ଆଇପିଏସ ଆଶିଷ ସିଂଙ୍କୁ ନେଇ ମୁହଁ ଖୋଲିଲେ ପୋଲିସ ଡିଜି

‘ଜୁନ୍ ୩ରୁ କାର୍ଯ୍ୟରେ ଯୋଗ ଦେଇଛନ୍ତି ଆଶିଷ ସିଂ’ ଆଇପିଏସ ଆଶିଷ ସିଂଙ୍କୁ ନେଇ ମୁହଁ ଖୋଲିଲେ ପୋଲିସ ଡିଜି । କହିଲେ, ଆଶିଷ ଗତ ଜୁନ ୩ ତାରିଖ ଠାରୁ କାର୍ୟ୍ୟରେ ଯୋଗଦାନ […]

ଜମି ଦୁର୍ନୀତି ମାମଲାରେ ହେମନ୍ତ ସୋରେନଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି

ହେମନ୍ତ ସୋରେନଙ୍କୁ ଜାମିନ ଝାଡଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଝାଡଖଣ୍ଡ ହାଇକୋର୍ଟରୁ ମିଳିଛି ବଡ ଆଶ୍ୱସ୍ତି । ଅଞ୍ଚଲ ଜମି ଦୁର୍ନୀତି ମାମଲାରେ ହାଇକୋର୍ଟ ଆଜି ତାଙ୍କର ଜାମିନ ମଞ୍ଜୁର କରିଛନ୍ତି । […]

ଦ୍ୱିତୀୟ ଥର ପାଇଁ ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍ ବିର୍ଲା

ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍ ବିର୍ଲା ଲଗାତାର ଦ୍ୱିତୀୟ ଥର ପାଇଁ ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି ବିଜେପି ସାଂସଦ ଓମ୍ ବିର୍ଲା । ବାଚନିକ ଭୋଟରେ ଇଣ୍ଡିଆ ମେଣ୍ଟର ପ୍ରାର୍ଥୀ […]

ଦିଲ୍ଲୀ ଗସ୍ତରେ ଯାଇପାରନ୍ତି ମୁଖ୍ୟମନ୍ତ୍ରୀ ଓ ଦୁଇ ଉପମୁଖ୍ୟମନ୍ତ୍ରୀ

ମୋଦିଙ୍କୁ ଭେଟିବେ ମୋହନ ମାଝୀ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ଦୁଇ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ ଏବଂ ପ୍ରଭାତୀ ପରିଡା ଆଜି ଯାଇପାରନ୍ତି ଦିଲ୍ଲୀ । ରାଜ୍ୟରେ ବିଜେପି ସରକାର ହେବା ପରେ ପ୍ରଥମ […]

ରଥଯାତ୍ରାରେ ପୁରୀ ଆସିବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ରଥଯାତ୍ରାକୁ ଆସିବେ ରାଷ୍ଟ୍ରପତି ରଥଯାତ୍ରାରେ ପୁରୀ ଆସିବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଜୁଲାଇ ୬ ତାରିଖରେ ୪ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି। ଏହି ସମୟରେ ରାଷ୍ଟ୍ରପତିଙ୍କର ପୁରୀ  ଓ ଭୁବନେଶ୍ୱରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ […]

ଶ୍ରଦ୍ଧାଳୁଙ୍କ ପାଇଁ ନବଯୌବନ ଦର୍ଶନ ବନ୍ଦ

ଶ୍ରଦ୍ଧାଳୁଙ୍କ ପାଇଁ ନବଯୌବନ ଦର୍ଶନ ବନ୍ଦ ଏଥର ଶ୍ରଦ୍ଧାଳୁଙ୍କ ପାଇଁ ନବଯୌବନ ଦର୍ଶନ ବନ୍ଦ । ପହଣ୍ଡି ଟିକେଟ୍‌ ହେବନି, ଶ୍ରୀମନ୍ଦିରରେ ପ୍ରବେଶ ମନା । ସମୟ କମ୍‌ ଥିବାରୁ ଭିଡ଼ ନିୟନ୍ତ୍ରଣ ନେଇ […]

କ୍ୱାର୍ଟର ଭଙ୍ଗା ଘଟଣାରେ ମୁହଁ ଖୋଲିଲେ ପ୍ରଣବ ପ୍ରକାଶ ଦାଶ

ଯେପରି ପାଇଥିଲେ ସେପରି ଫେରାଇବେ କ୍ୱାର୍ଟର ଆବଣ୍ଟିତ ହୋଇଥିବା ସରକାରୀ କ୍ୱାର୍ଟର ଭଙ୍ଗା ଘଟଣାରେ ମୁହଁ ଖୋଲିଲେ ପ୍ରଣବ ପ୍ରକାଶ ଦାଶ । ବିଜେଡିର ସାଂଗଠନିକ ସମ୍ପାଦକ ତଥା ପୂର୍ବତନ ବିଧାୟକ କହିଛନ୍ତି, ୧୫ […]

ରାଜ୍ୟସଭାରେ ପ୍ରମୁଖ ବିରୋଧୀ ଭୂମିକା ଲିଭାଇବ ବିଜେଡି

ରାଜ୍ୟସଭାରେ ପ୍ରମୁଖ ବିରୋଧୀ ଭୂମିକା ଲିଭାଇବ ବିଜେଡି ଲୋକସଭାରେ ମୂଳପୋଛ ହୋଇଥିଲେ ବି ରାଜ୍ୟସଭାରେ ପ୍ରମୁଖ ବିରୋଧୀ ଭୂମିକା ଲିଭାଇବ ବିଜୁ ଜନତା ଦଳ । ଦଳର ୯ ସାଂସଦ ଓଡିଶାର ସ୍ୱାର୍ଥ ପ୍ରସଙ୍ଗରେ […]

ସଂସଦର ଲୋକସଭାରେ ଚାଲିଛି ଶପଥ ସମାରୋହ

ଓଡ଼ିଆରେ ଶପଥ ବେଳେ ଧର୍ମେନ୍ଦ୍ର, ଜୁଏଲ ସଂସଦର ଲୋକସଭାରେ ଚାଲିଛି ଶପଥ ସମାରୋହ । ଲୋକସଭାକୁ ନିର୍ବାଚିତ ହୋଇଥିବା ସାଂସଦ ଶପଥ ଗ୍ରହଣ କରୁଛନ୍ତି । କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବ ଶପଥ ପାଠ […]

କାଲିଠୁ ରାଜ୍ୟରେ ସ୍ୱାଭାବିକ ଭାବେ ଖୋଲିବ ସ୍କୁଲ

କାଲିଠୁ ରାଜ୍ୟରେ ସ୍ୱାଭାବିକ ସ୍କୁଲ ଆସନ୍ତାକାଲିଠୁ ରାଜ୍ୟରେ ସ୍ୱାଭାବିକ ଭାବେ ଖୋଲିବ ସ୍କୁଲ । ରାଜ୍ୟରେ ପାଣିପାଗ ବଦଳିବା ହେତୁ, ସ୍କୁଲ ସ୍ୱାଭାବିକ ଚାଲିବା ନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ […]

୨୬ରୁ ବଢିବ ବର୍ଷା, ୯ ଜିଲ୍ଲାକୁ ୟେଲୋ ଆଲର୍ଟ

ସାରା ରାଜ୍ୟକୁ ଛୁଇଁଲା ମୌସୁମୀ । ଭୁବନେଶ୍ୱର ସମେତ ସାରା ଓଡ଼ିଶାରେ ମୌସୁମୀ ସକ୍ରିୟ ନେଇ ସୂଚନା ଦେଇଛି ଆଂଚଳିକ ପାଣିପାଗ କେନ୍ଦ୍ର । ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି […]