ଓଡ଼ିଶା ଦେଶ କରୋନାରେ ସଂକ୍ରମିତ ହେଲେ ୭ ଦିନ ସଙ୍ଗରୋଧ User 003 December 27, 2023 0 କର୍ଣ୍ଣାଟକରେ ଫେରିଲା କ୍ୱାରେଣ୍ଟାଇନ କର୍ଣ୍ଣାଟକରେ ଫେରିଲା କୋଭିଡ୍ କଟକଣା । କରୋନାରେ ସଂକ୍ରମିତ ବ୍ୟକ୍ତି ୭ ଦିନ ପର୍ଯ୍ୟନ୍ତ ଘରୋଇ ସଙ୍ଗରୋଧରେ ରହିବେ । ଯେଉଁମାନେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିବେ, ସେମାନଙ୍କର କୋଭିଡ୍ ପରୀକ୍ଷା […]
ଓଡ଼ିଶା ଦେଶ ରାଜନୀତି ଜାନୁଆରୀ ୧୪ରୁ କଂଗ୍ରେସର ଭାରତ ନ୍ୟାୟ ଯାତ୍ରା User 003 December 27, 2023 0 ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ ଜାନୁଆରୀ ୧୪ରୁ କଂଗ୍ରେସର ଭାରତ ନ୍ୟାୟ ଯାତ୍ରା। ଏହାର ନେତୃତ୍ୱ ନେବେ ରାହୁଲ ଗାନ୍ଧୀ, ଓଡ଼ିଶା ଦେଇ ଆଗକୁ ବଢିବ ଯାତ୍ରା । ଭାରତ ଯୋଡ ଯାତ୍ରା ଭଳି […]
ଦେଶ ଡ୍ରୋନ୍ ଆଟାକ୍ ପରେ ଆକ୍ସନ ମୋଡ୍ରେ ଭାରତ User 003 December 26, 2023 0 ଆରବସାଗରରେ ୩ ଯୁଦ୍ଧ ଜାହାଜ ଆରବସାଗରରେ ୩ ଯୁଦ୍ଧ ଜାହାଜ ମୁତୟନ କଲା ଭାରତ । କର୍ଣ୍ଣାଟକ ମାଙ୍ଗାଲୋର ଆସୁଥିବା ଅଶୋଧିତ ତୈଳ ବୋଝେଇ ଜାହାଜ ଉପରେ ଡ୍ରୋନ ଆଟାକ ପରେ ଭାରତ ଏଭଳି […]
ବିଦେଶ ଗାଜାର ଶରଣାର୍ଥୀ ଶିବିର ଉପରେ ଇସ୍ରାଏଲର ଏୟାରଷ୍ଟ୍ରାଇକ User 003 December 25, 2023 0 ଗାଜାରେ ଇସ୍ରାଏଲର ଏୟାରଷ୍ଟ୍ରାଇକ, ୭୦ରୁ ଅଧିକ ମୃତ ଗାଜାର ଏକ ଶରଣାର୍ଥୀ ଶିବିର ଉପରେ ପୁଣି ଏୟାରଷ୍ଟ୍ରାଇକ କଲା ଇସ୍ରାଏଲ । ୭୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ଏକାଧିକ ଆହତ ହୋଇଛି । […]
ଓଡ଼ିଶା ଦେଶ ରାଜନୀତି ବିଜେପି ଫୋକସରେ ଓଡ଼ିଶା User 003 December 25, 2023 0 ୫୧ ପ୍ରତିଶତ ଭୋଟ୍ ଟାର୍ଗେଟ୍ ନେଇ ରଣନୀତି କରିବ ବିଜେପି ବିଜେପି ଫୋକସରେ ଓଡ଼ିଶା । ନିର୍ବାଚନକୁ ଆଉ ୬ ମାସ ବାକି ଥିବାବେଳେ କିଭଳି ଓଡ଼ିଶାରେ ଭାରତୀୟ ଜନତା ପାର୍ଟି ଭଲ ପ୍ରଦର୍ଶନ […]
ଦେଶ ତୃତୀୟ ଥର ପାଇଁ କେଜି୍ରୱାଲଙ୍କୁ ଇଡି ସମନ User 003 December 23, 2023 0 ପୁଣି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସମନ ପୁଣି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସମନ । ତୃତୀୟ ଥର ପାଇଁ କେଜି୍ରୱାଲଙ୍କୁ ଇଡି ସମନ । ଜାନୁଆରୀ ୩ରେ ହାଜର ହେବାକୁ ନିଦେ୍ର୍ଦଶ […]
ଦେଶ ବିଦେଶ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ହେବେ ଗଣତନ୍ତ୍ର ଦିବସର ମୁଖ୍ୟ ଅତିଥି User 003 December 23, 2023 0 ଫ୍ରାନ୍ସ ରାଷ୍ଟ୍ରପତି ହେବେ ଗଣତନ୍ତ୍ର ଦିବସର ମୁଖ୍ୟ ଅତିଥି ଫ୍ରାନ୍ସ ରାଷ୍ଟ୍ରପତି ହେବେ ଗଣତନ୍ତ୍ର ଦିବସର ମୁଖ୍ୟ ଅତିଥି । ୨୦୨୪ ଗଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟ ଅତିଥି ହେବେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ […]
ଦେଶ ବିଦେଶ ଫ୍ରାନ୍ସରେ ଭାରତୀୟ ବିମାନ ଅଟକ User 003 December 23, 2023 0 ୩୦୩ ଭାରତୀୟ ଫ୍ରାନ୍ସରେ ଅଟକ ୩୦୩ ଜଣ ଭାରତୀୟଙ୍କୁ ନେଇ ଯାଉଥିବା ବିମାନ ଫ୍ରାନ୍ସରେ ଅଟକ । ଦୁବାଇରୁ ଭାରତୀୟଙ୍କୁ ନେଇ ନିକାରାଗୁଆ ଯାଉଥିବା ଏକ ଚାର୍ଟର ବିମାନକୁ ଫ୍ରାନ୍ସ ପୋଲିସ ମାର୍ନେଠାରେ ଅଟକାଇଛି […]
ଓଡ଼ିଶା ଜିଲ୍ଲା ପାଣିପାଗ ଚାରିଆଡ଼େ କୁହୁଡିର ଆସ୍ତରଣ User 003 December 23, 2023 0 ଆଜିଠୁ କମିବ ଥଣ୍ଡା ସାରା ରାଜ୍ୟରେ ଅସହ୍ୟ ଜାଡ । ତଳକୁ ତଳକୁ ଖସୁଛି ପାରଦ। ସେପଟେ ଆଜିଠୁ ଥଣ୍ଡା କମିବା ସମ୍ଭାବନା ରହିଛି । ରାଜ୍ୟ ମଧ୍ୟକୁ ଉତ୍ତର ତଥା ଉତ୍ତର ପଶ୍ଚିମ […]
ଓଡ଼ିଶା ନୂଆ ଜିଲ୍ଲା ଘୋଷଣା ଉପରେ ଅଙ୍କୁଶ User 003 December 22, 2023 0 ପଦ୍ମପୁର ହୋଇପାରିବନି ନୂଆ ଜିଲ୍ଲା! ନୂଆ ଜିଲ୍ଲା ଘୋଷଣା ଉପରେ ଅଙ୍କୁଶ । ପଦ୍ମପୁର ହୋଇପାରିବନି ନୂଆ ଜିଲ୍ଲା । ନୂଆ ଜିଲ୍ଲା ଘୋଷଣା ପାଇଁ ଦରକାର ହାଇକୋର୍ଟଙ୍କ ଅନୁମତି । ହାଇକୋର୍ଟଙ୍କ ବିନା […]
ଦେଶ ରାଜନୀତି ସମନ ସତ୍ତ୍ୱେ ହାଜର ହେଲେନି ଅରବିନ୍ଦ କେଜ୍ରିୱାଲ User 003 December 22, 2023 0 ହାଜର ହେଲେନି, ଫେରାଇ ଦେଲେ ସମନ୍ ସମନ୍ ସତ୍ତ୍ୱେ ହାଜର ହେଲେନି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । କହିଲେ, ରାଜନୈତିକ ଉଦ୍ଦେଶ୍ୟ ରଖି ପଠାଇଥିବା ସମନକୁ ଫେରାଇ ନେଉ ପ୍ରବର୍ତନ ନିର୍ଦ୍ଦେଶାଳୟ । […]