ଲଘୁଚାପର ରୂପ ନେବ ଘୂର୍ଣ୍ଣିବଳୟ

୪ ଜିଲ୍ଲାକୁ ସତର୍କ କଲେ ଏସଆରସି ପ୍ରବଳ ବର୍ଷା ନେଇ ୪ ଜିଲ୍ଲାକୁ ସତର୍କ କଲେ ଏସଆରସି । ବଲାଙ୍ଗୀର, ମୟୁରଭଞ୍ଜ, ସମ୍ୱଲପୁରୀ ଓ ପୁରୀ ଜିଲ୍ଲାକୁ ସତର୍କ ସୂଚନା । ଜିଲ୍ଲାପାଳମାନଙ୍କୁ ସତର୍କ […]

ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ

ହିମାଚଳରେ ବଦଳଫଟା ବର୍ଷା, ୩୦ ନିଖୋଜ ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ । କୁଲୁ, ମଣ୍ଡି ଏବଂ ରାମପୁରରେ ବାଦଲ ଫଟା ବର୍ଷାରେ ପ୍ରଳୟ ସୃଷ୍ଟି ହୋଇଛି । ବର୍ଷାରେ ଅନେକ ଘର ଧୋଇ […]

କେରଳରେ ପ୍ରକୃତିର କରାଳ ରୂପ

କେରଳ ଭୂସ୍ଖଳନ: ମୃତ୍ୟୁସଂଖ୍ୟା ୧୨୨କୁ ବୃଦ୍ଧି କେରଳରେ ପ୍ରକୃତିର କରାଳ ରୂପ। ୱାଏନାଡରେ ଭୟଙ୍କର ଭୂସ୍ଖଳନ। ୧୦୦ ପାର୍ କଲାଣି ମୃତ୍ୟୁସଂଖ୍ୟା। ଶତାଧିକ ଆହତ ହୋଇଥିବା ବେଳେ ଏବେବି ଅନେକ ନିଖୋଜ ଅଛନ୍ତି। ତେଣୁ […]

ବିଧାନସଭା ଅଧିବେଶନର ଅଷ୍ଟମ ଦିନ

ଗୃହରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗ ଉପରେ ହେବ ଆଲୋଚନା ସପ୍ତଦଶ ବିଧାନସଭା ଅଧିବେଶନର ଆଜି ହେଉଛି ଅଷ୍ଟମ ଦିନ । କୃଷି ଓ କୃଷକ ସଶକ୍ତି କରଣ,ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ,ଶକ୍ତି,ସମବାୟ, ମତ୍ସ୍ୟ […]

ମୁଲତବି ପ୍ରସ୍ତାବକୁ ଅଗ୍ରାହ୍ୟ କଲେ ବାଚସ୍ପତି

ମୁଲତବି ପ୍ରସ୍ତାବକୁ ବାଚସ୍ପତିଙ୍କ ଅଗ୍ରାହ୍ୟ ମୁଲତବି ପ୍ରସ୍ତାବକୁ ଅଗ୍ରାହ୍ୟ କଲେ ବାଚସ୍ପତି । ରାଜ୍ୟରେ ଅହେତୁକ ଦରଦାମ୍ ବୃଦ୍ଧି ନେଇ ଗୃହରେ ମୁଲତବୀ ପ୍ରସ୍ତାବ ଆଣିଥିଲେ ବିରୋଧୀ । ଯାହାକୁ ଅଗ୍ରାହ୍ୟ କରିଛନ୍ତି ବାଚସ୍ପତି […]

ଡ଼ିଆଇଜି ରାଜେଶ ପଣ୍ଡିତ ନିଲମ୍ବିତ

ଆଇପିଏସ୍ ରାଜେଶ ପଣ୍ଡିତ ନିଲମ୍ବିତ ଡ଼ିଆଇଜି ରାଜେଶ ପଣ୍ଡିତ ନିଲମ୍ବିତ। ମହିଳା ଇନ୍ସପେକ୍ଟର ଓ ତାଙ୍କ ସ୍ୱାମୀଙ୍କୁ ଅସଦାଚରଣ ଅଭିଯୋଗରେ ଆଇପିଏସ୍ ଅଫିସର ରାଜେଶ ପଣ୍ଡିତ ନିଲମ୍ବିତ । ନିଲମ୍ବନ ରାଜ୍ୟ ଗୃହ ବିଭାଗକୁ […]

ରାଜ୍ୟ ସରକାରଙ୍କୁ ଘେରିଲେ ନବୀନ

‘ଏଥର ବଜେଟ୍, ଗେମ ଚେଞ୍ଜର ନୁହେଁ ନେମ ଚେଞ୍ଜର’ ବଜେଟ୍ ଆଲୋଚନା ବେଳେ ରାଜ୍ୟ ସରକାରଙ୍କୁ ଘେରିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ବଜେଟ ଆଲୋଚନା ସମୟରେ ବିଜେପି ସରକାରକୁ କଡା ଭାଷାରେ […]

ହୀରାକୁଦ ଛାଡ଼ିଲା ବର୍ଷର ପ୍ରଥମ ବନ୍ୟାଜଳ

ଖୋଲିଲା ହୀରାକୁଦର ୨୦ଗେଟ୍ ଖୋଲିଲା ହୀରାକୁଦ ଗେଟ୍। ୨୦ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ଚଳିତବର୍ଷର ପ୍ରଥମ ବନ୍ୟା ଜଳ। ତିନୋଟି ପର୍ଯ୍ୟାୟରେ ଗେଟ୍ ଖୋଲାଯାଇ ବନ୍ୟାଜଳ ଛଡ଼ାଯାଇଛି। ଏପଟେ ମହାନଦୀକୁ ବନ୍ୟାଜଳ ଛଡ଼ାଯିବା […]

କମଳା ହ୍ୟାରିସ୍ ହେଲେ ଆମେରିକା ରାଷ୍ଟ୍ରପତି ପ୍ରାର୍ଥୀ

କମଳା ହ୍ୟାରିସ୍ ଆମେରିକା ରାଷ୍ଟ୍ରପତି ପ୍ରାର୍ଥୀ କମଳା ହ୍ୟାରିସ୍ ହେଲେ ଆମେରିକା ରାଷ୍ଟ୍ରପତି ପ୍ରାର୍ଥୀ । ଆମେରିକାର ଡେମୋକ୍ରେଟିକ ପାର୍ଟି ପକ୍ଷରୁ ଶନିବାର ବିଦ୍ଧିବଦ୍ଧ ଭାବେ ଘୋଷଣା କରାଯାଇଛି। ଦଳ ତାଙ୍କୁ ବିଶ୍ୱାସ କରିଥିବାରୁ […]

‘ମୋ ସ୍କୁଲ’ ଏବେ ‘ପଞ୍ଚସଖା ଶିକ୍ଷା ସେତୁ ଅଭିଯାନ’

ବଦଳିଲା ମୋ ସ୍କୁଲ ନାଁ, ୩୩୨ କୋଟି ବ୍ୟୟବରାଦ ମୋ ସ୍କୁଲ ନାଁକୁ ବଦଳାଇଛନ୍ତି ସରକାର । ‘ମୋ ସ୍କୁଲ’ ନାଁ ଏବେ ‘ପଞ୍ଚସଖା ଶିକ୍ଷା ସେତୁ ଅଭିଯାନ’ । ଏଥିପାଇଁ ବଜେଟରେ ୩୩୨ […]