ସରୁନି ରାଜସ୍ଥାନ ସିଏମ ସସପେନ୍ସ

ରାଜସ୍ଥାନ ବିଜେପିକୁ ବସୁନ୍ଧରା ଅଡୁଆ! ସରୁନି ରାଜସ୍ଥାନ ସିଏମ ସସପେନ୍ସ । ବିଜେପିକୁ ଅଡୁଆ ସାଜିଛନ୍ତି ବସୁନ୍ଧରା ରାଜେ ସିନ୍ଧିଆ । ନିର୍ବାଚନ ଫଳାଫଳକୁ ୯ଦିନ ହେଲାଣି । ତଥାପି କିଏ ହେବେ ମୁଖ୍ୟମନ୍ତ୍ରୀ […]

ମୋହନ ଯାଦବ ହେଲେ ମଧ୍ୟପ୍ରଦେଶ ନୂଆ ମୁଖ୍ୟମନ୍ତ୍ରୀ

ମୋହନ ଯାଦବ ମଧ୍ୟପ୍ରଦେଶ ନୂଆ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ମଧ୍ୟପ୍ରଦେଶ ନୂଆ ମୁଖ୍ୟମନ୍ତ୍ରୀ । ବିଜେପି ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ହୋଇଛି । ଉଜ୍ଜୟନୀ ଦକ୍ଷିଣରୁ ବିଧାୟକ ଅଛନ୍ତି ବିଧାୟକ ମୋହନ ଯାଦବ […]

ଧାରା ୩୭୦ ଉଚ୍ଛେଦକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ

‘୩୭୦’ ଧାରା ଉଚ୍ଛେଦ ବୈଧ, ସେପ୍ଟେମ୍ବର ୩୦ ସୁଦ୍ଧା ହେବ ନିର୍ବାଚନ ଧାରା ୩୭୦ ଉଚ୍ଛେଦକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ । କେନ୍ଦ୍ରର ନିଷ୍ପତ୍ତିକୁ କାଏମ ରଖିଲେ ସୁପ୍ରିମକୋର୍ଟ । ରାଷ୍ଟ୍ରପତିଙ୍କ ନିଷ୍ପତ୍ତିରେ […]

ଧାରା ୩୭୦ ଉଚ୍ଛେଦ ଉପରେ ଆଜି ଆସିବ ସୁପ୍ରିମକୋର୍ଟଙ୍କ ରାୟ

ଆସିବ ଧାରା ୩୭୦ ରାୟ ଆଜି ଆସିବ ଧାରା ୩୭୦ର ରାୟ । ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପ୍ରତିବାଦରେ ହୋଇଥିବା ମାମଲାର ରାୟ ଶୁଣାଇବେ ସର୍ବୋଚ୍ଚ ଅଦାଲତ । ୨୦୧୯ରେ ଧାରା ୩୭୦ […]

ବଲାଙ୍ଗୀରରେ ଗଣତି ଶେଷ, ମିଳିଲା ୩୦୫ କୋଟି

୩ଟି ଜାଗାରୁ ମିଳିଲାଣି ୩୪୮ କୋଟି ବଲାଙ୍ଗୀରରେ ଶେଷ ହୋଇଛି ଟଙ୍କା ଗଣତି । ମିଳିଲା ୩୦୫ କୋଟି । ସୁଦପଡ଼ା ମଦ ବ୍ୟବସାୟୀଙ୍କଠାରୁ ମିଳିଥିଲା ୧୭୬ ଟି ବ୍ୟାଗ । ଏହି ଟଙ୍କା […]

ଆକାଶଙ୍କୁ ଉତ୍ତରାଧିକାରୀ କଲେ ମାୟାବତୀ

ଉତ୍ତରାଧିକାରୀ ଘୋଷଣା କଲେ ମାୟାବତୀ ଉତ୍ତରାଧିକାରୀ ଘୋଷଣା କରିଛନ୍ତି ବହୁଜନ ସମାଜବାଦୀ ପାର୍ଟିର ମୁଖ୍ୟ ମାୟାବତୀ। ପୁତୁରା ଆକାଶ ଆନନ୍ଦଙ୍କୁ କରିଛନ୍ତି ଉତ୍ତରାଧିକାରୀ। ଆକାଶ ଏବେ ବିଏସପିର ଜାତୀୟ ସଂଯୋଜକ ମଧ୍ୟ ଅଛନ୍ତି। ୨୦୧୭ […]

ବିଷ୍ଣୁଦେବ ସାଏ ହେଲେ ଛତିଶଗଡ଼ ନୂଆ ମୁଖ୍ୟମନ୍ତ୍ରୀ

ବିଷ୍ଣୁଦେବ ସାଏଙ୍କ ମୁଣ୍ଡରେ ଛତିଶଗଡ଼ ମୁକୁଟ ବିଷ୍ଣୁଦେବ ସାଏ ହେଲେ ଛତିଶଗଡ଼ ନୂଆ ମୁଖ୍ୟମନ୍ତ୍ରୀ । ବିଜେପି ବିଧାୟକ ଦଳ ବୈଠକରେ ନିଆଗଲା ନିଷ୍ପତ୍ତି । ବୈଠକରେ ବିଷ୍ଣୁଦେବ ସାଏଙ୍କ ନାଁ ଉପରେ ସହମତ […]

ଯେତେ ଗଣିଲେ ବି ସରୁନି ଟଙ୍କା, ମେସିନ୍ ଥକି ପଡୁଛି

୧୦୬ ବସ୍ତାରୁ ମିଳିଲାଣି ୧୩୦ କୋଟି ଯେତେ ଗଣିଲେ ବି ସରୁନି ଟଙ୍କା । ମେସିନ୍ ଥକି ପଡୁଛି, କିନ୍ତୁ ଶେଷ ହେଉନି ମଦ ଟଙ୍କାର ପାହାଡ଼ । ବଲାଙ୍ଗିରରେ ମେଗା ଆଇଟି ରେଡରେ […]

ଦକ୍ଷିଣ ଆଫ୍ରିକାରେ ଟିମ୍ ଇଣ୍ଡିଆ

ଆଜିଠୁ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜ ଆଜିଠୁ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜ ଆରମ୍ଭ । ଅଷ୍ଟ୍ରେଲିଆକୁ ଟି-୨୦ ସିରିଜରେ ହରାଇବା ପରେ ଦକ୍ଷିଣ ଆଫ୍ରିକାରେ ଟିମ୍ ଇଣ୍ଡିଆ । ସନ୍ଧ୍ୟା ସାଢ଼େ ୭ଟାରେ […]

ଆଦିତ୍ୟ-ଏଲ୧କୁ ବଡ଼ ସଫଳତା

ସୂର୍ଯ୍ୟଙ୍କ ରଙ୍ଗୀନ ଫଟୋ ପଠାଇଲା ଆଦିତ୍ୟ-ଏଲ୧ ଆଦିତ୍ୟ-ଏଲ୧କୁ ବଡ଼ ସଫଳତା । ସାମ୍ନାକୁ ଆସିଲା ସୂର୍ଯ୍ୟଙ୍କ ରଙ୍ଗିନ ଫଟୋ । ଏହି ଫଟୋ ଉଠାଇଛି ସୋଲାର୍ ଅଲଟ୍ରାଭାୟୋଲେଟ ଇମେଜିଂ ଟେଲିସ୍କୋପ୍ ବା ସୁଟ୍ ପେଲୋଡ୍ […]

ପଇସା ଗଣୁଛନ୍ତି ୨୫ଟି ମେସିନ୍ ସାଙ୍ଗକୁୁ ୫୦ ଷ୍ଟାଫ

ଟିଟଲାଗଡ଼ରୁ ମିଳିଲା ଆଉ ୧୧ କୋଟି, ବଲାଙ୍ଗୀରରେ ହାଇଦ୍ରାବାଦର ଆନାଲିସିସ୍ ଟିମ୍ ସରୁନି ଗଣତି । ଯୋଉଠି ହାତ ମାରିଲେ ସେଠୁ ବାହାରୁଛି ଟଙ୍କା । ଆଜି ଚତୁର୍ଥ ଦିନରେ ରେଡ କରିଥିଲା ଆଇଟି […]