ରାଜ୍ୟ ସରକାରଙ୍କୁ ଘେରିଲେ ନବୀନ

‘ଏଥର ବଜେଟ୍, ଗେମ ଚେଞ୍ଜର ନୁହେଁ ନେମ ଚେଞ୍ଜର’ ବଜେଟ୍ ଆଲୋଚନା ବେଳେ ରାଜ୍ୟ ସରକାରଙ୍କୁ ଘେରିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ବଜେଟ ଆଲୋଚନା ସମୟରେ ବିଜେପି ସରକାରକୁ କଡା ଭାଷାରେ […]

ତୃତୀୟ ଦିନରେ ବି ଚାଲିିପାରିଲାନି ଗୃହ

ଅପରାହ୍ନ ୪ଟା ଯାଏଁ ମୁଲତବୀ ତୃତୀୟ ଦିନରେ ବି ଚାଲିିପାରିଲାନି ବିଧାନସଭା ପ୍ରଶ୍ନୋତ୍ତର କାର୍ଯ୍ୟ । ପ୍ରଥମରୁ ବିରୋଧୀ ବିଜେଡି ବିଧାୟକମାନେ ହୋହାଲ୍ଲା ଆରମ୍ଭ କରିଥିଲେ । ପ୍ରଥମେ ଦିନ ୧୧ଟା ୩୦ଯାଏଁ ଗୃହକୁ […]

ସଂସଦରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପିତ ସଂସଦରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ୨୦୨୩-୨୪ ଆର୍ଥିକ ବର୍ଷରେ ଭାରତର ବିକାଶ ହାର ୮.୨ ପ୍ରତିଶତ ବୃଦ୍ଧି ପାଇଛି, ୨୦୨୪-୨୫ […]

ଶୋକ ପ୍ରସ୍ତାବ ପରେ ମୁଲତବି ଘୋଷଣା କଲେ ବାଚସ୍ପତି

ଆସନ୍ତାକାଲି ୧୦.୩୦ ପର୍ଯ୍ୟନ୍ତ ଗୃହ ମୁଲତବି ଆସନ୍ତାକାଲି ୧୦.୩୦ ପର୍ଯ୍ୟନ୍ତ ଗୃହ ମୁଲତବି। ଶୋକ ପ୍ରସ୍ତାବ ପରେ ମୁଲତବି ଘୋଷଣା କଲେ ବାଚସ୍ପତି। ବଜେଟ୍ ଅଧିବେଶନର ପ୍ରଥମ ଦିନରେ ରାଜ୍ୟପାଳ ରଘୁବର ଦାସଙ୍କ ଦ୍ୱାରା […]

ଆଜିଠୁ ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ

ମୋହନ ସରକାରଙ୍କ ପ୍ରଥମ ବଜେଟ ଅଧିବେଶନ, ବିରୋଧୀ ଆସନରେ ନବୀନ ଆଜିଠୁ ଆରମ୍ଭ ହେଉଛି ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ । ରାଜ୍ୟରେ ବିଜେପି କ୍ଷମତାକୁ ଆସିବା ପରେ ଏବଂ ମୋହନ ସରକାରର ଏହା […]

ଆଜିଠୁ ସଂସଦର ବଜେଟ୍ ଅଧିବେଶନ

କାଲି ଆସିବ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ବଜେଟ ଆଜିଠୁ ଆରମ୍ଭ ହେଉଛି ସଂସଦର ବଜେଟ୍ ଅଧିବେଶନ । ଅଗଷ୍ଟ ୧୨ ତାରିଖ ଯାଏଁ ଚାଲିବାକୁ ଥିବା ଏହି ଅଧିବେଶନରେ ମୋଟ ୧୬ ଟି […]

ପ୍ରାକ୍ ବଜେଟ୍ ପରାମର୍ଶ ବୈଠକ

‘ବଜେଟ୍‌ ପାଇଁ ୧୨ ହଜାର ଲୋକ ଦେଇଛନ୍ତି ମତାମତ’ ରାଜ୍ୟରେ ଆସନ୍ତା ୨୫ ତାରିଖରେ ଆସିବ ବିଜେପି ସରକାରଙ୍କ ପ୍ରଥମ ବଜେଟ । ଜୁଲାଇ ୨୨ରେ ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ପରେ ୨୫ […]

ଆଜି ଚାରୋଟି ବିଭାଗର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ

ବଜେଟ ପ୍ରସ୍ତୁତି ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଆଜି ଚାରୋଟି ବିଭାଗର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ବିଭାଗର କାର୍ଯ୍ୟକାରିତା ସମ୍ପର୍କରେ ବିଭାଗୀୟ ସଚିବମାନେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଛନ୍ତି । ଗୃହ, ଅର୍ଥ, ଜଳ […]

ବିଧାନସଭାରେ ଆଗତ ହେଲା କାମଚଳା ବଜେଟ

କେଉଁ ବିଭାଗ ପାଇଁ କେତେ ବ୍ୟୟ ବରାଦ? ବିଧାନସଭାରେ ଆଗତ ହୋଇଛି କାମଚଳା ବଜେଟ। ବଜେଟ ଉପସ୍ଥାପନ କରିଛନ୍ତି ରାଜ୍ୟ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ୨୦୨୪-୨୫ ବର୍ଷ ପାଇଁ କାମଚଳା ବଜେଟ […]

ଚଳିତ ବର୍ଷର କାମଚଳା ବଜେଟ୍ ବିଧାନସଭାରେ ହେବ ଆଗତ

ଆଜି ଆସିବ କାମଚଳା ବଜେଟ ଆଜି ରାଜ୍ୟ ବଜେଟ୍ । ଚଳିତ ବର୍ଷର କାମଚଳା ବଜେଟ୍ ବିଧାନସଭାରେ ହେବ ଆଗତ । ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଅପରାହ୍ନ ୫ଟା ବେଳେ ଗୃହରେ ବଜେଟ୍ […]

ସଂସଦରେ କଂଗ୍ରେସକୁ କଡ଼ା ସମାଲୋଚନା

‘ବିରୋଧୀ ଲଢିବାର ଶକ୍ତି ହରାଇସାରିଛନ୍ତି, ଆସନ୍ତା ଲୋକସଭାରେ ଦର୍ଶକ ଗ୍ୟାଲେରିରେ ନଜର ଆସିବେ ବିରୋଧୀ’ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଦେଇଛନ୍ତି। ଧନ୍ୟବାଦ ପ୍ରସ୍ତାବ ଉପରେ ବିତର୍କର ଉତ୍ତର ଦେଇ […]