କଂଗ୍ରେସରେ ମିଶିଲେ ହରିୟାଣାର ବିଜେପି ସାଂସଦ ବ୍ରିଜେନ୍ଦ୍ର ସିଂ ଲୋକସଭା ନିର୍ବାଚନ ପୂର୍ବରୁ ବିଜେପିକୁ ବଡ ଝଟ୍‌କା ଲାଗିଛି। ହରିୟାଣାର ବିଜେପି ଲୋକସଭା ଏମ୍‌ପି ବ୍ରିଜେନ୍ଦ୍ର ସିଂ ଦଳରୁ ଇସ୍ତଫା ଦେଇଛନ୍ତି। ପରେ ସେ […]