୨୨ରୁ ଅଗ୍ନିଶମ ସେବାସଂସ୍ଥା କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ଆସନ୍ତା ଫେବୃୟାରୀ ୨୨ ତାରିଖଠାରୁ ଓଡ଼ିଶା ଅଗ୍ନିଶମ ସେବାର ପ୍ରାୟ ୫୦୦୦ କର୍ମଚାରୀ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦେଇଛନ୍ତି। ସୋମ‌ବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କର୍ମଚାରୀ ଅକ୍ଷୟ କୁମାର ପ୍ରଧାନ ଏନେଇ ସୂଚନା ଦେଇଛନ୍ତି […]

ଯାଜପୁରରେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍

ନୂଆ-ଓ ସ୍କଲାରସିପ୍ ଯୋଜନାରେ ମିଳିବ ସ୍କଲାରସିପ୍ ଯାଜପୁରରେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ । ନୂଆ-ଓ କାର୍ଯ୍ୟକ୍ରମରେ ସାମିଲ ହେବା ସହ ଛାତ୍ରଛାତ୍ରୀଙ୍କ ପାଇଁ କରିଛନ୍ତି ବଡ଼ ଘୋଷଣା । ନୂଆ-ଓ ସ୍କଲାରସିପ୍ ଯୋଜନାରେ ଛାତ୍ରଛାତ୍ରୀଙ୍କୁ ଦିଆଯିବ […]

ମାସିକ ପେନସନ ରାଶିରେ ୫୦୦ ଟଙ୍କା ବୃଦ୍ଧି

ମଧୁବାବୁ ପେନସନ ହିତାଧିକାରୀଙ୍କ ପାଇଁ ଖୁସି ଖବର ମଧୁବାବୁ ପେନସନ ଯୋଜନାର ହିତାଧିକାରୀଙ୍କ ପାଇଁ ଖୁସିର ଖବର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଯୋଜନାରେ ଅନ୍ତର୍ଭୁକ୍ତ ବ୍ୟକ୍ତିଙ୍କ ମାସିକ ପେନସନ ରାଶିରେ ୫୦୦ […]

ବିଚାରାଧୀନ କଏଦୀଙ୍କ ଆତ୍ମହତ୍ୟା !

ରଗଡ଼ି ଜେଲରେ କଏଦୀ ମୃତ ! ଜେଲରେ ବିଚାରାଧୀନ କଏଦୀଙ୍କ ଆତ୍ମହତ୍ୟା । ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ରଗଡି ସବଜେଲରେ ।ତେବେ ବିଚାରଧୀନ କଏଦୀଙ୍କ ଆତ୍ମହତ୍ୟା ହୋଇଥିବା ଖବର ଏବେ […]

୮୪ବର୍ଷରେ ପ୍ରଫୁଲ୍ଲଙ୍କ କ୍ରେଜ୍ !

ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘେଡେଇଙ୍କ ଜନ୍ମଦିନ ପାଳନ ୮୪ବର୍ଷରେ ପାଦ ଦେଲେ ବର୍ଷିଆନ ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ ଚନ୍ଦ୍ର ଘଡେଇ । ତେବେ ଦୀର୍ଘଦିନର ରାଜନୀତି, ଲୋକଙ୍କୁ ବାନ୍ଧିରଖିବାର କ୍ଷମତା ଏବଂ […]

ଆଜି ଶ୍ରୀଜିଉଙ୍କ ପଇତାଲାଗି ନୀତି

ଆଜି ୫ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ ! ଆଜି ମହାପ୍ରଭୁଙ୍କୁ ପଇତାଲାଗି ନୀତି ଅନୁଷ୍ଠିତ ହେବ । ଯେଉଁଥିପାଇଁ ବନ୍ଦ ରହିବ ସାଧାରଣ ଦର୍ଶନ । ଆଜି ମାର୍ଗଶୀର- କୃଷ୍ଣ ସପ୍ତମୀ ହୋଇଥିବା […]

ଆଜି ସରିବ ଐତିହାସିକ ବାଲିଯାତ୍ରା !

ବଢିବ କି ବାଲିଯାତ୍ରା ଅବଧି ? ଆଜି ବାଲିଯାତ୍ରାର ଶେଷଦିନ । ଏହି ଐତିହାସିକ ବାଲିଯାତ୍ରା ନଭେମ୍ବର ୨୭ ତାରିଖରୁ ଆରମ୍ଭ ହୋଇଥିବା ବେଳେ ୮ ଦିନଧରି ଚଳିବାକୁ ନିଷ୍ପତ୍ତି ହୋଇଥିଲା । ତେବେ […]

ରେକର୍ଡ କଲା ରେଭେନ୍ସା !

ରେଭେନ୍ସା ବିଶ୍ବବିଦ୍ୟାଳୟକୁ ନାକ୍ A++ ମାନ୍ୟତା ରେକର୍ଡ କଲା ରେଭେନ୍ସା । ରେଭେନ୍ସା ବିଶ୍ବବିଦ୍ୟାଳୟକୁ ମିଳିଲା ନାକ୍ A++ ମାନ୍ୟତା । ତେବେ ପ୍ରଥମ ସରକାରୀ ବିଶ୍ବବିଦ୍ୟାଳୟ ଭାବେ ରେଭେନ୍ସାକୁ ମିଳିଛି A++ ମାନ୍ୟତା […]

ରାୟଗଡ଼ାରେ ‘ଲକ୍ଷ୍ମୀ’

ରାୟଗଡ଼ାରେ ଲକ୍ଷ୍ମୀ ବସର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ରାୟଗଡ଼ାରେ ଶୁଭାରମ୍ଭ ହେଲା ଲକ୍ଷ୍ମୀ ବସ୍। ରାୟଗଡାରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସୂଚନା ଅନୁସାରେ ୧୧ଟି ବ୍ଲକ ମଧ୍ୟରେ ଏହି […]

ରାଜୀବଗାନ୍ଧୀ ଷ୍ଟାଡିୟମ ଆନ୍ଦୋଳନକୁ ମାସେ !

କେକ୍ କାଟି ସରକାରଙ୍କୁ ନିଆରା ପ୍ରତିବାଦ ଜଣାଇଲେ କ୍ରିଡାବିତ୍ ! ଆନ୍ଦୋଳନକୁ ପୁରିଲା ଏକମାସ । ହେଲେ ବାହାରିଲାନି କୌଣସି ସମାଧାନ । ବାଧ୍ୟହୋଇ କେକ କାଟି ନିଆରା ପ୍ରତିବାଦ କଲେ ଆନ୍ଦୋଳନକାରୀ । […]

ବ୍ୟାସନଗରର ଏକ ସପିଙ୍ଗମଲରୁ ଶିଶୁକନ୍ୟା ଉଦ୍ଧାର !

ଯାଜପୁରରେ ଚାଲିଛି କି ଶିଶୁ ଚୋରାଚାଲାଣ ! ସପିଙ୍ଗମଲରୁ ୭ମାସର ଶିଶୁକନ୍ୟା ଉଦ୍ଧାର। ଏଭଳି ଅଭାବନୀୟ ଘଟନା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବ୍ୟାସନଗର ସହରର ଏକ ଘରୋଇ ସପିଙ୍ଗ୍ ମଲରେ । ଶିଶୁକନ୍ୟାଟିର […]