ରତ୍ନଭଣ୍ଡାର ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା

‘ଚାବି ହଜିବାଠାରୁ ଡୁପ୍ଲିକେଟ ଚାବି, ଅଧିକ ଗମ୍ଭୀର ବିଷୟ’ ଏଥର ଅଧିକ ଆଗ୍ରେସିଭ୍‌ ମୁଡ୍‌ରେ ମୋଦି । ଫୁଲବାଣୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୋରଦାର ଭାଷଣ । ମହାପ୍ରଭୁ ଜଗନ୍ନାଥ ଓ ରତ୍ନଭଣ୍ଡାର କଥା […]

ନବୀନଙ୍କୁ ମୋଦିଙ୍କ ନିଶାନା

‘ଯାହାଙ୍କୁ ଜିଲ୍ଲା ନାଁ ଜଣାନାହିଁ, ସେ ଲୋକଙ୍କ ଦୁଃଖ କେମିତି ବୁଝିବେ ?’ ଫୁଲବାଣୀ ସଭାରେ ନବୀନଙ୍କୁ ନିଶାନା କରିଛନ୍ତି ମୋଦି । ନବୀନ ବାବୁଙ୍କୁ ମୁଁ ଆଜି ଏକ ଚାଲେଂଜ ଦେଉଛି । […]

‘ଓଡ଼ିଶାରେ ବଡ଼ ଟର୍ଣ୍ଣିଂ ପଏଣ୍ଟ’

ଏଥର ଓଡ଼ିଶାରେ ପଦ୍ମ ନିଶ୍ଚିତ ଫୁଟିବ: ମୋଦି ଓଡ଼ିଶାରେ ବଡ଼ ଟର୍ଣ୍ଣିଂ ପଏଣ୍ଟ ଆସୁଛି। ଆଜି ଭୁବନେଶ୍ୱରରେ ଏଭଳି ବଡ଼ ବୟାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଓଡ଼ିଶାରେ ବିଜେପି ଉପରେ ଲୋକଙ୍କ ଅଦ୍ଭୁତ […]

‘ନବୀନ ବାବୁ ଯାହା ଦେବାକଥା, କେବଳ ପାଣ୍ଡିଆନଙ୍କୁ ଦେଉଛନ୍ତି’

ନବୀନ କେବଳ ଓକେ ଓକେ କହନ୍ତି: ହିମନ୍ତ ବିଶ୍ୱଶର୍ମା କାଲିମେଳା, ମାଥିଲି, ଖଲ୍ଲିକୋଟ୍ । ସବୁ ସଭା ମଞ୍ଚରୁ ଗୋଟିଏ ପରେ ଗୋଟିଏ ପଏଣ୍ଟରେ ସିଧା ନିଶାନା । ବିଜେପି ପାଇଁ ପ୍ରଚାରରେ ଆସି […]

‘ବିଜେଡିରେ ଅଛନ୍ତି ଅନେକ ଏକନାଥ ସିନ୍ଦେ’

ବିଜେଡିରେ ଅଛନ୍ତି ଅନେକ ଏକନାଥ ସିନ୍ଦେ: ବିଜେପି ବିଜେଡିରେ ସମସ୍ତେ ତ କ୍ରୀତଦାସ ନୁହନ୍ତି। ଅନେକ ଏକନାଥ ସିନ୍ଦେ ବି ଅଛନ୍ତି। ଆଉ ଏମାନେ ସମସ୍ତେ ବିଜେପି ସହ ସଂପର୍କରେ ଅଛନ୍ତି। ବିଜେଡି ନେତା […]

‘ଏଥର ଓଡ଼ିଶାର ମାହୋଲ ବଦଳୁଥିବାର ଦେଖୁଛି’

‘୨୧ରୁ ୨୧ ଆସନରେ ଜିତିବ ବିଜେପି’ ରାୟଗଡାରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଜନସଭାକୁ ସମ୍ବୋଧିତ କରି ରାଜନାଥ କହିଛନ୍ତି,  ଏଥର ଓଡ଼ିଶାର ମାହୋଲ ବଦଳୁଥିବାର […]

ସଙ୍କଟରେ ହରିୟାଣା ବିଜେପି ସରକାର

ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲା କଂଗ୍ରେସ ସଙ୍କଟରେ ହରିୟାଣା ବିଜେପି ସରକାର । ସମର୍ଥନ ପ୍ରତ୍ୟାହର କଲେ ୩ ସ୍ୱାଧୀନ ବିଧାୟକ । ସଂଖ୍ୟା ଲଘୁରେ ପରିଣତ ହେଲା ସୈନି ସରକାର । ମୁଖ୍ୟମନ୍ତ୍ରୀଙ୍କ […]

ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହ

କିଏ ନେବେ କେତେବେଳେ ଶପଥ? କିଏ ହେବେ ମୁଖ୍ୟମନ୍ତ୍ରୀ । କିଏ ନେବେ କେତେବେଳେ ଶପଥ । ତାରିଖ ଘୋଷଣା କଲେ ବିଜେପି-ବିଜେଡି । ୧୦ ତାରିଖରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ […]

ରାଜ୍ୟ ବିଜେପି ନିର୍ବାଚନ ଇସ୍ତାହାର ‘ସଂକଳ୍ପ ପତ୍ର’ ଉନ୍ମୋଚିତ

‘ସରକାରକୁ ଆସିବାକୁ ନିର୍ବାଚନ ଲଢୁଛୁ’ ରାଜ୍ୟ ବିଜେପି ନିର୍ବାଚନ ଇସ୍ତାହାର ‘ସଂକଳ୍ପ ପତ୍ର’ ଉନ୍ମୋଚିତ। ଭୁବନେଶ୍ୱରରେ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ସଂକଳ୍ପ ପତ୍ର ଉନ୍ମୋଚନ କଲେ। ବିଜେପି ସଂକଳ୍ପ ପତ୍ର ‘ଓଡ଼ିଶା […]

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଅଛନ୍ତି ଏସ୍‌. ଜୟଶଙ୍କର

ନିଜ ମାଟିର ପୁଅ ହୁଅନ୍ତୁ ଓଡ଼ିଶା ନେତା : ଜୟଶଙ୍କର କଳା ଓ ସଂସ୍କୃତି କ୍ଷେତ୍ରରେ ସମୃଦ୍ଧ ଓଡ଼ିଶା ନିଜ ନେତା ସୃଷ୍ଟି ପାଇଁ ସକ୍ଷମ। ଓଡ଼ିଶା ଭଳି ରାଜ୍ୟର ନେତା ନିଜ ମାଟିର […]

‘ଓଡ଼ିଶାରେ ୨୧ରୁ ୨୧ ଲୋକସଭା ଆସନ ଜିତିବ ବିଜେପି’

ମୁଖ୍ୟମନ୍ତ୍ରୀ ଛିଡ଼ା ହୋଇଥିବା ଆସନ ଦାଦନର ଦ୍ୱିତୀୟ ପେଣ୍ଠସ୍ଥଳ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦମ୍ଭୋକ୍ତି, ଓଡ଼ିଶାରେ ୨୧ରୁ ୨୧ ଲୋକସଭା ଆସନ ଜିତିବ ବିଜେପି । କାରଣ ଓଡ଼ିଶାରେ ଏବେ ପ୍ରଧାନମନ୍ତ୍ରୀ ମୋଦି ସବୁଠୁ […]