ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା

୧୯ରେ ଆସିବେ ଜେପି ନଡ୍ଡା ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଓଡ଼ିଶା ଗସ୍ତରେ ଆସି ସେ ରାଜ୍ୟ ବିଜେପିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ଯୋଗ ଦେବା ନେଇ ସୂଚନା […]

ପ୍ରାକ୍ ବଜେଟ୍ ପରାମର୍ଶ ବୈଠକ

‘ବଜେଟ୍‌ ପାଇଁ ୧୨ ହଜାର ଲୋକ ଦେଇଛନ୍ତି ମତାମତ’ ରାଜ୍ୟରେ ଆସନ୍ତା ୨୫ ତାରିଖରେ ଆସିବ ବିଜେପି ସରକାରଙ୍କ ପ୍ରଥମ ବଜେଟ । ଜୁଲାଇ ୨୨ରେ ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ପରେ ୨୫ […]

୧୦୦ ଦିନିଆ କାର୍ଯ୍ୟ ଖସଡାରୁ ସରିଲା ୩୦ ଦିନ

ଓଡିଶାରେ ମୋହନ ସରକାରକୁ ପୂରିଲା ମାସେ ରାଜ୍ୟରେ ବିଜେପି ସରକାରକୁ ପୂରିଲା ମାସେ । ଜୁନ ୧୨ ତାରିଖ, ୨୪ ବର୍ଷର ବିଜେଡି ସରକାରକୁ ହଟାଇ ରାଜ୍ୟରେ ଶପଥ ଗ୍ରହଣ କରିଥିଲା ବିଜେପି ସରକାର। […]

ଲକ୍ଷ୍ମୀ ବସର ରଙ୍ଗ ଓ ନାମ ବଦଳିବା ପ୍ରସଙ୍ଗ

ରାଜ୍ୟ ସରକାରଙ୍କୁ ସମାଲୋଚନା କଲା ବିଜେଡି ଲକ୍ଷ୍ମୀ ବସର ରଙ୍ଗ ଓ ନାମ ବଦଳିବା ପ୍ରସଙ୍ଗ। ରାଜ୍ୟ ସରକାରଙ୍କୁ ସମାଲୋଚନା କଲା ବିଜେଡି। ଯୋଜନାର ରଙ୍ଗ ଓ ନାଁ ପରିବର୍ତ୍ତନ କଲେ, ବିଜେଡି ବିରୋଧ […]

ସହରାଞ୍ଚଳ ବନ୍ୟା ସ୍ଥିତି ନିୟନ୍ତ୍ରଣ ପାଇଁ ଖର୍ଚ୍ଚ ହେବ ୨୦୦ କୋଟି

ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ନେଇ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ନେଇ ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ । ବର୍ଷା ଦିନରେ ବନ୍ୟା ପରିସ୍ଥିତି ମୁକାବିଲା ଦିଗରେ ଆବଶ୍ୟକୀୟ ପଦକ୍ଷେପ ନୋବକୁ ନିର୍ଦ୍ଦେଶ […]

ଲୋକସଭାରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ

ବିରୋଧୀଙ୍କୁ ଜବାବ ଦେଲେ ମୋଦି ଲୋକସଭାରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ । ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଅବସରରେ ପ୍ରଧାନମନ୍ତ୍ରୀ ନିଜର ଅଭିଭାଷଣ ରଖିଛନ୍ତି । ପ୍ରଥମ ଥର ସାଂସଦ ହୋଇ ଆସିଥିବା ସଦସ୍ୟଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ […]

ରାହୁଲଙ୍କ ହିନ୍ଦୁତ୍ୱ ପ୍ରସଙ୍ଗକୁ ଟାର୍ଗେଟ କଲେ ମନମୋହନ

‘ହିନ୍ଦୁ ମାନଙ୍କ ବିନା ଭାରତ ପରିକଳ୍ପନା ଅସମ୍ଭବ’ ରାହୁଲ ଗାନ୍ଧୀ ଲୋକସଭାରେ ହିନ୍ଦୁ ମାନଙ୍କୁ ହିଂସ୍ର ଓ ମିଛୁଆ କହିବାକୁ ନେଇ କଂଗ୍ରେସ ଉପରେ ବର୍ଷିଲା ବିଜେପି । ରାଜ୍ୟ ବିଜେପି ସଭାପତି ମନମୋହନ […]

କେନ୍ଦ୍ର ସରକାରଙ୍କୁ ରାହୁଲଙ୍କ ଟାର୍ଗେଟ

ରାହୁଲଙ୍କ ମହାଦେବ ଫଟୋକୁ ନେଇ ସଂସଦରେ ହଙ୍ଗାମା ବିରୋଧୀ ଦଳ ନେତା ହେବା ପରେ ରାହୁଲ ଗାନ୍ଧୀ ପ୍ରଥମ ଥର ପାଇଁ ଲୋକସଭାରେ ଅଭିଭାଷଣ ରଖିଛନ୍ତି । ଏହି ସମୟରେ ସେ କେନ୍ଦ୍ର ସରକାରଙ୍କୁ […]

୫ବର୍ଷରେ ଓଡ଼ିଶାକୁ ମିଳିବ ୧ଲକ୍ଷ କୋଟିର ନୂଆ ପ୍ରକଳ୍ପ

ଓଡ଼ିଶାକୁ ଆସିବ ୧ଲକ୍ଷ କୋଟିର ନୂଆ ପ୍ରକଳ୍ପ: ଅଶ୍ବିନୀ ବୈଷ୍ଣବ ନୂଆ ସରକାର, ନୂଆ ଉତ୍ସାହ । ଆଜି ଓଡ଼ିଶା ବିଜେପିର ସମ୍ବର୍ଦ୍ଧନା ଉତ୍ସବରେ ନବ ନିର୍ବାଚିତ ବିଧାୟକ, ସାଂସଦ ଓ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ […]

ଆରଜେଡି ବିଧାୟକଙ୍କ ବଡ଼ ବୟାନ

ଇଣ୍ଡିଆ ମେଣ୍ଟକୁ ପ୍ରତ୍ୟାବର୍ତ୍ତନ କରିପାରନ୍ତି ନୀତିଶ ଆରଜେଡି ମୁଖିଆ ନୀତିଶ କୁମାରଙ୍କୁ ନେଇ ପୁଣିଥରେ ଆରମ୍ଭ ହୋଇଛି ଚର୍ଚ୍ଚା । ଏନଡିଏ ସରକାରରେ ପ୍ରମୁଖ ସହଯୋଗୀ ଦଳ ରହିଛି ନୀତିଶଙ୍କ ଜେଡିୟୁ । ବାଚସ୍ପତି […]

ପାପଭାର ବଢ଼ିବା ପରେ ଅହଂକାରର ପତନ ହେଲା: ମୋହନ ମାଝୀ

ବିଜେଡିକୁ କଟାକ୍ଷ କଲେ ମୁଖ୍ୟମନ୍ତ୍ରୀ କେନ୍ଦୁଝର ସଭାରେ ବିଜେଡିକୁ କଟାକ୍ଷ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କହିଲେ, ମମିତା ମେହେରା ଓ ପରୀ ମାମଲାରେ ନ୍ୟାୟ ଦିଆଗଲାନି, ପାପଭାର ବଢ଼ିବା ପରେ […]