିଛି ଗଞ୍ଜାମ । ପୋଲିସ ଆଖିରେ ଧୂଳି ଦେଇ ଅପରାଧର ନୂଆ କାହାଣୀ ଲେଖୁଛି ଅପରାଧୀ […]

ପଞ୍ଚଭୂତରେ ବିଲୀନ ହେଲେ ସହିଦ ଯବାନ ସରୋଜ ଦାସ

ସହିଦ୍ ଯବାନ ଅମର ରହେ… ପଞ୍ଚଭୂତରେ ବିଲୀନ ହେଲା ସହିଦ ଓଡ଼ିଆ ଯବାନ ସରୋଜ ଦାସଙ୍କ ପାର୍ଥିବ ଶରୀର । ଏବେ ବି ଗୁମୁରି କାନ୍ଦୁଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର କେନ୍ଦୁଢ଼ିପ ଗାଁ । […]

ମହିଳାଙ୍କୁ ସ୍ବାବଲମ୍ବୀ କରିବ କାଇଁଚ !

ଧର୍ମଶାଳାରେ ଉଦଯାପିତ ହେଲା ହସ୍ତଶିଳ୍ପ କର୍ମଶାଳା ଯାଜପୁର ଧର୍ମଶାଳା ବ୍ଲକ ଆଣ୍ଟିଆ ପଂଚାୟତ, ଆଣ୍ଟିଆ ଗ୍ରାମରେ ହସ୍ତଶିଳ୍ପ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିବା ଦେଖିବାକୁ ମିଳିଛି l ଏହି ଶିବିରରେ ପ୍ରାୟ ୩୦ରୁ ଅଧିକ […]

କୃଷି ସଚିବ ଅରବିନ୍ଦ ପାଢ଼ୀଙ୍କୁ ସ୍କ୍ରବ୍ ଟାଇଫସ !

ଭୁବନେଶ୍ବରରେ ବି କାୟା ମେଲାଇଲାଣି ସ୍କ୍ରବ୍ ଟାଇଫସ ! ରାଜ୍ୟରେ ଦିନକୁ ଦିନ କାୟା ମେଲାଇବାରେ ଲାଗିଛି ସ୍କ୍ରବ ଟାଇଫସ । ଏମିତିକି ଏହା ବର୍ତ୍ତମାନ ରାଜ୍ୟର ଅଧିକାଂଶ ଜିଲ୍ଲାକୁ ଗ୍ରାସ କରି ସାରିଲାଣି […]